ନୋରାଙ୍କ ଫାଟିଲା ମୁଣ୍ଡ

ମୁମ୍ବାଇ: ବଲିଉଡର ହଟ୍ ଅଭିନେତ୍ରୀ ନୋରା ଫତେହିଙ୍କ ଫାଟିଲା ମୁଣ୍ଡ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନୋରା। ତାଙ୍କ ମୁଣ୍ଡରେ ଧାର ଧାର ହୋଇ ଝରିପଡୁଛି ରକ୍ତ। ତେବେ ନୋରାଙ୍କୁ କିଏ ଦେଲା ଏଭଳି ଆଘାତ। ସାମ୍ନାକୁ ଆସିଥିବା ନୋରାଙ୍କ ରକ୍ତ ଜୁଡୁବୁଡ ଅବସ୍ଥାର ଏକ ଫଟୋକୁ ଦେଖି ଏବେ ସମସ୍ତେ ଏହି ପ୍ରଶ୍ନ ପଚାରୁଛନ୍ତି। ପ୍ରକୃତରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ନୋରା ଫତେହିଙ୍କ ଅପ୍‌କମିଂ ଫିଲ୍ମ ‘ଭୁଜ୍‌’ରେ ତାଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଏବେ […]

Nora Farehi

Nora Farehi

Madhupriya Mistry
  • Published: Saturday, 10 July 2021
  • Updated: 10 July 2021, 03:13 PM IST

ମୁମ୍ବାଇ: ବଲିଉଡର ହଟ୍ ଅଭିନେତ୍ରୀ ନୋରା ଫତେହିଙ୍କ ଫାଟିଲା ମୁଣ୍ଡ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନୋରା। ତାଙ୍କ ମୁଣ୍ଡରେ ଧାର ଧାର ହୋଇ ଝରିପଡୁଛି ରକ୍ତ। ତେବେ ନୋରାଙ୍କୁ କିଏ ଦେଲା ଏଭଳି ଆଘାତ। ସାମ୍ନାକୁ ଆସିଥିବା ନୋରାଙ୍କ ରକ୍ତ ଜୁଡୁବୁଡ ଅବସ୍ଥାର ଏକ ଫଟୋକୁ ଦେଖି ଏବେ ସମସ୍ତେ ଏହି ପ୍ରଶ୍ନ ପଚାରୁଛନ୍ତି।

ପ୍ରକୃତରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ନୋରା ଫତେହିଙ୍କ ଅପ୍‌କମିଂ ଫିଲ୍ମ ‘ଭୁଜ୍‌’ରେ ତାଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଏବେ ଯାଏଁ ନିଜ ଡ୍ୟାନ୍ସ ଜରିଆରେ ଲୋକଙ୍କୁ ଦିୱାନା କରିଥିବା ନୋରା ଏବେ ଆକ୍ସନ ମୋଡକୁ ଆସିଛନ୍ତି। ଅପ୍‌କମିଂ ଫିଲ୍ମ ‘ଭୁଜ୍‌-ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ରିଲିଜ ହୋଇଛି ମୋଶାନ ପୋଷ୍ଟର। ଏହି ପୋଷ୍ଟର ଜରିଆରେ ଫିଲ୍ମରେ ଥିବା ନୋରାଙ୍କ ପ୍ରଥମ ଲୁକ୍‌କୁ ରିଭିଲ୍ କରାଯାଇଛି।

ନୋରା ଏବେ ଏହି ଫିଲ୍ମ ଜରିଆରେ ନିଜ ଦମଦାର ଡ୍ୟାନ୍ସିଂ ଛାଡି ଆକ୍ସନ କରିବେ। ଫିଲ୍ମରେ ନିଜ ଚରିତ୍ରକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି। ସେ ଅନେକ ଥର କହିସାରିଛନ୍ତି ଯେ, ସେ ଡ୍ୟାନ୍ସିଂ ନୁହଁ ଅଭିନୟ ପାଇଁ ଭାରତ ଆସିଛନ୍ତି। ଏବେ ତାଙ୍କ ସ୍ୱପ୍ନ ପୂରା ହେବାକୁ ଯାଉଛି। ସେ ଫିଲ୍ମ ‘ଭୁଜ୍‌’ରେ ଏକ ଦମଦାର ଚରିତ୍ରରେ ନଜର ଆସିବେ। ଏଥିରେ ତାଙ୍କୁ ଜଣେ ସିକ୍ରେଟ୍ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ। ଏଥିପାଇଁ ନୋରା ଅଫିସିଆଲ ଭାବେ ଟ୍ରେନିଂ ମଧ୍ୟ ନେଉଛନ୍ତି।

୧୯୭୧ର ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଅଜୟ ଦେବଗନ ଅଛନ୍ତି। ତାଙ୍କ ଅପୋଜିଟ୍‌ରେ ଅଛନ୍ତି ସୋନାକ୍ଷୀ ସିହ୍ନା। ଅନ୍ୟ ପ୍ରମୁଖ ଭୂମିକାରେ ସଞ୍ଜୟ ଦତ୍ତ, ସରଦ୍ କିଲକେର, ନୋରା ଫତେହି ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଦୁଧୟା।

View this post on Instagram

A post shared by Nora Fatehi (@norafatehi)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story