'ବୁଲ୍ଲି ବାଈ' ଆପ୍‌କୁ ନେଇ ଫସିଲେ ଜାବେଦ

ମୁମ୍ବାଇ: ବିବାଦୀୟ ‘ବୁଲ୍ଲି ବାଈ’ ଆପ୍‌କୁ ନେଇ ଫସିଲେ ବଲିଉଡର ପ୍ରସିଦ୍ଧ ଲେଖକ ଜାଭେଦ ଅଖତର। ସେ ଏହି ଆପ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସମସ୍ତେ କାହିଁକି ଚୁପ୍‌ ଅଛନ୍ତି? ତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଟ୍ୱିଟର୍‌ରେ ଏହାକୁ ନେଇ ଟ୍ୱିଟ୍‌ ମଧ୍ୟ କରିଥିଲେ। ଏବେ ଏହି ଟ୍ୱିଟ୍‌ ତାଙ୍କୁ ମହଙ୍ଗା ପଡିଛି, ସେ ଟ୍ରୋଲର ଶିକାର ହୋଇଛନ୍ତି। ନିକଟକରେ ଜାବେଦ ଅଖତର ବୁଲ୍ଲି ବାଈ ଆପ୍‌କୁ ଟାର୍ଗେଟ କରି ହିରଦ୍ୱାରରେ […]

Javed Akhtar

Javed Akhtar

Madhupriya Mistry
  • Published: Tuesday, 04 January 2022
  • Updated: 04 January 2022, 11:32 AM IST

Sports

Latest News

ମୁମ୍ବାଇ: ବିବାଦୀୟ 'ବୁଲ୍ଲି ବାଈ' ଆପ୍‌କୁ ନେଇ ଫସିଲେ ବଲିଉଡର ପ୍ରସିଦ୍ଧ ଲେଖକ ଜାଭେଦ ଅଖତର। ସେ ଏହି ଆପ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସମସ୍ତେ କାହିଁକି ଚୁପ୍‌ ଅଛନ୍ତି? ତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଟ୍ୱିଟର୍‌ରେ ଏହାକୁ ନେଇ ଟ୍ୱିଟ୍‌ ମଧ୍ୟ କରିଥିଲେ। ଏବେ ଏହି ଟ୍ୱିଟ୍‌ ତାଙ୍କୁ ମହଙ୍ଗା ପଡିଛି, ସେ ଟ୍ରୋଲର ଶିକାର ହୋଇଛନ୍ତି।

ନିକଟକରେ ଜାବେଦ ଅଖତର ବୁଲ୍ଲି ବାଈ ଆପ୍‌କୁ ଟାର୍ଗେଟ କରି ହିରଦ୍ୱାରରେ ଅନୁଷ୍ଠିତ ଧର୍ମ ସଂସଦ ବିଷୟକୁ ନେଇ ମଧ୍ୟ ଟ୍ୱିଟ୍‌ କରିଥିଲେ। ଏହାକୁ ନେଇ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଉଛି। ସେହିପରି ଅନ୍ୟ କିଛି ବିଷୟରେ ଜାଭେଦ ସ୍ୱର ନଉଠାଇ ଚୁପ୍‌ ରହିଥିବା ଲାଗି ମଧ୍ୟ କିଛି ୟୁଜର୍ସ ତାଙ୍କୁ ଟାର୍ଗେଟ କରୁଛନ୍ତି।

