ରୁଲ୍‌ ଭାଙ୍ଗିଲେ ଆଲିଆ, ଖାଇଗଲେ ବର୍ଗର

ମୁମ୍ବାଇ: ସବୁ ନିୟମ ଭାଙ୍ଗିଲେ ବଲିଉଡର ଗଙ୍ଗୁବାଇ। ମାନଲେନି ବାଡ କି ବନ୍ଧ। ଖାଇଗଲେ ବର୍ଗର। ସର୍ବଦା ନିଜ ଫିଟ୍‌ନେସକୁ ନେଇ ଚିନ୍ତିତ ରହୁଥିବା ଆଲିଆ ଭାଙ୍ଗିଲେ ଡାଏଟିଂ ରୁଲ୍‌।  ଅଏଲି ଫୁଡ୍‌ ଓ ଫାଷ୍ଟ ଫୁଡ୍‌ ଠାରୁ ଦୂରେଇ ରହୁଥିବା ଆଲିଆ ଏବେ ବର୍ଗର ସାଙ୍ଗକୁ ଫ୍ରେଞ୍ଜ ଫ୍ରାଏ ମଧ୍ୟ ଖାଇଯାଇଛନ୍ତି। ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ସଫଳତା ପରେ ଏଭଳି ଖୁସି ମନାଇଛନ୍ତି ଆଲିଆ। ଘରୋଇ ବକ୍ସ ଅଫିସରେ ଫିଲ୍ମ […]

Alia Bhatt

Alia Bhatt

Madhupriya Mistry
  • Published: Friday, 11 March 2022
  • Updated: 11 March 2022, 10:25 AM IST

Sports

Latest News

ମୁମ୍ବାଇ: ସବୁ ନିୟମ ଭାଙ୍ଗିଲେ ବଲିଉଡର ଗଙ୍ଗୁବାଇ। ମାନଲେନି ବାଡ କି ବନ୍ଧ। ଖାଇଗଲେ ବର୍ଗର। ସର୍ବଦା ନିଜ ଫିଟ୍‌ନେସକୁ ନେଇ ଚିନ୍ତିତ ରହୁଥିବା ଆଲିଆ ଭାଙ୍ଗିଲେ ଡାଏଟିଂ ରୁଲ୍‌।  ଅଏଲି ଫୁଡ୍‌ ଓ ଫାଷ୍ଟ ଫୁଡ୍‌ ଠାରୁ ଦୂରେଇ ରହୁଥିବା ଆଲିଆ ଏବେ ବର୍ଗର ସାଙ୍ଗକୁ ଫ୍ରେଞ୍ଜ ଫ୍ରାଏ ମଧ୍ୟ ଖାଇଯାଇଛନ୍ତି।

ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି'ର ସଫଳତା ପରେ ଏଭଳି ଖୁସି ମନାଇଛନ୍ତି ଆଲିଆ। ଘରୋଇ ବକ୍ସ ଅଫିସରେ ଫିଲ୍ମ ଗଙ୍ଗୁବାଇ ୧୦୦ କୋଟି ପାର୍‌ କରିଛି।  ଫିଲ୍ମଟି ବକ୍ସ  ଅଫିସରେ ୧୦୨ କୋଟି ୬୮ ଲକ୍ଷ ଟଙ୍କା ଅର୍ଜନ କରିଛି। ଏହାକୁ ନେଇ ବେଶ୍‌ ଖୁସି ଅଛନ୍ତି। ନିଜ ଇନଷ୍ଟାଗ୍ରାମରେ ଏନେଇ ସୂଚନା ମଧ୍ୟ ଦେଇଛନ୍ତି ଆଲିଆ। ଏଥିସହ ବର୍ଗର ଓ ଫ୍ରେଞ୍ଜଫ୍ରାଏ ଖାଇବା ବେଳେର ଫଟୋକୁ ମଧ୍ୟ ଆଲିଆ ଶେଆର କରିଛନ୍ତି। ଏହି ଫଟୋରେ କ୍ୟାପସନରେ ସେ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଥିସହ ଆଲିଆ ଗଙ୍ଗୁବାଇ ଫିଲ୍ମର ଏକ ପୋଷ୍ଟର ମଧ୍ୟ ଶେଆର କରିଛନ୍ତି।  ଫ୍ୟାନ୍‌ମାନେ ଆଲିଆଙ୍କ ଏହି ଫଟୋରେ ଢ଼େରସାରା କମେଣ୍ଟ କରିଛନ୍ତି। ସେମାନେ ଗଙ୍ଗୁବାଇ ଫିଲ୍ମର ପ୍ରଶଂସା କରିବା ସହ ଆଲିଆଙ୍କ ଅଭିନୟକୁ ମଧ୍ୟ ଅପ୍ରିସିଏଟ୍‌ କରିଛନ୍ତି।

ସଞ୍ଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି'ର ଲିଡ୍‌ ରୋଲରେ ଆଛନ୍ତି। ଏଥିରେ ତାଙ୍କି ଗଙ୍ଗୁବାଇ ଭୂମିକାରେ ଦେଖିବାକୁ ମିଳିବ। ନିକଟରେ ପିଟିଆଇ ଦେଇଥିବା ଏକ ସାକ୍ଷାତକାର୍‌ରେ ଆଲିଆ ଗଙ୍ଗୁବାଇ ଚରିତ୍ରକୁ ନେଇ ପରଦାରେ ଅଭିନୟ କରିବା ପାଇଁ କିଭଳି ନିଜକୁ ପ୍ରସ୍ତୁତ କରିଥିଲେ ସେ ଖୁଲାସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story