ମୁମ୍ୱାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାଗି’ର ଆସିଛି ନୂଆ ଗୀତ ‘ସବ୍ ତେରା’। ଏହି ଗୀତରେ ରହିଛି ଟାଇଗର ଏବଂ ଶ୍ରଦ୍ଧାଙ୍କ ସିଜିଲିଂ କେମେଷ୍ଟ୍ରି। ସୁନ୍ଦର ଲୋକେସନ୍ ସାଙ୍ଗକୁ ଫ୍ରେଶ୍ ପେୟାରିଂ ଟାଇଗର ଏବଂ ଶ୍ରଦ୍ଧାଙ୍କ ଯୋଡିକୁ ନେଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସବୀର ଖାନ୍। ପୂର୍ବରୁ ବାଗିର୍ ଟ୍ରେଲର୍ ଦର୍ଶକଙ୍କ ପସନ୍ଦ ଆସିଥିଲା। ଏବେ ଏହି ଗୀତ ସିନେ ପ୍ରେମୀଙ୍କୁ ଆହୁରି ମନୋରଞ୍ଜନର ଖୋରାକ ଯୋଗାଇଛି। ଏହି ଗୀତରେ ପ୍ରଥମ ଥର ଲାଗି ବିକିନି ସିନ୍ରେ ଶ୍ରଦ୍ଧା ନଜର ଆସୁଥିବା ବେଳେ ହିରୋପନ୍ଥୀ ଫେମ୍ ଟାଇଗର୍ ମଧ୍ୟ ଆସୁଛନ୍ତି ଏକ ଅଲଗା ଲୁକ୍ରେ। ଅନମୋଲ୍ ଏବଂ ଅମାଲ୍ ମଲ୍ଲିକ୍ ମ୍ୟୁଜିକ୍ର ନିର୍ଦ୍ଦେଶନା ଦେଇଥିବା ବେଳେ ଅମରମାନ୍ ମଲ୍ଲିକ୍ ଏବଂ ନିଜେ ଶ୍ରଦ୍ଧା ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି।
ଆସନ୍ତା ଏପ୍ରିଲ୍ ୨୯ରେ ଟାଇଗର-ଶ୍ରଦ୍ଧା ଷ୍ଟାରର ଫିଲ୍ମ ‘ବାଗି’ ପରଦାକୁ ଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।