ବର ସାଜିବେ ଫରହାନ୍‌, ପୁଣି ବିବାହ କରିବେ

ମୁମ୍ବାଇ: ପୁଣି ବଲିଉଡରେ ବାଜିବ ଶାହାନାଇ। ବର ସାଜିବେ ଆଉ ଜଣେ ପ୍ରସିଦ୍ଧ ଅଭିନେତା। ହାତକୁ ଦି ହାତ ହେବେ ଫର୍‌ହାନ ଅଖତର। ସେ ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ଖୁବଶୀଘ୍ର ବିବାହ କରିବେ। ଚଳିତ ବର୍ଷ ମାର୍ଚ୍ଚ ମାସରେ କୁଆଡେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ଶୁଣିବାକୁ ମିଳିଛି। ତେବେ ଏହି ଖବରକୁ ନେଇ ଉଭୟ ଫରହାନ ଓ ଶିବାନୀ ମୁହଁ ଖୋଲିନାହାନ୍ତି। ମିଡିଆ ରିପୋର୍ଟ ମୁତାବକ, ଫରହାନ ଓ […]

farhan-akhtar

farhan-akhtar

Madhupriya Mistry
  • Published: Tuesday, 04 January 2022
  • Updated: 04 January 2022, 05:50 PM IST

Sports

Latest News

ମୁମ୍ବାଇ: ପୁଣି ବଲିଉଡରେ ବାଜିବ ଶାହାନାଇ। ବର ସାଜିବେ ଆଉ ଜଣେ ପ୍ରସିଦ୍ଧ ଅଭିନେତା। ହାତକୁ ଦି ହାତ ହେବେ ଫର୍‌ହାନ ଅଖତର। ସେ ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ଖୁବଶୀଘ୍ର ବିବାହ କରିବେ। ଚଳିତ ବର୍ଷ ମାର୍ଚ୍ଚ ମାସରେ କୁଆଡେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ଶୁଣିବାକୁ ମିଳିଛି। ତେବେ ଏହି ଖବରକୁ ନେଇ ଉଭୟ ଫରହାନ ଓ ଶିବାନୀ ମୁହଁ ଖୋଲିନାହାନ୍ତି।

ମିଡିଆ ରିପୋର୍ଟ ମୁତାବକ, ଫରହାନ ଓ ଶିବାନୀ ମାର୍ଚ୍ଚ ମାସରେ ଗ୍ରାଣ୍ଡ ବିବାହ କରିବା ପାଇଁ ଯୋଜନା କରିଥିଲେ। କିନ୍ତୁ ବଢ଼ୁଥିବା କରୋନା ମାମଲା ଓ ସେଲେବ୍ରିଟିଙ୍କ ମଧ୍ୟରେ ବ୍ୟାପୁଥିବା ମାହାମାରୀକୁ ଦୃଷ୍ଟିରେ ସେମାନେ ଏହି ବିବାହକୁ ଏକ ଛୋଟ ଢ଼ଙ୍ଗରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂତ୍ର ମୁତାବକ, ଏହି ବିବାହରେ କେବଳ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗଦେବେ।

Wedding Bells in Mar 2022: Farhan Akhtar and Shibani Dandekar

ଏହି ଦମ୍ପତ୍ତି ସେମାନଙ୍କ ବିବାହ ପାଇଁ ମୁମ୍ବାଇରେ ଏକ ପଞ୍ଚ ତାରକା ହୋଟେଲ ବୁକ୍ କରିଛନ୍ତି ବୋଲି ରିପୋର୍ଟରୁ ସୂଚନା ମିଳିଛି। ଏହା ସହିତ ବିବାହ ପାଇଁ ପ୍ରାୟ ଅନ୍ୟାନ୍ୟ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଖବର ଆସୁଛି ଯେ ଶିବାନୀ ଏବଂ ଫରହାନ ମଧ୍ୟ ଅନ୍ୟ ସେଲିବ୍ରିଟି ଦମ୍ପତିଙ୍କ ପରି ସାବ୍ୟାଚାସୀଙ୍କ ଡିଜାଇନର୍ ପୋଷାକ ପିନ୍ଧିବେ। ସେ ବିବାହ ପାଇଁ ପେଷ୍ଟେଲ ରଙ୍ଗର ପୋଷାକ ବାଛିଛନ୍ତି।

ଖବର ଅନୁଯାୟୀ, କରୋନା କାରଣରୁ ଫରହାନ ଏବଂ ଶିବାନୀଙ୍କ ବିବାହ ପୂର୍ବରୁ ବହୁଥର ସ୍ଥଗିତ ରଖାଯାଇଛି ଏବଂ ବର୍ତ୍ତମାନ ସେମାନେ ଏହାକୁ ବିଳମ୍ବ କରିବାକୁ ଚାହୁଁନାହାଁନ୍ତି। ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ୨୦୧୬ ରେ ଫରହାନ୍ ଏବଂ ତାଙ୍କ ପ୍ରଥମ ସ୍ତ୍ରୀ ଅଧୁନା ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କର ଦୁଇ ଝିଅ ଶାକ୍ୟା ଏବଂ ଆକିରା ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story