ବିଗ୍‌ ବି'ଙ୍କ ଘରେ ପଶିଲା କରୋନା

ମୁମ୍ବାଇ: ଦେଶରେ ପୁଣି କରୋନା ମାହାମାରୀ ତା’ର କାୟା ବିସ୍ତାର କରି ଚାଲିଛି। ହଜାର ହଜାର ଲୋକେ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ଅନେକ ସେଲେବ୍ରିଟି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏବେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓରଫ ବିଗ୍‌ ବି’ଙ୍କ ଘରେ ପଶିଛି ଭୂତାଣୁ। ଏନେଇ ବିଗ୍‌ ବି’ ନିଜେ ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ତାଙ୍କ ଘରର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। […]

Amitabh Bachchan

Amitabh Bachchan

Madhupriya Mistry
  • Published: Wednesday, 05 January 2022
  • Updated: 05 January 2022, 11:43 AM IST

Sports

Latest News

ମୁମ୍ବାଇ: ଦେଶରେ ପୁଣି କରୋନା ମାହାମାରୀ ତା'ର କାୟା ବିସ୍ତାର କରି ଚାଲିଛି। ହଜାର ହଜାର ଲୋକେ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ଅନେକ ସେଲେବ୍ରିଟି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏବେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓରଫ ବିଗ୍‌ ବି'ଙ୍କ ଘରେ ପଶିଛି ଭୂତାଣୁ।

ଏନେଇ ବିଗ୍‌ ବି' ନିଜେ ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ତାଙ୍କ ଘରର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ଅମିତାଭ ଯେଉଁ ପୋଷ୍ଟ କରିଥିଲେ ସେଥିରେ ତାଙ୍କ ଘରର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସେ ସ୍ପଷ୍ଟ କରିନଥିଲେ। ସେ ଲେଖିଥିଲେ, dealing with some domestic Covid situations .. will connect later ..” ।  ଏହାକୁ ଦେଖି ଅମିତାଭ ବଚ୍ଚନ କୁଆଡେ ପୁଣି କରୋନାରେ ଆକ୍ରାନ୍ତ ହୋଇପଡିଥିବା ନେଇ ତାଙ୍କ ଫ୍ୟାନ୍‌ମାନେ ଚିନ୍ତତ ହୋଇପଡିଥିଲେ।

ଏବେ କିନ୍ତୁ ଅମିତାଭ ନୁହେଁ ତାଙ୍କ ଘରର ଜଣେ କର୍ମଚାରୀ କରୋନା ପଜିଟିଭ ହୋଇଥିବା ସ୍ପଷ୍ଟ ହୋଇଛି। ଅମିତାଭ ବଚ୍ଚନଙ୍କ ଘରର ସମସ୍ତ ୩୧ ବ୍ୟକ୍ତିଗତ ଷ୍ଟାଫଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିରୁ ଜଣେ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ କର୍ମଚାରୀଙ୍କୁ ଆଇସୋଲେଟ୍‌ କରାଯାଇଛି।

ସୂଚନା ମୁତାବକ, ଗତ ବର୍ଷ ଜୁଲାଇ ମାସରେ ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କ ପରିବାରରେ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ୨୨ ଦିନ ଅମିତାଭ ହସ୍ପିଟାଲରେ ରହିଥିଲେ। ପରେ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ। ଶେଷଥର ପାଇଁ ଅମିତାଭ ବଚ୍ଚନଙ୍କୁ ଫିଲ୍ମ 'ଚେହେରା'ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଅନେକ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story