ପ୍ରତି କିସ୍ ସିନ୍ ପରେ ବିଦ୍ୟାଙ୍କୁ କ’ଣ ପଚାରୁଥିଲେ ଇମ୍‌ରାନ?

ମୁମ୍ବାଇ: ଅଭିନେତା ଇମରାନ୍ ହାସିମ୍ ବଲିଉଡରେ ସିରିଅଲ୍ କିସର୍‌ ଭାବେ ଜଣାଶୁଣା। ତେବେ ଆପଣମାନେ ତାଙ୍କ ବିଷୟରେ ଆଉ ଗୋଟିଏ କଥା  ନିଶ୍ଚିତ ଜାଣିନଥିବେ! ନିକଟରେ ବିଦ୍ୟା ବାଲନ ତାଙ୍କ ସଂପର୍କରେ ଏକ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ବିଦ୍ୟା କହିଥିଲେ ଯେ ସେ ଅନେକ ଥର କିସ୍ ସିନ୍ ଦେଇଛନ୍ତି, କିନ୍ତୁ ଇମ୍‌ରାନଙ୍କ ସହ କରିଥିବା କିସ୍ ସିନ୍ ତାଙ୍କର ଆଜିବି ମନେ ଅଛି। ଫିଲ୍ମ ‘ଘନ୍ ଚକ୍କର’ରେ ଇମ୍‌ରାନ୍ ଓ ତାଙ୍କ ମଧ୍ୟରେ ଅନେକ […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 09:53 AM IST

Sports

Latest News

ମୁମ୍ବାଇ: ଅଭିନେତା ଇମରାନ୍ ହାସିମ୍ ବଲିଉଡରେ ସିରିଅଲ୍ କିସର୍‌ ଭାବେ ଜଣାଶୁଣା। ତେବେ ଆପଣମାନେ ତାଙ୍କ ବିଷୟରେ ଆଉ ଗୋଟିଏ କଥା  ନିଶ୍ଚିତ ଜାଣିନଥିବେ! ନିକଟରେ ବିଦ୍ୟା ବାଲନ ତାଙ୍କ ସଂପର୍କରେ ଏକ ଖୁଲାସା କରିଛନ୍ତି।

ଏକ ସାକ୍ଷାତକାରରେ ବିଦ୍ୟା କହିଥିଲେ ଯେ ସେ ଅନେକ ଥର କିସ୍ ସିନ୍ ଦେଇଛନ୍ତି, କିନ୍ତୁ ଇମ୍‌ରାନଙ୍କ ସହ କରିଥିବା କିସ୍ ସିନ୍ ତାଙ୍କର ଆଜିବି ମନେ ଅଛି। ଫିଲ୍ମ ‘ଘନ୍ ଚକ୍କର’ରେ ଇମ୍‌ରାନ୍ ଓ ତାଙ୍କ ମଧ୍ୟରେ ଅନେକ କିସ୍ ସିନ୍ ସୁଟ୍‌ ହୋଇଥିଲା। ସବୁ କିସ୍ ସିନ୍ ପରେ ଇମ୍‌ରାନ୍ ତାଙ୍କୁ ଅଜବ ପ୍ରଶ୍ନ କରୁଥିଲେ। ପ୍ରାୟ ସବୁ କିସ୍ ସିନ୍ ପରେ ସେ ପଚାରୁଥିଲେ- ‘ତୁମକୁ କ’ଣ ଲାଗୁଛି ସିଦ୍ଧାର୍ଥ ରାୟ କପୁର ଏହି କିସ୍ ସିନକୁ ଦେଖି କ’ଣ କହିବେ? ତୁମକୁ ଲାଗୁଛି ମତେ ମୋ ପେମେଣ୍ଟ ଠିକ୍‌ରେ ଦେବେ?’

ବିଦ୍ୟା କହିଥିଲେ ଯେ ସବୁ କିସ୍‌ ସିନ୍ ପରେ ଇମ୍‌ରାନ୍‌ଙ୍କ ଚିନ୍ତା ଥିଲା ଯେ ସିଦ୍ଧାର୍ଥ କ’ଣ କହିବେ? ସିଦ୍ଧାର୍ଥ ସେହି ଫିଲ୍ମର ପ୍ରଯୋଜକ ଥିଲେ। ସୂଚନାଯୋଗ୍ୟ, ସିଦ୍ଧାର୍ଥ ହେଉଛନ୍ତି ବିଦ୍ୟାଙ୍କ ସ୍ୱାମୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story