ଏମ୍‌ ଟିଭି ‘ଲଭ୍ ସ୍କୁଲ୍‌’ ଶୋ ହୋଷ୍ଟ୍ କରିବେ ବିପାଶା-କରଣ

bipashaମୁମ୍ବାଇ: ବିପାଶା ବସୁ ଏବଂ କରଣ ସିଂହ ଗ୍ରୋୱରଙ୍କ ବିବାହ ଅନେକ ମାସ ବିତି ଯାଇଥିଲେ ମଧ୍ୟ ଦୁଇ ଜଣ କିନ୍ତୁ ଏ ପର୍ଯ୍ୟନ୍ତ ହନିମୁନ୍ ମୁଡ୍‌ରୁ ବାହାରି ନାହାନ୍ତି। ଦୁହେଁ କୁଆଡ଼େ ନା କୁଆଡ଼େ ଛୁଟି କାଟିବାକୁ ଯାଉଛନ୍ତି ଏବଂ ସୋସିଆଲ୍ ମିଡିଆରେ ନିଜ ଫଟୋ ମଧ୍ୟ ସେୟାର କରୁଛନ୍ତି। ଏବେ ତାଙ୍କ ପ୍ରଶଂସକମାନଙ୍କ ପାଇ ଭଲ ଖବର ଆସିଛି। ଖବର ଅନୁଯାୟୀ ଏମ୍‌ ଟିଭିର ରିୟାଲିଟି ଶୋ ‘ଲଭ୍ ସ୍କୁଲ୍‌’କୁ ଏବେ କରଣ-ବିପାଶା ହୋଷ୍ଟ୍ କରିବେ। ଏହା ‘ଲଭ୍ ସ୍କୁଲ୍‌’ର ଦ୍ୱିତୀୟ ସିଜିନ୍। ପ୍ରଥମ ସିଜ୍‌ନରେ ଏହି ଶୋ’କୁ କରିସ୍ମା ତନ୍ନା ଏବଂ ଉପେନ୍ ପଟେଲ୍ ହୋଷ୍ଟ୍ କରିଥିଲେ।

ଏବେ ବଲିଉଡ୍‌ର ଏହି ମୋଷ୍ଟ୍ ରୋମାଣ୍ଟିକ୍ କପଲ ଭଲ ପାଇବା ଏବଂ ସମ୍ପର୍କ ଉପରେ ଲୋକଙ୍କୁ ଟିପ୍ସ ଦେବେ। କରିସ୍ମା ଏବଂ ଉପେନ୍‌ଙ୍କ ବିଚ୍ଛେଦ ହେବା ପରେ ଶୋ’ ନିର୍ମାତା ଅନ୍ୟ ଏକ ସେଲିବ୍ରେଟି ଯୋଡ଼ି ଖୋଜୁଥିଲେ। ଏଥିପାଇଁ କରଣ-ବିପାଶାଙ୍କ ଠାରୁ ଭଲ ପସନ୍ଦ ବା ଆଉ କିଏ ହୋଇପାରିଥାଆନ୍ତା।

ଶୋ’ସହିତ ଜଡ଼ିତ ଏକ ସୂତ୍ରରୁ ଜଣାପଡ଼ିଛି ଯେ ବିପାଶା ଏବଂ କରଣ ନିର୍ମାତାଙ୍କର ପ୍ରଥମ ପସନ୍ଦ। ସେମାନେ ବାଲିରୁ ଫେରିବାକୁ ଅପେକ୍ଷା କରିଛନ୍ତି ନିର୍ମାତା। ସେମାନେ ଆସିଲା ପରେ ଫରମ୍ୟାଲିଟିନ୍ ପୂରଣ କରାଯିବ। ଏହି ଶୋ’ର ସୁଟିଂ ଗୋଆରେ ହେବାର ସମ୍ଭାବନା ଅଛି।

ଆହୁରି ପଢ଼ନ୍ତୁ

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ପ୍ରେମର ଭାଷା ବୁଝେ ନାହିଁ ଚୀନ୍‌ : ସୋନୁ ନିଗମ୍‌

ପରଲୋକରେ ଲୋକପ୍ରିୟ ଆମେରିକାନ୍‌ କମେଡିଆନ୍ କାର୍ଲ ରିନର୍‌