‘ବେୱାଚ୍‌’ରେ ମୋ ଭୂମିକା ଭିନ୍ନ ରହିବ: ପ୍ରିୟଙ୍କା

ମୁମ୍ବାଇ: ବହୁ ପ୍ରତୀକ୍ଷିତ ହଲିଉଡ୍ ଫିଲ୍ମ ‘ବେୱାଚ୍‌’ରେ ଭିନ୍ନ ଭୂମିକାରେ ନଜର ଆସିବେ ‘କ୍ୱାଣ୍ଟିକୋ’ ଷ୍ଟାର ପ୍ରିୟଙ୍କା ଚୋପ୍ରା। ଏହି ଫିଲ୍ମରେ ତାଙ୍କୁ ଜଣେ ଚମକପ୍ରଦ ଆଣ୍ଟି ହିରୋଇନ୍‌ ଭାବେ ଦେଖିବାକୁ ମିଳିବ। ଏନେଇ ସେ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି। ସେ ତାଙ୍କ ସହଅଭିନେତା ଡାୱେନ୍‌ ଦି ରକ୍‌ ଜନ୍‌ସନ ଓ ଜାକ୍‌ ଇଫ୍ରୋନ୍‌ଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଫିଲ୍ମ ଆସନ୍ତାବର୍ଷ ମେ ମାସରେ ରିଲିଜ୍‌ ହେବ। ଏହି ଫିଲ୍ମକୁ ନେଇ ଉତ୍ସାହିତ […]

baywatch

baywatch

Rakesh Mallick
  • Published: Tuesday, 16 August 2016
  • Updated: 16 August 2016, 06:30 PM IST

Sports

Latest News

ମୁମ୍ବାଇ: ବହୁ ପ୍ରତୀକ୍ଷିତ ହଲିଉଡ୍ ଫିଲ୍ମ ‘ବେୱାଚ୍‌’ରେ ଭିନ୍ନ ଭୂମିକାରେ ନଜର ଆସିବେ ‘କ୍ୱାଣ୍ଟିକୋ’ ଷ୍ଟାର ପ୍ରିୟଙ୍କା ଚୋପ୍ରା। ଏହି ଫିଲ୍ମରେ ତାଙ୍କୁ ଜଣେ ଚମକପ୍ରଦ ଆଣ୍ଟି ହିରୋଇନ୍‌ ଭାବେ ଦେଖିବାକୁ ମିଳିବ। ଏନେଇ ସେ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି। ସେ ତାଙ୍କ ସହଅଭିନେତା ଡାୱେନ୍‌ ଦି ରକ୍‌ ଜନ୍‌ସନ ଓ ଜାକ୍‌ ଇଫ୍ରୋନ୍‌ଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଏହି ଫିଲ୍ମ ଆସନ୍ତାବର୍ଷ ମେ ମାସରେ ରିଲିଜ୍‌ ହେବ। ଏହି ଫିଲ୍ମକୁ ନେଇ ଉତ୍ସାହିତ ଥିବା କହିଛନ୍ତି ପ୍ରିୟଙ୍କା। ତାଙ୍କ କୋଷ୍ଟାର ଓ ଅନ୍ୟମାନେ ବେଶ୍‌ ସହଯୋଗ କରୁଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story