ଏମ୍‌ ଟିଭି ‘ଲଭ୍ ସ୍କୁଲ୍‌’ ଶୋ ହୋଷ୍ଟ୍ କରିବେ ବିପାଶା-କରଣ

ମୁମ୍ବାଇ: ବିପାଶା ବସୁ ଏବଂ କରଣ ସିଂହ ଗ୍ରୋୱରଙ୍କ ବିବାହ ଅନେକ ମାସ ବିତି ଯାଇଥିଲେ ମଧ୍ୟ ଦୁଇ ଜଣ କିନ୍ତୁ ଏ ପର୍ଯ୍ୟନ୍ତ ହନିମୁନ୍ ମୁଡ୍‌ରୁ ବାହାରି ନାହାନ୍ତି। ଦୁହେଁ କୁଆଡ଼େ ନା କୁଆଡ଼େ ଛୁଟି କାଟିବାକୁ ଯାଉଛନ୍ତି ଏବଂ ସୋସିଆଲ୍ ମିଡିଆରେ ନିଜ ଫଟୋ ମଧ୍ୟ ସେୟାର କରୁଛନ୍ତି। ଏବେ ତାଙ୍କ ପ୍ରଶଂସକମାନଙ୍କ ପାଇ ଭଲ ଖବର ଆସିଛି। ଖବର ଅନୁଯାୟୀ ଏମ୍‌ ଟିଭିର ରିୟାଲିଟି ଶୋ ‘ଲଭ୍ ସ୍କୁଲ୍‌’କୁ ଏବେ କରଣ-ବିପାଶା ହୋଷ୍ଟ୍ […]

bipasha

bipasha

Rakesh Mallick
  • Published: Friday, 05 August 2016
  • Updated: 05 August 2016, 10:25 PM IST

Sports

Latest News

bipashaମୁମ୍ବାଇ: ବିପାଶା ବସୁ ଏବଂ କରଣ ସିଂହ ଗ୍ରୋୱରଙ୍କ ବିବାହ ଅନେକ ମାସ ବିତି ଯାଇଥିଲେ ମଧ୍ୟ ଦୁଇ ଜଣ କିନ୍ତୁ ଏ ପର୍ଯ୍ୟନ୍ତ ହନିମୁନ୍ ମୁଡ୍‌ରୁ ବାହାରି ନାହାନ୍ତି। ଦୁହେଁ କୁଆଡ଼େ ନା କୁଆଡ଼େ ଛୁଟି କାଟିବାକୁ ଯାଉଛନ୍ତି ଏବଂ ସୋସିଆଲ୍ ମିଡିଆରେ ନିଜ ଫଟୋ ମଧ୍ୟ ସେୟାର କରୁଛନ୍ତି। ଏବେ ତାଙ୍କ ପ୍ରଶଂସକମାନଙ୍କ ପାଇ ଭଲ ଖବର ଆସିଛି। ଖବର ଅନୁଯାୟୀ ଏମ୍‌ ଟିଭିର ରିୟାଲିଟି ଶୋ ‘ଲଭ୍ ସ୍କୁଲ୍‌’କୁ ଏବେ କରଣ-ବିପାଶା ହୋଷ୍ଟ୍ କରିବେ। ଏହା ‘ଲଭ୍ ସ୍କୁଲ୍‌’ର ଦ୍ୱିତୀୟ ସିଜିନ୍। ପ୍ରଥମ ସିଜ୍‌ନରେ ଏହି ଶୋ’କୁ କରିସ୍ମା ତନ୍ନା ଏବଂ ଉପେନ୍ ପଟେଲ୍ ହୋଷ୍ଟ୍ କରିଥିଲେ।

ଏବେ ବଲିଉଡ୍‌ର ଏହି ମୋଷ୍ଟ୍ ରୋମାଣ୍ଟିକ୍ କପଲ ଭଲ ପାଇବା ଏବଂ ସମ୍ପର୍କ ଉପରେ ଲୋକଙ୍କୁ ଟିପ୍ସ ଦେବେ। କରିସ୍ମା ଏବଂ ଉପେନ୍‌ଙ୍କ ବିଚ୍ଛେଦ ହେବା ପରେ ଶୋ’ ନିର୍ମାତା ଅନ୍ୟ ଏକ ସେଲିବ୍ରେଟି ଯୋଡ଼ି ଖୋଜୁଥିଲେ। ଏଥିପାଇଁ କରଣ-ବିପାଶାଙ୍କ ଠାରୁ ଭଲ ପସନ୍ଦ ବା ଆଉ କିଏ ହୋଇପାରିଥାଆନ୍ତା।

ଶୋ’ସହିତ ଜଡ଼ିତ ଏକ ସୂତ୍ରରୁ ଜଣାପଡ଼ିଛି ଯେ ବିପାଶା ଏବଂ କରଣ ନିର୍ମାତାଙ୍କର ପ୍ରଥମ ପସନ୍ଦ। ସେମାନେ ବାଲିରୁ ଫେରିବାକୁ ଅପେକ୍ଷା କରିଛନ୍ତି ନିର୍ମାତା। ସେମାନେ ଆସିଲା ପରେ ଫରମ୍ୟାଲିଟିନ୍ ପୂରଣ କରାଯିବ। ଏହି ଶୋ’ର ସୁଟିଂ ଗୋଆରେ ହେବାର ସମ୍ଭାବନା ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story