ଜାଣନ୍ତି ଫିଟ୍‌ନେସ୍‌ ପାଇଁ କେତେ ଖର୍ଚ୍ଚ କରନ୍ତି ଏହି ହଟ୍‌ ନାୟିକା ?

ଅଭିନୟ ପାଇଁ ଯେତିକି ନୁହେଁ ହଟ୍‌ ଓ ସେକ୍ସି ଫିଗର ପାଇଁ ବଲିଉଡର ଅଭିନେତ୍ରୀଙ୍କୁ ପାଗଳ ପରି ଫଲୋ କରିଥାନ୍ତି ସେମାନଙ୍କ କୋଟି କୋଟି ଫ୍ୟାନ୍‌। ଏଥିପାଇଁ ଅଭିନେତ୍ରୀମାନଙ୍କୁ ମଧ୍ୟ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କାରଣ ଗ୍ଲାମର ଥିବା ପର୍ଯ୍ୟନ୍ତ ଦର୍ଶକଙ୍କ କରତାଳି ମିଳିଥାଏ। ଥରେ ଗ୍ଲାମର ଚାଲିଗଲେ ଆଉ କେହି ପଚାରି ନଥାନ୍ତି। ଏହା ହେଉଛି ବି-ଟାଉନରେ ନିରାଟ ସତ। ନିଜର ଗ୍ଲାମରକୁ ବରକରାର ରଖିବା ପାଇଁ ଅଭିନେତ୍ରୀମାନେ ଘଣ୍ଟା ଘଣ୍ଟା ଜିମ୍‌ରେ ଝାଳ […]

heroine

heroine

Rakesh Mallick
  • Published: Monday, 24 July 2017
  • Updated: 24 July 2017, 05:07 PM IST

Sports

Latest News

ଅଭିନୟ ପାଇଁ ଯେତିକି ନୁହେଁ ହଟ୍‌ ଓ ସେକ୍ସି ଫିଗର ପାଇଁ ବଲିଉଡର ଅଭିନେତ୍ରୀଙ୍କୁ ପାଗଳ ପରି ଫଲୋ କରିଥାନ୍ତି ସେମାନଙ୍କ କୋଟି କୋଟି ଫ୍ୟାନ୍‌। ଏଥିପାଇଁ ଅଭିନେତ୍ରୀମାନଙ୍କୁ ମଧ୍ୟ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କାରଣ ଗ୍ଲାମର ଥିବା ପର୍ଯ୍ୟନ୍ତ ଦର୍ଶକଙ୍କ କରତାଳି ମିଳିଥାଏ। ଥରେ ଗ୍ଲାମର ଚାଲିଗଲେ ଆଉ କେହି ପଚାରି ନଥାନ୍ତି। ଏହା ହେଉଛି ବି-ଟାଉନରେ ନିରାଟ ସତ। ନିଜର ଗ୍ଲାମରକୁ ବରକରାର ରଖିବା ପାଇଁ ଅଭିନେତ୍ରୀମାନେ ଘଣ୍ଟା ଘଣ୍ଟା ଜିମ୍‌ରେ ଝାଳ ବାହାର କରିଥାନ୍ତି। ଏଥିପାଇଁ ପାଣି ଭଳି ଅର୍ଥ ମଧ୍ୟ ଖର୍ଚ୍ଚ କରିବାକୁ ପଡିଥାଏ ସେମାନଙ୍କୁ। ଆସନ୍ତୁ ଜାଣିବା ଏମିତି ୧୦ଜଣ ଅଭିନେତ୍ରୀଙ୍କ ସମ୍ପର୍କରେ ଯେଉଁମାନେ କେତେ ପଇସା ନିଜ ଫିଟ୍‌ନେସ୍‌ ପାଇଁ ଖର୍ଚ୍ଚ କରିଥାନ୍ତି।

kangnaକାଟ୍ରିନା କୈଫ: ଫିଟ୍‌ନେସ୍‌ ପାଇଁ କାଟ୍ରିନା ବହୁତ ପରିଶ୍ରମ କରିଥାନ୍ତି। ଅସିମ କରାଚିୱାଲ ହେଉଛନ୍ତି କାଟ୍ରିନାଙ୍କ ଟ୍ରେନର। ଜିମ୍‌ରେ କ୍ୟାଟ୍‌ ଘଣ୍ଟା ଘଣ୍ଟା ଝାଳ ବୁହାଇଥାନ୍ତି। ଏଥିପାଇଁ ତାଙ୍କୁ ମାସକୁ ୪୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।

ଦୀପିକା ପାଦୁକୋନ: ଦୀପିକାଙ୍କ ଟ୍ରେନର ମଧ୍ୟ ଅସିମ କରାଚିୱାଲା। ଦୀପିକା ଜିମ୍‌ ସହ ଖିଆପିଆ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ସେ ବି ମାସିକ ୪୫,୦୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି ଜିମ୍‌ ପାଇଁ।

ଆଲିଆ ଭଟ୍ଟ: ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଆଲିଆ ବହୁତ ମୋଟା ଥିଲେ। ହେଲେ ଏବେ ବି-ଟାଉନ୍‌ରେ ରାଜ କରୁଥିବା ଏହି ହିରୋଇନ୍‌ଙ୍କୁ ଦେଖିଲେ କେହି ବି ଏପରି ଭାବିବେ ନି। ଘଣ୍ଟା ଘଣ୍ଟା ଏକ୍ସରସାଇଜ୍‌ ଓ ଡାଏଟିଂ ଯୋଗୁଁ ଆଜି ସେ ନିଜକୁ ସ୍ଲିମ୍‌ ଓ ସେକ୍ସି ଲୁକ୍‌ ଦେଇପାରିଛନ୍ତି। ସେ ବି କ୍ୟାଟ୍‌ ଓ ଦୀପିକାଙ୍କ ପରି ସମାନ ଟ୍ରେନରଙ୍କ ପାଖକୁ ଯାଉଛନ୍ତି ଓ ସମାନ ଅର୍ଥ ଖର୍ଚ୍ଚ କରୁଛନ୍ତି।

kareena-kapoor-1କରିନା କପୁର: କରିନା ନିଜର ଫିଟନେସ୍‌ ପାଇଁ ବେଶ ସଚେତନ। ଗୋଟେ ପିଲାର ମାଆ ହେବା ପରେ ମଧ୍ୟ କରିନାଙ୍କ ଗ୍ଲାମର କମ ହୋଇନାହିଁ। ଆଜି ବି ଲକ୍ଷ ଲକ୍ଷ ଫ୍ୟାନ୍‌ ତାଙ୍କ ଗୋଟିଏ ଝଲକ ପାଇବାକୁ ପାଗଳ। ନିଜକୁ ଫିଟ୍‌ ରଖିବାକୁ କରିନା ବହୁତ ପରିଶ୍ରମ କରିଥାନ୍ତି। ଏଥିପାଇଁ ଟ୍ରେନର ନମ୍ରତା ପୁରୋହିତ ତାଙ୍କୁ ବହୁତ ସାହାଯ୍ୟ କରିଥାନ୍ତି। ଫିଟ୍‌ ରହିବାକୁ କରିନାଙ୍କୁ ମାସିକ ୬୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।

ମଲାଇକା ଅରୋରା: ମଲାଇକାଙ୍କ ଠୁମକା ଦେଖିବାକୁ କାହାକୁ ବା ଭଲ ନ ଲାଗେ। ଯେଉଁ ଫିଲ୍ମରେ ମଲାଇକାଙ୍କ ଠୁମକା ଥାଏ ସେ ଫିଲ୍ମ ୧୦୦ କୋଟିର ବ୍ୟବସାୟ ନିଶ୍ଚିତ କରିବ ବୋଲି କୁହାଯାଏ। ତେବେ ନିଜକୁ ହଟ୍‌ ଓ ସେକ୍ସି ରହିବାକୁ ମଲାଇକାଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ। ନିଜକୁ ଫିଟ୍‌ ରଖିବାକୁ ପାଣି ଭଳି ପଇସା ଖର୍ଚ୍ଚ କରିଥାନ୍ତି ମଲାଇକା। ମଲାଇକାଙ୍କ ଟ୍ରେନର ହେଉଛନ୍ତି ଅଶୁଂକା ପାରଓ୍ୱାନୀ। ମାସିକ ସେ ମଲାଇକାଙ୍କଠାରୁ ୭୩,୦୦୦ ଟଙ୍କା ଫି’ ନେଇଥାନ୍ତି।

Shraddha-kapoorସୋନମ କପୁର: ସୋନମ ନିଜକୁ ଫିଟ ରଖିବା ପାଇଁ ଜିମ୍‌ରେ ଘଣ୍ଟା ଘଣ୍ଟା ଝାଳ ବୁହାଇଥାନ୍ତି। ଏଥିରେ ଟ୍ରେନର ରାଧିକା କରଲେ ତାଙ୍କୁ ସାହାଯ୍ୟ କରିଥାନ୍ତି। ଫି’ ବାବଦକୁ ସୋନମ ମାସିକ ୫୫,୦୦୦ ଟଙ୍କା ଦେଇଥାନ୍ତି।

ଜାକଲିନ ଫର୍ଣ୍ଣାଣ୍ଡିସ: ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିସ ନିଜକୁ ଫିଟ ରଖିବା ପାଇଁ ବ୍ୟାୟାମ ସହ ଡାଏଟ କରିଥାନ୍ତି। ସିଣ୍ଡି ଜାଣ୍ଡେନ୍‌ ହେଉଛନ୍ତି ଜାକଲିନଙ୍କ ଟ୍ରେନର। ଏଥିପାଇଁ ସେ ମାସିକ ୩୦,୦୦୦ ଟଙ୍କା ଫି’ ଦେଇଥାନ୍ତି।

jacqueline-fernandezଶ୍ରଦ୍ଧା କପୁର: ଶ୍ରଦ୍ଧାଙ୍କ ଟ୍ରେନର ମଧ୍ୟ ସିଣ୍ଡି ଜାଣ୍ଡେନ୍‌। ସେ ତାଙ୍କୁ ପ୍ରତିମାସ ସମାନ ୩୦,୦୦୦ ଟଙ୍କା ଫି’ ଦେଇଥାନ୍ତି।

କଙ୍ଗନା ରାଣାୱତ: କଙ୍ଗନା ନିଜର ଫିଟନେସ ପାଇଁ ଟିକେ ଅଧିକ ଯତ୍ନବାନ। କଙ୍ଗନାଙ୍କ ଫିଟନେଓ ଟ୍ରେନର ହେଉଛନ୍ତି ନମ୍ରତା ପୁରୋହିତ। ମାସିକ ୬୫,୦୦୦ ଟଙ୍କା କଙ୍ଗନା ଫି’ ବାବଦକୁ ଦେଇଥାନ୍ତି।

ବିପାଶା ବାସୁ: ବିପାଶା ଯେତିକି ହଟ୍‌ ସେତେ ଫିଟ୍‌ ମଧ୍ୟ। ଫିଟନେସ ପାଇଁ ଜିମ୍‌ରେ ପତିଙ୍କ ସହ ଝାଳ ବୁହାଇବା ସମସ୍ତଙ୍କୁ ଜଣା। ଅସିମ କରାଚିୱାଲା ହେଉଛନ୍ତି ବିପାଶାଙ୍କ ଟ୍ରେନର। ସେ ମାସିକ ୪୫,୦୦୦ ଟଙ୍କାର ଫି’ ଦେଇଥାନ୍ତି ତାଙ୍କ ଟ୍ରେନରଙ୍କୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story