ଏସ୍‌ଆରକେଙ୍କ ପରବର୍ତ୍ତୀ ଫିଲ୍ମରେ ଅନୁଷ୍କା ଶର୍ମା

ମୁମ୍ବାଇ: ସଲମାନ ଖାନ୍‌ ଅଭିନୀତ ‘ସୁଲତାନ୍‌’ରେ ‘ଆର୍ଫା’ ଭୂମିକା ନିଭେଇଥିବା ଅନୁଷ୍କା ଶର୍ମା ବଲିଉଡ ବାଦଶାହ ଶାହାରୁଖ୍‌ ଖାନ୍‌ (ଏସ୍‌ଆରକେ)ଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ। ଏବେ ‘ସୁଲତାନ୍‌’ ୩୦୦ କୋଟି କ୍ଲବରେ ପ୍ରବେଶ କରିସାରିଥିବା ବେଳେ ପୁଣି ଥରେ ଏକ ବିଗ୍‌ ବଜେଟ ଫିଲ୍ମ ପାଇଁ ଶାହାରୁଖଙ୍କ ସହ ହାତ ମିଳାଇଛନ୍ତି ଅନୁଷ୍କା। ଏନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମ ‘ରବ୍‌ ନେ ବନାଦି ଯୋଡି’ରେ ଏସ୍‌ଆରକେଙ୍କ ବିପକ୍ଷରେ ବଲିଉଡ୍‌କୁ ପ୍ରବେଶ କରିଥିଲେ। ଏହି […]

anushka-sharma-2

anushka-sharma-2

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 05:39 PM IST

Sports

Latest News

ମୁମ୍ବାଇ: ସଲମାନ ଖାନ୍‌ ଅଭିନୀତ ‘ସୁଲତାନ୍‌’ରେ ‘ଆର୍ଫା’ ଭୂମିକା ନିଭେଇଥିବା ଅନୁଷ୍କା ଶର୍ମା ବଲିଉଡ ବାଦଶାହ ଶାହାରୁଖ୍‌ ଖାନ୍‌ (ଏସ୍‌ଆରକେ)ଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ। ଏବେ ‘ସୁଲତାନ୍‌’ ୩୦୦ କୋଟି କ୍ଲବରେ ପ୍ରବେଶ କରିସାରିଥିବା ବେଳେ ପୁଣି ଥରେ ଏକ ବିଗ୍‌ ବଜେଟ ଫିଲ୍ମ ପାଇଁ ଶାହାରୁଖଙ୍କ ସହ ହାତ ମିଳାଇଛନ୍ତି ଅନୁଷ୍କା। ଏନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମ ‘ରବ୍‌ ନେ ବନାଦି ଯୋଡି’ରେ ଏସ୍‌ଆରକେଙ୍କ ବିପକ୍ଷରେ ବଲିଉଡ୍‌କୁ ପ୍ରବେଶ କରିଥିଲେ। ଏହି ଫିଲ୍ମ ସେହି ସମୟରେ ଭଲ ବ୍ୟବସାୟିକ ସଫଳତା ହାସଲ କରିଥିଲା।

ଅନୁଷ୍କା ଶର୍ମା ଟ୍ୱିଟ୍‌ କରି କହିଛନ୍ତି,“ଏସ୍‌ଆରକେ ଓ ଇମ୍‌ତିଆଜ୍‌ ଅଲ୍ଲିଙ୍କ ସହିତ ଆଗାମୀ ଫିଲ୍ମ କରିବା ପାଇଁ ସ୍କ୍ରିପ୍ଟିଂ ଚାଲିଛି। ମୁଁ ବହୁତ ଖୁସି। ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।”

ସୂଚନାଯୋଗ୍ୟ, ଅମୀର ଖାନ୍‌ଙ୍କ ଅଭିନୀତ ସୁପରଡୁପର ହିଟ୍‌ ଫିଲ୍ମ ‘ପିକେ’ ମଧ୍ୟ ୩୦୦ କୋଟି କ୍ଲବରେ ସାମିଲ ହୋଇଛି। ଏହାସହ ଏହି ଫିଲ୍ମ ଚାଇନା ସମେତ ଜାପାନରେ ମଧ୍ୟ ରିଲିଜ୍‌ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story