ଏପ୍ରିଲ୍‌ ୩୦ରେ କରନ୍‌ଙ୍କୁ ବିବାହ କରିବେ ବିପାଶା

ମୁମ୍ୱାଇ: ବଲିଉଡ୍‌ର ବ୍ଲାକ୍ ବିୟୁଟି ବିପାଶା ବସୁ ଓ କରଣ ସିଂ ଗ୍ରୋବର୍ ନିଜର ସମ୍ପର୍କକୁ ନେଇ କେବେ ଖୋଲାଖୋଲି ପ୍ରକାଶ କରି ନାହାନ୍ତି। ହେଲେ ଏହି ଦୁଇ ଲଭ୍ ବାର୍ଡ  ଏପ୍ରିଲ୍ ମାସରେ ବିବାହ କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁସାରେ ଏ ଦୁହେଁ ଏପ୍ରିଲ୍ ୩୦ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ବିହାଘର ପାଇଁ ମେନୁ ମଧ୍ୟ  ପ୍ରସ୍ତୁତ ହୋଇ ଗଲାଣି। ମୁମ୍ୱାଇର ଏକ ବଡ଼ ହୋଟେଲରେ ଏମାନଙ୍କ ବିବାହ ହେବ। ବିପାଶ ବାହାଘର […]

bipasha

bipasha

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 10:59 AM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ର ବ୍ଲାକ୍ ବିୟୁଟି ବିପାଶା ବସୁ ଓ କରଣ ସିଂ ଗ୍ରୋବର୍ ନିଜର ସମ୍ପର୍କକୁ ନେଇ କେବେ ଖୋଲାଖୋଲି ପ୍ରକାଶ କରି ନାହାନ୍ତି। ହେଲେ ଏହି ଦୁଇ ଲଭ୍ ବାର୍ଡ  ଏପ୍ରିଲ୍ ମାସରେ ବିବାହ କରିବାକୁ ଯାଉଛନ୍ତି।

ଏକ ରିପୋର୍ଟ ଅନୁସାରେ ଏ ଦୁହେଁ ଏପ୍ରିଲ୍ ୩୦ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ବିହାଘର ପାଇଁ ମେନୁ ମଧ୍ୟ  ପ୍ରସ୍ତୁତ ହୋଇ ଗଲାଣି। ମୁମ୍ୱାଇର ଏକ ବଡ଼ ହୋଟେଲରେ ଏମାନଙ୍କ ବିବାହ ହେବ। ବିପାଶ ବାହାଘର ପାଇଁ  ଟ୍ରାଡିସନାଲ୍ ବେଙ୍ଗଲି ପୋଷାକ ତିଆରି କରିଥିବା ଜଣାପଡ଼ିଛି।

କିଛି ଦିନ ତଳେ ବି-ଟାଉନ୍‌ରେ ଚର୍ଚ୍ଚା ହେଉଥିଲା ଯେ  କରନ୍‌ଙ୍କ ମା’ ବିପାଶାଙ୍କୁ ବୋହୂ ରୂପରେ ଗ୍ରହଣ କରିବାକୁ ମନା କରି ଦେଇଥିଲେ।

 ଯଦି ଏହି ବାହାଘର ହୁଏ,  ତେବେ କରନ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହେବେ। କରନ୍ ପ୍ରଥମେ ଟେଲି ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ଓ ପରେ  ଜେନିଫର୍ ବିଗେଟଙ୍କ ଦ୍ୱିତୀୟ ଥର ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story