‘ଅଗସ୍ତ୍ୟ’ ପ୍ରମୋ ରିଲିଜ୍

କଟକ: ଆସନ୍ତା ରଜ ଅବସରରେ ରିଲିଜ୍ ହେବ ଓଡିଆ ଫିଲ୍ମ ‘ଅଗସ୍ତ୍ୟ’। ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ୍‌ର ସୁପରଷ୍ଟାର ଅନୁଭବ। ତାଙ୍କର ନାୟିକା ସାଜିଛନ୍ତି ବଙ୍ଗୀୟ ବିୟୁଟି ଝିଲିକ୍। ଆଜି ଏହି ଫିଲ୍ମର ପ୍ରମୋ କଟକରେ ରିଲିଜ୍ ହୋଇଯାଇଛି। ଏହି ଅବସରରେ ଫିଲ୍ମଟିର ସମସ୍ତ ଷ୍ଟାରକାଷ୍ଟ୍ ଉପସ୍ଥିତ ଥିଲେ।  ଫିଲ୍ମଟିରେ ଲଭ୍, ରୋମାନ୍ସ ସାଙ୍ଗକୁ ଅନୁଭବଙ୍କର ଜବରଦସ୍ତ ଆକ୍ସନ ଦେଖିବାକୁ ପାଇବେ। ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ଆକାଶ ଦାସ […]

agstya

agstya

Rakesh Mallick
  • Published: Saturday, 26 March 2016
  • Updated: 26 March 2016, 01:06 PM IST

Sports

Latest News

agstyaକଟକ: ଆସନ୍ତା ରଜ ଅବସରରେ ରିଲିଜ୍ ହେବ ଓଡିଆ ଫିଲ୍ମ ‘ଅଗସ୍ତ୍ୟ’। ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ୍‌ର ସୁପରଷ୍ଟାର ଅନୁଭବ। ତାଙ୍କର ନାୟିକା ସାଜିଛନ୍ତି ବଙ୍ଗୀୟ ବିୟୁଟି ଝିଲିକ୍। ଆଜି ଏହି ଫିଲ୍ମର ପ୍ରମୋ କଟକରେ ରିଲିଜ୍ ହୋଇଯାଇଛି। ଏହି ଅବସରରେ ଫିଲ୍ମଟିର ସମସ୍ତ ଷ୍ଟାରକାଷ୍ଟ୍ ଉପସ୍ଥିତ ଥିଲେ।  ଫିଲ୍ମଟିରେ ଲଭ୍, ରୋମାନ୍ସ ସାଙ୍ଗକୁ ଅନୁଭବଙ୍କର ଜବରଦସ୍ତ ଆକ୍ସନ ଦେଖିବାକୁ ପାଇବେ।

ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ଆକାଶ ଦାସ ନାୟକ, ମିହିର ଦାସ, ପ୍ରିୟଙ୍କା, ମୀନକେତନ ଓ ସଲିଲ।

‘ଅଗସ୍ତ୍ୟ’ର ନିର୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା। ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରେମାନନ୍ଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos