କଙ୍ଗନା-ଜାବେଦ ମୁହାଁମୁହିଁ, ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ

ମୁମ୍ବାଇ: ଶେଷରେ ମୁହାଁମୁହିଁ ହେଲେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ଏବଂ ଗୀତିକାର ଜାବେଦ ଅଖତର। ମାନହାନୀ ମାମଲାରେ ଗିରଫ ୱାରେଣ୍ଟ ତାଗିଦ ପରେ ଆଜି ମୁମ୍ବାଇ ସ୍ଥିତ ଅନ୍ଧେରୀ କୋର୍ଟରେ ହାଜର ହୋଇଛନ୍ତି କଙ୍ଗନା। କଙ୍ଗନା କୋର୍ଟରେ ହାଜର ହେବା ପରେ ଜାବେଦଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। ଜାବେଦ ତାଙ୍କୁ ଜୋର ଜବରଦସ୍ତ ଏବଂ ଧମକ ଦେଇଥିବା ନେଇ ପଙ୍ଗା କୁଇନ୍‌ ଅଭିଯୋଗ କରିଛନ୍ତି। ବଲିଉଡ ଅଭିନେତ୍ରୀଙ୍କ ଓକିଲ ରିଜୱାନ ସିଦ୍ଦିକି କହିଛନ୍ତି, […]

Kangana and javed

Kangana and javed

Madhupriya Mistry
  • Published: Monday, 20 September 2021
  • Updated: 20 September 2021, 04:36 PM IST

Sports

Latest News

ମୁମ୍ବାଇ: ଶେଷରେ ମୁହାଁମୁହିଁ ହେଲେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ଏବଂ ଗୀତିକାର ଜାବେଦ ଅଖତର। ମାନହାନୀ ମାମଲାରେ ଗିରଫ ୱାରେଣ୍ଟ ତାଗିଦ ପରେ ଆଜି ମୁମ୍ବାଇ ସ୍ଥିତ ଅନ୍ଧେରୀ କୋର୍ଟରେ ହାଜର ହୋଇଛନ୍ତି କଙ୍ଗନା।

କଙ୍ଗନା କୋର୍ଟରେ ହାଜର ହେବା ପରେ ଜାବେଦଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। ଜାବେଦ ତାଙ୍କୁ ଜୋର ଜବରଦସ୍ତ ଏବଂ ଧମକ ଦେଇଥିବା ନେଇ ପଙ୍ଗା କୁଇନ୍‌ ଅଭିଯୋଗ କରିଛନ୍ତି।

ବଲିଉଡ ଅଭିନେତ୍ରୀଙ୍କ ଓକିଲ ରିଜୱାନ ସିଦ୍ଦିକି କହିଛନ୍ତି, 'ଜାଭେଦ ଅଖତର କଙ୍ଗନାଙ୍କୁ ଘରକୁ ଡାକି ଧମକ ଦେଇଥିଲେ .. କହିଥିଲେ ତୁମେ ଆତ୍ମହତ୍ୟା କରିବ .. ଆହୁରି ଅନେକ କଥା କହିଥିଲେ .. କିନ୍ତୁ କଙ୍ଗନା କିଛି କହି ନାହାଁନ୍ତି। ଏହା ବିରୋଧରେ ବର୍ତ୍ତମାନ କଙ୍ଗନା ମାମଲା ରୁଜୁ କରିଛନ୍ତି।

କଙ୍ଗନାଙ୍କ ଓକିଲ କହିଛନ୍ତି,  'ଜାବେଦ ଅଖତରଙ୍କ ଯଦି ଏହି ମାମଲା ସହ ସମ୍ପର୍କ ନଥିଲା, ତେବେ ସେ କାହିଁକି ଆଗକୁ ଆସିଲେ .. କଙ୍ଗନାଙ୍କୁ ତାଙ୍କ ଘରକୁ କାହିଁକି ଡାକିଥିଲେ? ବୋଲି ପ୍ରଶ୍ନ ପଚାରିଛନ୍ତି।' ଏଥିସହ କୋର୍ଟ କାହିଁକି କଙ୍ଗନାଙ୍କୁ ବାରମ୍ବାର ଅଦାଲତରେ ହାଜର ହେବାକୁ କହୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଏହା ଜଣାଇବା ସତ୍ତ୍ୱେ କାହିଁକି ଗିରଫ ଧମକ ଦିଆଯାଉଛି ବୋଲି ତାଙ୍କ ଓକିଲ ପ୍ରଶ୍ନ କରିଛନ୍ତି।

ସୂଚନା ମୁତାବକ, ଗୀତିକାର ଜାବେଦ ଅଖତର ମାନହାନୀ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ମୁମ୍ବାଇର ଅନ୍ଧେରି କୋର୍ଟରେ ହାଜର ହୋଇଛନ୍ତି। ଗତ ସପ୍ତାହରେ କୋର୍ଟ କଙ୍ଗନାଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇ କହିଥିଲେ ଯେ ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ଶୁଣାଣିରେ ଉପସ୍ଥିତ ହେଉନାହାଁନ୍ତି। ଯଦି ସେ ସେପ୍ଟେମ୍ବର ୨୦ ରେ କୋର୍ଟରେ ହାଜର ନ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ।

ବର୍ତ୍ତମାନ କୋର୍ଟଙ୍କ ମନ୍ତବ୍ୟ ପରେ କଙ୍ଗନା ହାଜର ହୋଇଛନ୍ତି। ଏହି ମାମଲାର ଶୁଣାଣି ନଭେମ୍ବର ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକି ମାମଲାକୁ ଟ୍ରାନ୍ସଫର୍ କରିବାକୁ ଆବେଦନ କରିଛନ୍ତି, ଅକ୍ଟୋବର ୧ରେ ଏହି ମାମଲାର ଶୁଣାଣି ହେବ।

https://twitter.com/ANI/status/1439847674576924677?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story