ବିଗ୍ ବିଙ୍କ ସହ ବଲିଉଡ୍ କୁଇନ୍

ମୁମ୍ୱାଇ: ଗୋଟେ ଆଣ୍ଟିସେପ୍ଟିକ କ୍ରିମର ବିଜ୍ଞାପନରେ ଦେଖାଦେଇଛନ୍ତି ବଲିଉଡର ମହାନାୟକ ବିଗ ବି ଅମିତାଭ ବଚ୍ଚନ ଏବଂ ତାଙ୍କ ସାଥ ଦେଇଛନ୍ତି ଟିନସେଲ ଟାଉନର କୁଇନ କଙ୍ଗନା ରଣାୱତ। ଏହି ବିଜ୍ଞାପନକୁ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡର ଚର୍ଚ୍ଚିତ ଡିରେକ୍ଟର ରାଜକୁମାର ହିରାନୀ। ଏଥିରେ ସିନେଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଡାଇଲଗସଗୁଡିକୁ ବିଗ ବିଙ୍କ ମୁହଁରୁ ଶୁଣିବାକୁ ଚାହୁଁଛନ୍ତି ହିମାଚଳ ନାୟିକା କଙ୍ଗନା। ଏମାନଙ୍କ ଅନସ୍କ୍ରିନ୍ ଯୋଡିକୁ ଖୁବ୍ ମଜାଦାର ‌ୱେରେ ପୋଟ୍ରେ କରାଯାଇଛି। ସିନେ ଇଣ୍ଡଷ୍ଟ୍ରିର ଦୁଇଜଣ ଦମଦାର କଳାକାରଙ୍କୁ […]

kangana

kangana

Rakesh Mallick
  • Published: Friday, 18 September 2015
  • Updated: 18 September 2015, 03:12 PM IST

imageମୁମ୍ୱାଇ: ଗୋଟେ ଆଣ୍ଟିସେପ୍ଟିକ କ୍ରିମର ବିଜ୍ଞାପନରେ ଦେଖାଦେଇଛନ୍ତି ବଲିଉଡର ମହାନାୟକ ବିଗ ବି ଅମିତାଭ ବଚ୍ଚନ ଏବଂ ତାଙ୍କ ସାଥ ଦେଇଛନ୍ତି ଟିନସେଲ ଟାଉନର କୁଇନ କଙ୍ଗନା ରଣାୱତ। ଏହି ବିଜ୍ଞାପନକୁ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡର ଚର୍ଚ୍ଚିତ ଡିରେକ୍ଟର ରାଜକୁମାର ହିରାନୀ। ଏଥିରେ ସିନେଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଡାଇଲଗସଗୁଡିକୁ ବିଗ ବିଙ୍କ ମୁହଁରୁ ଶୁଣିବାକୁ ଚାହୁଁଛନ୍ତି ହିମାଚଳ ନାୟିକା କଙ୍ଗନା। ଏମାନଙ୍କ ଅନସ୍କ୍ରିନ୍ ଯୋଡିକୁ ଖୁବ୍ ମଜାଦାର ‌ୱେରେ ପୋଟ୍ରେ କରାଯାଇଛି। ସିନେ ଇଣ୍ଡଷ୍ଟ୍ରିର ଦୁଇଜଣ ଦମଦାର କଳାକାରଙ୍କୁ ନେଇ ନିର୍ମିତ ଏହି ବିଜ୍ଞାପନକୁ ନେଇ ବେଶ୍ ଖୁସି ଅଛନ୍ତି ନିର୍ଦ୍ଦେଶକ ରାଜକୁମାର ହିରାନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story