ବିବାହ ପୂର୍ବରୁ ଗୃହବନ୍ଦୀ ହେଲେ ଆଲିଆ!

ମୁମ୍ବାଇ: ଖୁବଶୀଘ୍ର ମହେଶ ଭଟ୍ଟଙ୍କ ଲାଡଲି ଆଲିଆ ଭଟ୍ଟଙ୍କ ବାଜିବ ଶାହାନାଇ। ସେ କପୁର ଖାନଦାନର ବନିବେ ବୋହୂ। ବି-ଟାଉନ୍‌ରେ ଏବେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଜୋରସୋର୍‌ରେ ଚର୍ଚ୍ଚା ଚାଲିଛି। ବିଶେଷ କରି ବିବାହ ତାରିଖକୁ ନେଇ ବେଶ୍‌ କନ୍‌ଫ୍ୟୁଜନ୍‌ ଲାଗି ରହିଛି। କିଏ କହୁଛି ଏପ୍ରିଲ ୧୪ରେ ବିବାହ ହେବ ତ ଆଉ କିଏ ଏପ୍ରିଲ ୧୬। ତେବେ ପ୍ରକୃତରେ ବିବାହ କେବେ ହେବ ସେ ନେଇ କିଛି ସ୍ପଷ୍ଟ […]

Alia bhatt

Alia bhatt

Madhupriya Mistry
  • Published: Sunday, 10 April 2022
  • Updated: 10 April 2022, 09:41 AM IST

Sports

Latest News

ମୁମ୍ବାଇ: ଖୁବଶୀଘ୍ର ମହେଶ ଭଟ୍ଟଙ୍କ ଲାଡଲି ଆଲିଆ ଭଟ୍ଟଙ୍କ ବାଜିବ ଶାହାନାଇ। ସେ କପୁର ଖାନଦାନର ବନିବେ ବୋହୂ। ବି-ଟାଉନ୍‌ରେ ଏବେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଜୋରସୋର୍‌ରେ ଚର୍ଚ୍ଚା ଚାଲିଛି। ବିଶେଷ କରି ବିବାହ ତାରିଖକୁ ନେଇ ବେଶ୍‌ କନ୍‌ଫ୍ୟୁଜନ୍‌ ଲାଗି ରହିଛି। କିଏ କହୁଛି ଏପ୍ରିଲ ୧୪ରେ ବିବାହ ହେବ ତ ଆଉ କିଏ ଏପ୍ରିଲ ୧୬। ତେବେ ପ୍ରକୃତରେ ବିବାହ କେବେ ହେବ ସେ ନେଇ କିଛି ସ୍ପଷ୍ଟ ତାରିଖ ସାମ୍ନାକୁ ଆସିନାହିଁ। ଏସବୁ ଭିତରେ ବିବାହ ପୂର୍ବରୁ ଗୃହବନ୍ଦୀ ହୋଇଛନ୍ତି ଆଲିଆ।

ଆଉ ଖୁବ କମ୍‌ ଦିନ ଭିତରେ ମିସ୍‌ସେ କପୁର ସାଜିବେ ଆଲିଆ। ତେବେ ଏହା ପୂର୍ବରୁ ଆଲିଆ ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷପ। ସେ ନିଜକୁ କୁଆଡେ ହାଉସ୍‌ ଆରେଷ୍ଟ ତଥା ଗୃହବନ୍ଦୀ କରିନେଇଥିବା ନେଇ ଶୁଣିବାକୁ ମିଳୁଛି। ଆଲିଆ ନିଜକୁ ଏକ ଘରେ ବନ୍ଦ କରିଦେଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଆଲିଆ ଭଟ୍ଟ କିଛି ଦିନ ହେବ ଗଣମାଧ୍ୟମଙ୍କ ବିବାହ ପ୍ରଶ୍ନକୁ ନେଇ ବିରକ୍ତି ହୋଇ ଉଠିଛନ୍ତି। ମୁମ୍ବାଇ ସ୍ଥିତ ଜୁହୁର ସବୁ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିମାନେ ଅଛନ୍ତି, ଯେଉଁମାନେ ଆଲିଆଙ୍କ ଉପରେ ନଜର ରଖିଛନ୍ତି। ତେଣୁ ବିବାହ ସମ୍ବନ୍ଧୀୟ କୌଣସି ପ୍ରଶ୍ନକୁ ଏଡାଇବା ପାଇଁ ଆଲିଆ ବିବାହ ଯାଏଁ ଗଣମାଧ୍ୟମ ଠାରୁ ସମ୍ପୂର୍ଣ୍ଣ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ସେ ନିଜକୁ ଗୃହବନ୍ଦୀ କରିଛନ୍ତି। ବର୍ତ୍ତମାନ ସେ ବିବାହ ପର୍ଯ୍ୟନ୍ତ ବାହାରକୁ ଆସିବେ ନାହିଁ କିମ୍ବା କୌଣସି ସ୍ଥାନକୁ ଯିବେ ନାହିଁ ବୋଲି କୁହାଯାଉଛି।

ଦୀର୍ଘ ଦିନର ରିଲେସନ୍‌ସିପ୍‌ ପରେ ଆଲିଆ ଓ ରଣବୀରଙ୍କ ପଡିବ ହାତଗଣ୍ଠି। ତେବେ ଦୁହେଁ କେବେ ବିବାହ କରିବେ ତା'ର ତାରିଖକୁ ଗୁପ୍ତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେବଳ ନିକଟ ସମ୍ପର୍କୀୟଙ୍କୁ ହିଁ ବିବାହ ତାରିଖ ବିଷୟରେ ସୂଚନା ମିଳିଛି। କୁହାଯାଉଛି ଯେ, ବଲିଉଡର ଏହି ଗ୍ରାଣ୍ଡ ୱେଣ୍ଡିଂରେ କେବଳ ଉଭୟଙ୍କ ପରିବାରର କିଛି ଘନିଷ୍ଠ ସମ୍ପର୍କୀୟମାନେ ହିଁ ସାମିଲ ହେବେ। ବିବାହ ପରେ ଗ୍ରାଣ୍ଡ ରିସେପ୍‌ସନ୍‌ ହେବ, ଏଥିରେ ବଲିଉଡର ସମସ୍ତ ସେଲେବ୍ରିଟି ସାମିଲ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story