'ଏକା ଭେଟିବାକୁ ଡାକିଥିଲେ ଅଭିନେତା, ଇଚ୍ଛା ପୂରଣ ନକରିବାରୁ…'

ମୁମ୍ବାଇ: କାଷ୍ଟିଂ କାଉଚ୍‌ ଆଉ ବଲିଉଡ। ବଲିଉଡରେ କାଷ୍ଟିଂ କାଉଚ୍‌ ଘଟଣା କୌଣସି ନୂଆ ନୁହେଁ। ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ ନେଇ ମୁହଁ ଖୋଲି ସାରିଛନ୍ତି। ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ବଲିଉଡର ଖଲାସ ଗାର୍ଲ। ଦୀର୍ଘ ଦିନ ପରେ ତାଙ୍କ ସହ ଘଟିଥିବା କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ବଖାଣିଛନ୍ତି ଅଭିନେତ୍ରୀ ଇଶା କୋପିକର୍‌। ବି-ଟାଉନର ଜଣେ ନାମୀଦାମୀ ଅଭିନେତା ତାଙ୍କୁ ଏକା ଭେଟିବାକୁ ଡାକିଥିଲେ। ତେବେ ତାଙ୍କ ଅଫ୍‌ର୍‌କୁ ଇଶା ରିଜେକ୍ଟ କରିବା […]

Isha koppikar

Isha koppikar

Madhupriya Mistry
  • Published: Thursday, 03 March 2022
  • Updated: 03 March 2022, 05:52 PM IST

Sports

Latest News

ମୁମ୍ବାଇ: କାଷ୍ଟିଂ କାଉଚ୍‌ ଆଉ ବଲିଉଡ। ବଲିଉଡରେ କାଷ୍ଟିଂ କାଉଚ୍‌ ଘଟଣା କୌଣସି ନୂଆ ନୁହେଁ। ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ ନେଇ ମୁହଁ ଖୋଲି ସାରିଛନ୍ତି। ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ବଲିଉଡର ଖଲାସ ଗାର୍ଲ। ଦୀର୍ଘ ଦିନ ପରେ ତାଙ୍କ ସହ ଘଟିଥିବା କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ବଖାଣିଛନ୍ତି ଅଭିନେତ୍ରୀ ଇଶା କୋପିକର୍‌।

ବି-ଟାଉନର ଜଣେ ନାମୀଦାମୀ ଅଭିନେତା ତାଙ୍କୁ ଏକା ଭେଟିବାକୁ ଡାକିଥିଲେ। ତେବେ ତାଙ୍କ ଅଫ୍‌ର୍‌କୁ ଇଶା ରିଜେକ୍ଟ କରିବା ପରେ ତାଙ୍କୁ ଫିଲ୍ମରୁ ହଟାଇ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି। ନିକଟରେ ଏକ ସାକ୍ଷାତରେ ଏହି ଯନ୍ତ୍ରଣା ବଖାଣିଛନ୍ତି ଇଶା।

Isha Koppikar Sent Birthday Wishes to the Superstar Who Allegedly Misbehaved with Her - Masala

ସେ କହିଛନ୍ତି, '୨୦୦୦ ମସିହାରେ ଜଣେ ପ୍ରଡ୍ୟୁସର ତାଙ୍କ ସହ ଭେଟିବାକୁ ମୋତେ ଡାକିଥିଲେ। ତାଙ୍କ କହିବା ଅନୁଯାୟୀ ମୁଁ ଜଣେ ହିରୋଙ୍କ ସହ କଥା ହୋଇଥିଲି। ଏହାପରେ ସେହି ଅଭିନେତା ଜଣକ ମୋତେ ଏକୁଟିଆ ଭେଟିବା ପାଇଁ ଡାକିଥିଲେ। ସେତେବେଳେ ସେହି ଅଭିନେତାଙ୍କ ଉପରେ ପରକିୟାପ୍ରୀତି ଅଭିଯୋଗ ଆସିନଥିଲା। କିନ୍ତୁ ମୁଁ ଅଭିନେତାଙ୍କ କଥାରେ ରାଜି ହୋଇନଥିଲି। ମୁଁ ମୋ ଅଭିନୟ ପ୍ରତିଭା ପାଇଁ ଇଣ୍ଡଷ୍ଟ୍ରିରେ ଅଛି ବୋଲି ପ୍ରଡ୍ୟୁସରଙ୍କୁ ଫୋନ୍‌ କରି କହିଥିଲି। ଏହାପରେ ମୋତେ ସେହି ଫିଲ୍ମରୁ ବାହାର କରି ଦିଆଯାଇଥିଲା। ମୁଁ ଜଣେ ଭଲ ଅଭିନେତ୍ରୀ ନୁହେଁ, ଯାହାକୁ ଭୁଲ ବୁଝନ୍ତି ଲୋକେ। ଏହି କାରଣ ଯୋଗୁଁ ଅନେକ ପ୍ରଜେକ୍ଟ ମୋ ହାତରୁ ଚାଲିଯାଇଛି ବୋଲି ଇଶା କହିଛନ୍ତି।'

ସୂଚନା ମୁତାବକ, ଦୀର୍ଘ ଦିନ ଧରି ବଡ ପରଦା ଠାରୁ ଦୂରେଇ ରହିଛନ୍ତି ଅଭିନେତ୍ରୀ ଇଶା କୋପିକର। ତେବେ ଓଟିଟି ପ୍ଲାଟଫର୍ମରେ କିନ୍ତୁ ଅଭିନୟ ଜଗତକୁ କମ୍‌ବ୍ୟାକ୍‌ କରିସାରିଛନ୍ତି ଇଶା। ସେ ଟିମି ନାରଙ୍ଗ ସହ ବିବାହ କରିଛନ୍ତି। ବିବାହ ପରଠାରୁ ଫିଲ୍ମ ଦୁନିଆ ଠାରୁ ଦୂରେଇ ରହିଥିଲେ। ଇଶା ଫିଲ୍ମ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।

'ଫିଜା', 'ଡରନା ମନା ହୈ', 'କୟାମତ', 'ଦିଲ କା ରିସ୍ତା', 'ପିଞ୍ଜରା', 'ମେନେ ପ୍ୟାର କୟୁଁ କିଆ', 'ଡନ୍‌' ଏବଂ 'କୃଷ୍ଣା କ୍ୟାଟେଜ' ଭଳି ବଲିଉଡ ଫିଲ୍ମରେ କାମ କରିସାରିଛନ୍ତି ଏହି ଅଭିନେତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story