ଶୁଣିଲାନି ଇଡି, ଆହୁରି ଫସିଲେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: କୋଟି କୋଟି ଟଙ୍କା ଠକେଇ ମାମଲାରେ ଦିନକୁ ଦିନ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଅଭିନେତ୍ରୀଙ୍କ ପ୍ରଫେସନ ଉପରେ ମଧ୍ୟ ଏହା ଏବେ ପ୍ରଭାବ ପକାଇଛି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଥିବା ଲିଙ୍କ ଏବେ ଜ୍ୟାକ୍‌ଲିନ୍‌ଙ୍କ ପାଇଁ କଣ୍ଟା ପାଲଟିଛି। ଜ୍ୟାକ୍‌ଲିନ୍‌ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ଯେଉଁଥିପାଇଁ ତାଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଏହି ଲୁକ୍‌ ଆଉଟ୍‌ ନୋଟିସ୍‌କୁ ହଟାଇବାକୁ ଜ୍ୟାକ୍‌ଲିନ୍‌ […]

jacqueline fernandez

jacqueline fernandez

Madhupriya Mistry
  • Published: Wednesday, 22 December 2021
  • Updated: 22 December 2021, 07:11 PM IST

Sports

Latest News

ମୁମ୍ବାଇ: କୋଟି କୋଟି ଟଙ୍କା ଠକେଇ ମାମଲାରେ ଦିନକୁ ଦିନ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଅଭିନେତ୍ରୀଙ୍କ ପ୍ରଫେସନ ଉପରେ ମଧ୍ୟ ଏହା ଏବେ ପ୍ରଭାବ ପକାଇଛି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଥିବା ଲିଙ୍କ ଏବେ ଜ୍ୟାକ୍‌ଲିନ୍‌ଙ୍କ ପାଇଁ କଣ୍ଟା ପାଲଟିଛି।

ଜ୍ୟାକ୍‌ଲିନ୍‌ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ଯେଉଁଥିପାଇଁ ତାଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଏହି ଲୁକ୍‌ ଆଉଟ୍‌ ନୋଟିସ୍‌କୁ ହଟାଇବାକୁ ଜ୍ୟାକ୍‌ଲିନ୍‌ ନିକଟରେ ଇଡିକୁ ଅନୁରୋଧ କରିଥିଲେ। ଏବେ ଇଡି କିନ୍ତୁ ଏଥିରେ ରାଜି  ହୋଇନୋହିଁ। ନୋଟିସ ହଟିବ ନାହିଁ ବୋଲି ସମ୍ପୂର୍ଣ୍ଣ ଭାବେ ମନା କରିଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଫଳରେ ଜ୍ୟାକ୍‌ଲିନ୍‌ଙ୍କ ପାଇଁ ଭାରତ ଛାଡି ବିଦେଶକୁ ଯିବା ମୁସ୍‌କିଲ୍‌ ହୋଇପଡିଛି।

Were Jacqueline Fernandez and conman Suresh Chandrasekhar in a relationship? | Hindi Movie News - Times of India

୨୦୦ କୋଟ ଟଙ୍କା ଠକେଇ ମାମଲାରେ ଇଡି ଏବେ ସୁଦ୍ଧା ଜ୍ୟାକ୍‌ଲିନ୍‌ଙ୍କୁ ଚାରି ଥର ପଚରାଉଚରା କରିସାରିଲାଣି। ନିକଟରେ ଶୁଟିଂ ପାଇଁ ବିଦେଶ ଯିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ଜ୍ୟାକ୍‌ଲିନ୍‌ଙ୍କୁ ଇଡି ଅଟକାଇଥିଲା। ଦୀର୍ଘ ୩ରୁ ୪ ଘଣ୍ଟା ପଚରାଉଚରା କରିବା ପରେ ତାଙ୍କ ବିଦେଶ ଯାତ୍ରା କ୍ୟାନ୍‌ସେଲ କରିଥିଲା।

ସୂଚନା ମୁତାବକ, କନ୍‌ମେନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଠଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଲିଙ୍କ ଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡିଥିଲା ଯେ, ସୁକେଶ ଜ୍ୟାକ୍‌ଲିନ୍‌ଙ୍କୁ ଦାମୀ ଗିଫ୍ଟ ଦେଇଥିଲେ। କେବଳ ସେତିକି ନୁହେଁ ଜ୍ୟାକ୍‌ଲିନ୍‌ଙ୍କ ପାଇଁ ସୁକେଶ ୫୦୦ କୋଟି ଟଙ୍କାର ସୁପରହିରୋ ଫିଲ୍ମ ପ୍ରଡ୍ୟୁସ କରିବା ପାଇଁ ପ୍ଲାନିଂ ମଧ୍ୟ କରିଥିଲା। ଏହି ମାମଲାରେ ନୋରା ଫତେହିଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ନୋରା ଏବେ ସୁକେଶ ବିରୋଧରେ ଇଡିର ସାକ୍ଷୀ ପାଲଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story