ଆତିଥ୍ୟାଙ୍କ ସହିତ ଡେଟିଂ ଖବର ମିଛ: ଅର୍ଜୁନ

ମୁମ୍ବାଇ: ସୁନୀଲ ସେଟ୍ଟୀଙ୍କ ଝିଅ ଆତିଥ୍ୟାଙ୍କ ନାମ ସହିତ ଅର୍ଜୁନ କପୁରଙ୍କ ନାଁକୁ ଯୋଡ଼ା ଯାଉଛି। ତେବେ ଏ କଥାକୁ ଖଣ୍ଡନ କରିଛନ୍ତି ଅର୍ଜୁନ୍। ସେ କହିଛନ୍ତି,“ଆତିଥ୍ୟା ହେଉଛନ୍ତି ମୋ ଭଉଣୀର ସାଙ୍ଗ। ମୁଁ ତାଙ୍କୁ ଅନେକ ବର୍ଷ ହେବ ଜାଣିଛି। ମୁଁ ବୁଝି ପାରୁ ନାହିଁ ଲୋକମାନେ ହଠାତ୍ କାହିଁକି ଏଭଳି ଚିନ୍ତା କରୁଛନ୍ତି? ବଲିଉଡ୍‌ରେ କ’ଣ କେହି କାହା ସହିତ ସାଙ୍ଗ ହୋଇପାରିବେ ନାହିଁ?” ଅର୍ଜୁନ କହିଛନ୍ତି,“ଆତିଥ୍ୟା ଓ ମୋତେ ଗଣମାଧ୍ୟମ ପ୍ରତିନିଧିମାନେ ଏକ […]

atithya

atithya

Rakesh Mallick
  • Published: Monday, 04 April 2016
  • Updated: 04 April 2016, 11:39 AM IST

Sports

Latest News

ମୁମ୍ବାଇ: ସୁନୀଲ ସେଟ୍ଟୀଙ୍କ ଝିଅ ଆତିଥ୍ୟାଙ୍କ ନାମ ସହିତ ଅର୍ଜୁନ କପୁରଙ୍କ ନାଁକୁ ଯୋଡ଼ା ଯାଉଛି। ତେବେ ଏ କଥାକୁ ଖଣ୍ଡନ କରିଛନ୍ତି ଅର୍ଜୁନ୍।

ସେ କହିଛନ୍ତି,“ଆତିଥ୍ୟା ହେଉଛନ୍ତି ମୋ ଭଉଣୀର ସାଙ୍ଗ। ମୁଁ ତାଙ୍କୁ ଅନେକ ବର୍ଷ ହେବ ଜାଣିଛି। ମୁଁ ବୁଝି ପାରୁ ନାହିଁ ଲୋକମାନେ ହଠାତ୍ କାହିଁକି ଏଭଳି ଚିନ୍ତା କରୁଛନ୍ତି? ବଲିଉଡ୍‌ରେ କ’ଣ କେହି କାହା ସହିତ ସାଙ୍ଗ ହୋଇପାରିବେ ନାହିଁ?”

ଅର୍ଜୁନ କହିଛନ୍ତି,“ଆତିଥ୍ୟା ଓ ମୋତେ ଗଣମାଧ୍ୟମ ପ୍ରତିନିଧିମାନେ ଏକ ପାର୍ଟିରେ ଏକାଠି ଦେଖି ନେଲେ। ଆଉ ତା’ପରେ ଆମ ଦୁହିଁଙ୍କ ମଧ୍ୟରେ ଡେଟିଂ ଚାଲିଛି ବୋଲି ପ୍ରଚାର କରି ଦେଲେ। ଅବଶ୍ୟ ବଲିଉଡ୍‌ରେ ଏଭଳି ଉଡ଼ାଖବର ମୋ ପାଇଁ ଦେହସୁହା ହୋଇଗଲାଣି।”

ଏହା ପୂର୍ବରୁ ଆତିଥ୍ୟା ମଧ୍ୟ ଏ ସଂପର୍କକୁ ଖଣ୍ଡନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story