ଅପ୍‌କମିଂ ଫିଲ୍ମ ‘ଆଝାର’ର ଟ୍ରେଲର ରିଲିଜ୍

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ଅପ୍‌କମିଂ ବଲି‌ଉଡ୍ ଫିଲ୍ମ ‘ଆଝାର’ର ଟ୍ରେଲର। ଭାରତର ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ଜୀବନୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି କିସିଂ ବୟ ଇମ୍ରାନ୍ ହାସମୀ। ତାଙ୍କ  ଅପୋଜିଟ୍‌ରେ  ଅଛନ୍ତି ଅଭିନେତ୍ରୀ ପ୍ରାଚୀ ଦେଶାଇ ଓ ନରଗିସ୍ ଫକ୍ରୀ। ବାଲାଜି ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଟୋନି ଡିସୋଜା। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଏକତା କପୁର ଓ […]

Azhar f

Azhar f

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 09:45 AM IST

Sports

Latest News

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ଅପ୍‌କମିଂ ବଲି‌ଉଡ୍ ଫିଲ୍ମ ‘ଆଝାର’ର ଟ୍ରେଲର। ଭାରତର ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ଜୀବନୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି କିସିଂ ବୟ ଇମ୍ରାନ୍ ହାସମୀ। ତାଙ୍କ  ଅପୋଜିଟ୍‌ରେ  ଅଛନ୍ତି ଅଭିନେତ୍ରୀ ପ୍ରାଚୀ ଦେଶାଇ ଓ ନରଗିସ୍ ଫକ୍ରୀ। ବାଲାଜି ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଟୋନି ଡିସୋଜା। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଏକତା କପୁର ଓ ‌ ଶୋଭା କପୁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story