ଅର୍ଜୁନ କପୁରଙ୍କୁ ପୁଣି କରୋନା, ମଲାଇକାଙ୍କ ହେବ ଟେଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ପୁଣି କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କେବଳ ସେ ନୁହନ୍ତି ତାଙ୍କ ଭଉଣୀ ଅଂଶୁଲା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦୁହିଁଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଉର୍ଭ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରାଇବା ପାଇଁ ଉଭୟ ଅପିଲ କରିଛନ୍ତି। ଏ ଦୁଇ ଜଣଙ୍କ ବ୍ୟତୀତ ଅନୀଲ କପୁରଙ୍କ ସାନ ଝିଅ ରିଆ କପୁର […]

Malaika and arjun

Malaika and arjun

Madhupriya Mistry
  • Published: Wednesday, 29 December 2021
  • Updated: 29 December 2021, 02:00 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ପୁଣି କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କେବଳ ସେ ନୁହନ୍ତି ତାଙ୍କ ଭଉଣୀ ଅଂଶୁଲା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦୁହିଁଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଉର୍ଭ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରାଇବା ପାଇଁ ଉଭୟ ଅପିଲ କରିଛନ୍ତି।

ଏ ଦୁଇ ଜଣଙ୍କ ବ୍ୟତୀତ ଅନୀଲ କପୁରଙ୍କ ସାନ ଝିଅ ରିଆ କପୁର ଓ ତାଙ୍କ ସ୍ୱାମୀ କରଣ ବୁଲାନି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଏମାନେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ସମସ୍ତଙ୍କ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି।

Arjun Kapoor, Anshula, Rhea Kapoor and Karan Boolani test positive for COVID-19, Anil-Boney Kapoor test negative | Hindi Movie News - Times of India

ସେପଟେ ଅର୍ଜୁନ କପୁର କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ଗାର୍ଲଫ୍ରେଣ୍ଡ ମଲାଇକା ଅରୋରାଙ୍କ ମଧ୍ୟ ପୁଣି କରୋନା ଟେଷ୍ଟ କରାଯିବ ବୋଲି ଜଣାପଡିଛି। ଚଳିତ ବର୍ଷ ଉଭୟ ମଲାଇକା ଏବଂ ଅର୍ଜୁନ କରୋନାରେ ସଂକ୍ରମିତ ହୋଇଥିଲେ।

ନିକଟରେ ଅର୍ଜୁନ କପୁର ତାଙ୍କ ଗାର୍ଲଫ୍ରେଣ୍ଡ ମଲାଇକା ଘରେ ଆୟୋଜିତ ହୋଇଥିବା ଖ୍ରୀଷ୍ଟମାସ ପାର୍ଟିରେ ଯୋଗ ଦେଇଥିଲେ। ଏହି ପାର୍ଟିରେ ମଲାଇକାଙ୍କ ଭଉଣୀ ଅମୃତା ଅରୋରା ଏବଂ କରୀନା କପୁର ମଧ୍ୟ ଯୋଗ ଦେଇଥିଲେ। ଖ୍ରୀଷ୍ଟମାସ ପାର୍ଟିର କିଛି ଦିନ ପୂର୍ବରୁ ହିଁ ଅମୃତା ଏବଂ କରୀନାଙ୍କ କରୋନା ସୁସ୍ଥ ହୋଇଥିଲେ।

ପ୍ରକୃତରେ ଅନୀଲ କପୁରଙ୍କ ସାନ ଝିଅ ରିଆ ନିଜ ଘରେ ଏକ ଗେଟ୍‌-ଟୁ-ଗେଦର ପାର୍ଟି ରଖିଥିଲେ। ଏହାପରେ ସେଲେବ୍ରିଟିମାନେ କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଏହି ପାର୍ଟିରୁ ହିଁ କରୋନା ବ୍ୟାପିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story