୧ କୋଟି ଦାନ କଲେ ଖିଲାଡି ଷ୍ଟାର

ମୁମ୍ବାଇ: ପୁଣି ଷ୍ଟାର ପାଲଟିଗଲେ ବଲିଉଡର ଖିଲାଡି ଅକ୍ଷୟ କୁମାର। ଅନ୍ୟଙ୍କ ପାଇଁ ପାଲଟିଗଲେ ଉଦାହରଣ। ଦାନ କରିଦେଲେ କୋଟିଏ ଟଙ୍କା । ନିଜ ବଦାନ୍ୟତା ପାଇଁ ପୁଣି ଥରେ ଚର୍ଚ୍ଚାରେ ଅକ୍ଷୟ। କରୋନା ମହାମାରୀ ଆରମ୍ଭରୁ ହିଁ ସଚେତନତା ସୃଷ୍ଟି କରି ଚାଲିଛନ୍ତି ଅକ୍ଷୟ। ଏବେ କରୋନା ମହାମାରୀ ବେଳେ ସ୍କୁଲ ବନ୍ଦ ପଡିଥିବା ବେଳେ ସେ ସ୍କୁଲ ତିଆରି କରିବା ପାଇଁ ଦେଇଛନ୍ତି କୋଟିଏ ଟଙ୍କା। ଜମ୍ମୁ କାଶ୍ମୀରରେ ସ୍କୁଲର ପୁନଃନିର୍ମାଣ ପାଇଁ ସେ […]

Akshay Kumar

Akshay Kumar

Madhupriya Mistry
  • Published: Wednesday, 28 July 2021
  • Updated: 28 July 2021, 06:45 PM IST

Sports

Latest News

ମୁମ୍ବାଇ: ପୁଣି ଷ୍ଟାର ପାଲଟିଗଲେ ବଲିଉଡର ଖିଲାଡି ଅକ୍ଷୟ କୁମାର। ଅନ୍ୟଙ୍କ ପାଇଁ ପାଲଟିଗଲେ ଉଦାହରଣ। ଦାନ କରିଦେଲେ କୋଟିଏ ଟଙ୍କା । ନିଜ ବଦାନ୍ୟତା ପାଇଁ ପୁଣି ଥରେ ଚର୍ଚ୍ଚାରେ ଅକ୍ଷୟ।

କରୋନା ମହାମାରୀ ଆରମ୍ଭରୁ ହିଁ ସଚେତନତା ସୃଷ୍ଟି କରି ଚାଲିଛନ୍ତି ଅକ୍ଷୟ। ଏବେ କରୋନା ମହାମାରୀ ବେଳେ ସ୍କୁଲ ବନ୍ଦ ପଡିଥିବା ବେଳେ ସେ ସ୍କୁଲ ତିଆରି କରିବା ପାଇଁ ଦେଇଛନ୍ତି କୋଟିଏ ଟଙ୍କା। ଜମ୍ମୁ କାଶ୍ମୀରରେ ସ୍କୁଲର ପୁନଃନିର୍ମାଣ ପାଇଁ ସେ ଏହି ଟଙ୍କା ଦାନ କରିଛନ୍ତି।

ନିକଟରେ ଅକ୍ଷୟ କୁମାର କାଶ୍ମୀରର BSF ଯବାନଙ୍କୁ ଭେଟିଥିଲେ। ଏହି ଗସ୍ତ ସମୟରେ ସେ କାଶ୍ମୀରରେ ନିରୁ ଗାଁରେ ଥିବା ଜର୍ଜରିତ ସ୍କୁଲର ଅବସ୍ଥା ଦେଖି ତା’ର ପୁନଃନିର୍ମାଣ ପାଇଁ ସହାୟତା ଘୋଷଣା କରିଥିଲେ। ୧ କୋଟି ଟଙ୍କା ଦାନ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।

ବିଏସ୍‌ଏଫ୍ ପକ୍ଷରୁ ସୋଶାଲ ମିଡିଆରେ ଏକ ପୋଷ୍ଟ ସେଆର କରି ଏନେଇ ସୂଚନା ଦିଆଯାଇଛି। ଜୁଲାଇ ୨୭ରେ ଏହି ସ୍କୁଲର ଶିଳାନ୍ୟାସ କରାଯାଇଛି। ଆଉ ଏହି ସ୍କୁଲର ନାଁ ଅକ୍ଷୟଙ୍କ ସ୍ୱର୍ଗତମ ବାପା ହରିଓମ ଭାଟିଆଙ୍କ ନାଁରେ ରଖାଯାଇଛି।

ସୂଚନା ମୁତାବକ ଖୁବଶୀଘ୍ର ଅକ୍ଷୟଙ୍କ ଅପକମିଂ ଫିଲ୍ମ ‘ବେଲ୍ ବଟମ୍‌’ ରିଲିଜ ହେବ। ଏହି ଫିଲ୍ମରେ ଅକ୍ଷୟଙ୍କ ଅପୋଜିଟ୍ ବାଣୀ କପୁର, ହୁମା କୁରେଶି ଏବଂ ଲାରା ଦତ୍ତା ପ୍ରମୁଖ ଅଛନ୍ତି। ‘ବେଲ୍ ବଟମ୍‌’ ବ୍ୟତୀତ ଅକ୍ଷୟ କୁମାର ଫିଲ୍ମ ‘ସୂର୍ଯ୍ୟବଂଶୀ’, ‘ବଚ୍ଚନ ପାଣ୍ଡେ’, ‘ରକ୍ଷା ବନ୍ଧନ’, ‘ରାମ ସେତୁ’, ‘ଅତରଙ୍ଗି ରେ’, ‘ପୃଥ୍ୱୀରାଜ’ ଭଳି ଫିଲ୍ମରେ ନଜର ଆସିବେ।

https://twitter.com/BSF_India/status/1419991384661004290?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story