ସେପଟେ ଟ୍ରୋଲର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ଜାବେଦ। ଜାବେଦ୍ ଅଖତର ତାଙ୍କର ଏକ ଟୁଇଟ୍ ରେ ଲେଖିଛନ୍ତି,  'ଯେଉଁ ମୁହୂର୍ତ୍ତରେ ମୁଁ ମହିଳାମାନଙ୍କ ଅନଲାଇନ୍ ନିଲାମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲି, ସେତେବେଳେ ଯେଉଁମାନେ ଗଡସେଙ୍କୁ ଗୌରବାନ୍ୱିତ କରିଥିଲେ, ପୁଲିସ୍ ଏବଂ ଲୋକଙ୍କ ନରସଂହାରର ଉପଦେଶ ଦେଉଥିବା ଲୋକଙ୍କ ବିରୋଧରେ ମଧ୍ୟ ମୁଁ ସ୍ୱର ଉଠାଇଥିଲି। ଏହାପରେ କିଛି ଲୋକ ମୋର ଜେଜେ ବାପା, ଯିଏକି ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ୧୮୬୪ରେ କଳାପାଣିରେ ନିହତ ହୋଇଥିଲେ, ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଆପଣ ଏପରି ମୂର୍ଖମାନଙ୍କୁ କ’ଣ କହିପାରିବେ?'

ସୂଚନା ମୁତାବକ, ସୋମବାର ଦିନ ବୁଲ୍ଲି ବାଇ ଆପ୍‌କୁ ନେଇ ଜାବେଦ ଅଖତର ଟ୍ୱିଟ୍‌ କରିଥିଲେ। ଏଥିରେ ସେ ଲେଖିଥିଲେ, ୧୦୦ ମହିଳାଙ୍କୁ ଅନ୍‌ଲାଇନ୍‌ରେ ନିଲାମ କରାଯାଉଛି। ତଥାକଥିତ ଧର୍ମ ସଂସଦରେ ପ୍ରାୟ ୨୦ କୋଟି ଭାରତୀୟଙ୍କ ହତ୍ୟା ବିଷୟରେ ସେନା ଏବଂ ପୁଲିସକୁ ପରାମର୍ଶ ଦିଆଯାଉଛି। ପ୍ରତ୍ୟେକ ନୀରବତା, ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ନୀରବତା ମୋତେ ଚକିତ କରିଛି, କ'ଣ ଏହା ହିଁ 'ସବ୍‌କା ସାଥ'?

ଜାଭେଦ ଅଖତରଙ୍କ ଏହି ଟ୍ୱିଟକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି। ଏବଂ ତାଙ୍କୁ ଚାରିଆଡୁ ଟ୍ରୋଲ କରାଯାଇଛି। ଜଣେ ୟୁଜର୍ସ ଲେଖିଛନ୍ତି, 'ପଶ୍ଚିମବଙ୍ଗର ହୋଇଥିବା ରଜନୈତିକ ହିଂସା ଉପରେ ତୁମର ନୀରବତା ଦ୍ୱାରା ଆମେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲୁ। ଯଦି ଆପଣ କୌଣସି ଅପରାଧର ବିରୋଧ କରନ୍ତି, ତେବେ କୌଣସି ଜାତି, ଧର୍ମ କିମ୍ବା ବ୍ୟକ୍ତିଗତ ପସନ୍ଦ ନିର୍ବିଶେଷରେ ଆପଣଙ୍କୁ ଏହାକୁ ବିରୋଧ କରିବାକୁ ପଡିବ। ଆମର ବୁଦ୍ଧିଜୀବୀଙ୍କ ସିଲେକ୍‌ଟିଭ୍‌ କ୍ରୋଧ ପ୍ରକୃତରେ ବେଶ୍‌ ନିରାଶାଜନକ।'

ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ହରିଦ୍ୱାରାରେ ଏକ ବିଶେଷ ଧର୍ମ ସଂସଦର ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ଭାଷଣ ଦିଆଯାଇଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ଦୁଇଟି ଏଫ୍ଆଇଆର୍ ରୁଜୁ ହୋଇଛି। ୧୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ANI ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ଏକ ପାଞ୍ଚ ଜଣିଆ ଏସଆଇଟି ଗଠନ କରାଯାଇଛି, ଯାହା ସମଗ୍ର ମାମଲାର ଯାଞ୍ଚ କରିବ ଏବଂ ଏହାର ରିପୋର୍ଟ ଦାଖଲ କରିବ।

https://twitter.com/Javedakhtarjadu/status/1478200552940916736?s=20

https://twitter.com/Javedakhtarjadu/status/1478004607364173830?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story