ଜାତୀୟ ପତାକାକୁ ଓଲଟା ଉଡ଼ାଇ ଅକ୍ଷୟ କୁମାର ସମାଲୋଚିତ

ଲଣ୍ଡନର ଲର୍ଡସ୍ ଗ୍ରାଉଣ୍ଡରେ ରବିବାର ମହିଳା ବିଶ୍ୱକପ୍ କ୍ରିକେଟ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଇଂଲଣ୍ଡ। ଭାରତୀୟ ଟିମ୍‌କୁ ଉତ୍ସାହିତ କରିବାକୁ ଷ୍ଟାଡିୟମରେ ଉପସ୍ଥିତ ଥିଲେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର। ହାତରେ ଜାତୀୟ ପତାକା ଧରି ସେ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ହାତରେ ଜାତୀୟ ପତାକା ଧରିଥିବାର ଏକ ଫଟୋ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। କିନ୍ତୁ ଏହି ଫଟୋ ପାଇଁ ସେ ସମାଲୋଚନାର ଶିକାର ହୋଇଛନ୍ତି। କଥାଟି ହେଉଛି ସେ ଜାତୀୟ […]

akhaya

akhaya

Rakesh Mallick
  • Published: Monday, 24 July 2017
  • Updated: 24 July 2017, 12:48 PM IST

Sports

Latest News

ଲଣ୍ଡନର ଲର୍ଡସ୍ ଗ୍ରାଉଣ୍ଡରେ ରବିବାର ମହିଳା ବିଶ୍ୱକପ୍ କ୍ରିକେଟ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଇଂଲଣ୍ଡ। ଭାରତୀୟ ଟିମ୍‌କୁ ଉତ୍ସାହିତ କରିବାକୁ ଷ୍ଟାଡିୟମରେ ଉପସ୍ଥିତ ଥିଲେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର। ହାତରେ ଜାତୀୟ ପତାକା ଧରି ସେ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ହାତରେ ଜାତୀୟ ପତାକା ଧରିଥିବାର ଏକ ଫଟୋ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। କିନ୍ତୁ ଏହି ଫଟୋ ପାଇଁ ସେ ସମାଲୋଚନାର ଶିକାର ହୋଇଛନ୍ତି। କଥାଟି ହେଉଛି ସେ ଜାତୀୟ ପତାକାଟିକୁ ଓଲଟା ଧରି ଥିଲେ। ଏହି ଫଟୋକୁ ଦେଖିବା ପରେ ତାଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କୁ ସମାଲୋଚନା କରିଛନ୍ତି।

ଅକ୍ଷୟ ଏବେ ଲଣ୍ଡନରେ ତାଙ୍କର ଆଗାମୀ ଫିଲ୍ମ ‘ଗୋଲ୍ଡ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos