ପ୍ରିୟଙ୍କାଙ୍କୁ ଜାବୁଡି ଧରିଥିବା ବ୍ୟକ୍ତି ଜଣଙ୍କ କିଏ ? ଭାଇରାଲ ହେବାରେ ଲାଗିଛି ଫଟୋ

ବଲିଉଡରୁ ହଲିଉଡ୍ ଯାଏ ସମସ୍ତଙ୍କୁ ନିଜ ଅଦାରେ ଦିୱାନା କରିଥିବା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଛି। ଫଟୋରେ କେହି ଜଣେ ବ୍ୟକ୍ତି ତାଙ୍କୁ ପଛରୁ ଜାବୁଡି ଧରିଛନ୍ତି। ଏଥିରେ ପ୍ରିୟଙ୍କା ଖୁବ ଟେନସନରେ ଥିବା କରି ଲାଗୁଛନ୍ତି। ତେବେ ଏହି ବ୍ୟକ୍ତି ଜଣକ କିଏ ? କ’ଣ ପାଇଁ ସେ ପ୍ରିୟଙ୍କାକୁ ଏପରି ଧରିଛନ୍ତି ? ବାସ୍ତବ ଘଟଣାଟି ହେଉଛି ‘ବେୱିଚ୍’ ପରେ ପ୍ରିୟଙ୍କାଙ୍କର […]

PRIYANKA

PRIYANKA

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 09:19 PM IST

Sports

Latest News

ବଲିଉଡରୁ ହଲିଉଡ୍ ଯାଏ ସମସ୍ତଙ୍କୁ ନିଜ ଅଦାରେ ଦିୱାନା କରିଥିବା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଛି। ଫଟୋରେ କେହି ଜଣେ ବ୍ୟକ୍ତି ତାଙ୍କୁ ପଛରୁ ଜାବୁଡି ଧରିଛନ୍ତି। ଏଥିରେ ପ୍ରିୟଙ୍କା ଖୁବ ଟେନସନରେ ଥିବା କରି ଲାଗୁଛନ୍ତି। ତେବେ ଏହି ବ୍ୟକ୍ତି ଜଣକ କିଏ ? କ’ଣ ପାଇଁ ସେ ପ୍ରିୟଙ୍କାକୁ ଏପରି ଧରିଛନ୍ତି ?

ବାସ୍ତବ ଘଟଣାଟି ହେଉଛି ବେୱିଚ୍ ପରେ ପ୍ରିୟଙ୍କାଙ୍କର ଇଜ ଇଟ୍ ରୋମାଣ୍ଟିକ୍ଆଉ ଏକ ହଲିଉଡ୍ ଫିଲ୍ମ୍ ଆସୁଛି। ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଲାଣି। ଯେଉଁଥିରେ ତାଙ୍କୁ ଜଣେ ଯୋଗ ଆମ୍ବାସେଡରଙ୍କ ଭୂମିକାରେ ଦେଖିବାକୁ ମିଳିବ। ଦୁଇଦିନ ପୂର୍ବେ ଏହି ଫିଲ୍ମର ସୁଟିଂ ସେଣ୍ଟ୍ରାଲ୍ ପାର୍କରେ ଚାଲିଥିଲା ବେଳେ ଏହାର କିଛି ଫଟୋ ଇଣ୍ଟରନେଟରେ ଲିକ୍ ହୋଇଯାଇଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ପ୍ରିୟଙ୍କାଙ୍କୁ ହଲିଉଡ ଆକ୍ଟର ଆଡମ୍ ଡିଭାଇନ୍ ପଛରୁ ଧରିଛନ୍ତି। ଏହା ତାଙ୍କ ଫିଲ୍ମର ଏକ ସିନ୍ ଯେଉଁଥିରେ ପ୍ରିୟଙ୍କା ପାର୍କରେ ବସି କିଛି ଖାଉଥିବା ବେଳେ ତାଙ୍କ ତଣ୍ଟିରେ କିଛି ଅଟକିଯାଇଛି ଏବଂ ସେ ଜୋରରେ ଖାସିବାରେ ଲାଗିଛନ୍ତି। ସେହି ସମୟରେ ହଠାତ୍ ଆଡମ୍ ତାଙ୍କୁ ପଛରୁ ଧରିଛନ୍ତି।

ଫଟୋରେ ପ୍ରିୟଙ୍କା ଗୋଲାପି ରଙ୍ଗର କୋଲ୍ଡ୍ ସୋଲ୍ଡର୍ ଡ୍ରେସ୍ ପିନ୍ଧିଛନ୍ତି। ତାଙ୍କର ଏହି ଗ୍ଲାମର ଲୁକ୍ ନେଇ ବେଶ ଚର୍ଚ୍ଚା ମଧ୍ୟ ଚାଲିଛି। ଫିଲ୍ମରେ ପ୍ରିୟଙ୍କା ରିବେଲ୍ ୱିଲସନ୍, ଲିଆମ ହେମ୍ସୱର୍ଥ୍ ଓ ଆଡମ୍ ଡିଭାଇନଙ୍କ ଭଳି ନାମୀଦାମୀ କଳାକାରଙ୍କ ସହ ଅଭିନୟ କରୁଛନ୍ତି।୨୦୧୯ ଫେବୃଆରୀ ୧୪ ଭାଲେଣ୍ଟାଇନ୍ ଡେ ଅବସରରେ ଫିଲ୍ମଟି ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story