ଐଶ୍ୱର୍ଯ୍ୟା-ଇରଫାନଙ୍କ ଫିଲ୍ମ ‘ଜଜବା’ର ମୋସନ୍ ପୋଷ୍ଟର ରିଲିଜ୍

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ଜଜବା’ ମୋସନ୍ ପୋଷ୍ଟରେ ରିଲିଜ୍ ହୋଇଛି। ଐଶ୍ୱର୍ଯ୍ୟାଙ୍କ କମବ୍ୟାକ୍ ଫିଲ୍ମ ‘ଜଜବା’ର ଟ୍ରେଲର ଅଗଷ୍ଟ ୧୫ରେ ରିଲିଜ୍ ହେବାର ଥିଲା। ତେବେ କିଛି ସମସ୍ୟା ଯୋଗୁଁ ଏହାକୁ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କିନ୍ତୁ ଐଶ୍ ଓ ଇରଫାନଙ୍କ ପାଇଁ ଖୁସିର ଖବର ଯେ ମୋସନ ପୋଷ୍ଟର ରିଲିଜ୍ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶକ ସଂଜୟ ଗୁପ୍ତା ଏହି ମୋସନ ପୋଷ୍ଟରକୁ ଅଗଷ୍ଟ୧୫ରେ ଟ୍ୱିଟ୍ କରିଥିଲେ। ଏହି […]

jajba

jajba

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 10:06 AM IST

Sports

Latest News

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ଜଜବା’ ମୋସନ୍ ପୋଷ୍ଟରେ ରିଲିଜ୍ ହୋଇଛି। ଐଶ୍ୱର୍ଯ୍ୟାଙ୍କ କମବ୍ୟାକ୍ ଫିଲ୍ମ ‘ଜଜବା’ର ଟ୍ରେଲର ଅଗଷ୍ଟ ୧୫ରେ ରିଲିଜ୍ ହେବାର ଥିଲା। ତେବେ କିଛି ସମସ୍ୟା ଯୋଗୁଁ ଏହାକୁ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କିନ୍ତୁ ଐଶ୍ ଓ ଇରଫାନଙ୍କ ପାଇଁ ଖୁସିର ଖବର ଯେ ମୋସନ ପୋଷ୍ଟର ରିଲିଜ୍ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶକ ସଂଜୟ ଗୁପ୍ତା ଏହି ମୋସନ ପୋଷ୍ଟରକୁ ଅଗଷ୍ଟ୧୫ରେ ଟ୍ୱିଟ୍ କରିଥିଲେ। ଏହି ପୋଷ୍ଟରରେ ଏକ ବଡ଼ ଘଣ୍ଟା ରହିଛି। ଏହା ସମ୍ମୁଖରେ ଐଶ୍ୱାର୍ଯ୍ୟା ଦୌଡୁଥିବା ଦେଖାଯାଉଛି। ତାଙ୍କ ପଛରେ ରହିଛନ୍ତି ଇରଫାନ୍।

ନିଜ ଫିଲ୍ମ ‘ଅଲ୍ ଇଜ୍ ୱେଲ’ ପାଇଁ ବ୍ୟସ୍ତ ଥିବା ଐଶଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ମଧ୍ୟ ଏହି ମୋସନ୍ ପୋଷ୍ଟରକୁ ସେୟାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos