ପୁଣି ଏକାଠି ହେଲେ ଆମୀର-କିରଣ, ଲୋକେ କହିଲେ- ଛାଡପତ୍ର ନା ମଜାକ୍‌

ମୁମ୍ବାଇ: ଅଭିନେତା ଆମୀର ଖାନ୍‌। ତାଙ୍କୁ ବଲିଉଡର ମିଷ୍ଟର ପର୍‌ଫେକ୍ଟନିଷ୍ଟ କୁହାଯାଏ। କିନ୍ତୁ ଏବେ ତାଙ୍କ ଜୀବନରେ ସବୁ କିଛି ପରଫେକ୍ଟ ନଥିବା ଭଳି ଲାଗୁଛି। ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ସେ ଛାଡପତ୍ର ନେଇସାରିଛନ୍ତି। ଉଭୟ ଅଲଗା ହୋଇସାରିଛନ୍ତି। ତେବେ ଅଲଗା ହେବା ପରେ ଏବେ ପୁଣି ଏକାଠି ହୋଇଛନ୍ତି ଆମୀର-କିରଣ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଆମୀର ଖାନ୍‌ଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ […]

aamir-khan

aamir-khan

Madhupriya Mistry
  • Published: Tuesday, 01 February 2022
  • Updated: 01 February 2022, 04:48 PM IST

Sports

Latest News

ମୁମ୍ବାଇ: ଅଭିନେତା ଆମୀର ଖାନ୍‌। ତାଙ୍କୁ ବଲିଉଡର ମିଷ୍ଟର ପର୍‌ଫେକ୍ଟନିଷ୍ଟ କୁହାଯାଏ। କିନ୍ତୁ ଏବେ ତାଙ୍କ ଜୀବନରେ ସବୁ କିଛି ପରଫେକ୍ଟ ନଥିବା ଭଳି ଲାଗୁଛି। ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ସେ ଛାଡପତ୍ର ନେଇସାରିଛନ୍ତି। ଉଭୟ ଅଲଗା ହୋଇସାରିଛନ୍ତି। ତେବେ ଅଲଗା ହେବା ପରେ ଏବେ ପୁଣି ଏକାଠି ହୋଇଛନ୍ତି ଆମୀର-କିରଣ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏବେ ଆମୀର ଖାନ୍‌ଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ନଜର ଆସିଛନ୍ତି।  ଏହି ଭିଡିଓକୁ ଫିଲ୍ମି ଜ୍ଞାନ ନାମକ ପେଜରୁ ଶେଆର କରାଯାଇଛି। ଭିଡିଓରେ ଆମୀର ପୂର୍ବତନ ପତ୍ନୀ କିରଣଙ୍କ ସହ ଠିଆ ହୋଇ ବେଶ୍‌ ହସ ଖୁସିରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଉଭୟ ଟ୍ରୋଲର ଶିକାର ହୋଇଛନ୍ତି।

ସୋଶାଲ ମିଡିଆ ୟୁଜର୍ସମାନେ ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ପୂର୍ବତନ ପତ୍ନୀ ବନିଲେ ଫ୍ରେଣ୍ଡ। ସେହିପରି ଆଉ ଜଣେ ଲେଖିଛନ୍ତି, ଏମାନଙ୍କ ଛାଡପତ୍ର ହୋଇଛି ନା ମଜାକ ବୋଲି ପ୍ରଶ୍ନ ପଚାରିଛନ୍ତି।

ସୂଚନା ମୁତାବକ, ଆମୀର ଖାନ୍‌ ଓ କିରଣ ରାଓ ବିବାହର ୧୫ ବର୍ଷ ପରେ ଅଲଗା ହୋଇଛନ୍ତି। ଦୁହେଁ ଗତ ବର୍ଷ ଜୁଲାଇ ମାସରେ ଏକ ଭିଡିଓ ଶେଆର କରି ଛାଡପତ୍ର ନେଇଥିବା ଘୋଷଣା କରିଥିଲେ। ତେବେ ଛାଡପତ୍ର ପରେ ଆମୀର କୁଆଡେ ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story