କ୍ରିକେଟର୍‌ ଝୁଲଣ ଗୋସ୍ୱାମୀଙ୍କ ଲୁକ୍‌ରେ ଅନୁଷ୍କା, ରାଗିଗଲେ ଫ୍ୟାନ୍‌

ମୁମ୍ବାଇ: ନୂଆ ଲୁକ୍‌ରେ ଅନୁଷ୍କା ଶର୍ମା। ଭାରତୀୟ କ୍ରିକେଟର ତଥା ଫାଷ୍ଟ ବୋଲର ଲୁକ୍‌ରେ ମିସେସ୍‌ କୋହଲି। ରିଲିଜ ହୋଇଛି ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ୍‌ ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ଟିଜର। ଦୀର୍ଘ ତିନି ବର୍ଷ ପରେ ଏହି ଫିଲ୍ମ ଜରିଆରେ ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି ଅନୁଷ୍କା। ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଏହି ଫିଲ୍ମଟି ରିଲିଜ ହେବ। ତେବେ ରିଲଜ ପୂର୍ବରୁ ବର୍ଷିଛନ୍ତି ୟୁଜର୍ସ ତଥା ଫ୍ୟାନ୍‌। ଏହି ବାୟୋପିକ୍‌ ଫିଲ୍ମର ଟିଜରକୁ ନେଟଫ୍ଲିକ୍ସ ତା ଅଫିସିଆଲ ଟ୍ୱିଟର […]

anushka-sharma

anushka-sharma

Madhupriya Mistry
  • Published: Thursday, 06 January 2022
  • Updated: 06 January 2022, 12:26 PM IST

Sports

Latest News

ମୁମ୍ବାଇ: ନୂଆ ଲୁକ୍‌ରେ ଅନୁଷ୍କା ଶର୍ମା। ଭାରତୀୟ କ୍ରିକେଟର ତଥା ଫାଷ୍ଟ ବୋଲର ଲୁକ୍‌ରେ ମିସେସ୍‌ କୋହଲି। ରିଲିଜ ହୋଇଛି ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ୍‌ ଫିଲ୍ମ 'ଚକଦା ଏକ୍ସପ୍ରେସ'ର ଟିଜର। ଦୀର୍ଘ ତିନି ବର୍ଷ ପରେ ଏହି ଫିଲ୍ମ ଜରିଆରେ ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି ଅନୁଷ୍କା। ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଏହି ଫିଲ୍ମଟି ରିଲିଜ ହେବ। ତେବେ ରିଲଜ ପୂର୍ବରୁ ବର୍ଷିଛନ୍ତି ୟୁଜର୍ସ ତଥା ଫ୍ୟାନ୍‌।

ଏହି ବାୟୋପିକ୍‌ ଫିଲ୍ମର ଟିଜରକୁ ନେଟଫ୍ଲିକ୍ସ ତା ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରିଛି। ତେବେ ଏହାକୁ ଶେଆର କରିବା ବେଳେ ନେଟ୍‌ଫ୍ଲିକ୍ସ ଏକ ବଡ ଭୁଲ୍‌ କରିଦେଇଛି। ଯାହାକୁ ନେଇ ୟୁଜର୍ସମାନେ ଜୋରଦାର ବର୍ଷିଛନ୍ତି।

ଏହି ଟିଜରକୁ ପୋଷ୍ଟ କରି ନେଟ୍‌ଫ୍ଲିକ୍ସ କ୍ୟାପସନରେ ଲେଖାଥିଲା, 'HOWZZAT ଚିତ୍କାର କରିବାର ସମୟ ଆସିଛି, କାରଣ 'ଚାକଦା ଏକ୍ସପ୍ରେସରେ' #ଝୁଲଣ ଗୋସ୍ୱାମୀଙ୍କ ପରି ଅନୁଷ୍କା ଶର୍ମାଙ୍କୁ ମଧ୍ୟ ୱିକେଟ୍ ଡ୍ରପ୍ କରୁଥିବା ଦେଖିବାକୁ ଆମେ ଉତ୍ସାହିତ ଅଛୁ।'

ଏହି ଟ୍ୱିଟ୍‌କୁ ନେଟ୍‌ଫ୍ଲିକ୍ସ ଅନୁଷ୍କା ଶର୍ମା, ଫିଲ୍ମ ପ୍ରଡ୍ୟୁସର ଏବଂ ନିର୍ଦ୍ଦେଶକଙ୍କୁ ଟ୍ୟାଗ୍‌ କରିଥିଲା। କିନ୍ତୁ ଯାହାକୁ ନେଇ ଏହି ବାୟୋପିକ୍‌ ତିଆରି ହୋଇଛି ତଥା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କୁ ଟ୍ୟାଗ୍‌ କରିନଥିଲା। ଏହାକୁ ନେଇ ସୋଶାଲ ମିଡିଆ ୟୁଜର୍ସ ଭଡକି ଯାଇଥିଲେ। ନେଟ୍‌ଫ୍ଲିକ୍ସ ଉପରେ ପ୍ରବଳ ରାଗିଯାଇଥିଲେ ଫ୍ୟାନ୍‌।

ପ୍ରୋସିତ ରୟଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ଅନୁଷ୍କା ଲିଡ୍‌ ରୋଲରେ ଅଛନ୍ତି। ଏହି ଟିଜର ରିଲିଜ ହେବା ପରେ ଅନୁଷ୍କା ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ଏହାକୁ ଶେଆର କରିଛନ୍ତି। ଆଉ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ଏହା ବାସ୍ତବରେ ଏକ ସ୍ୱତନ୍ତ୍ର ଫିଲ୍ମ। କାରଣ ଏହା ବଳିଦାନର ଏକ ଜବରଦସ୍ତ କାହାଣୀ। ଚାକଦା ଏକ୍ସପ୍ରେସ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଅଧିନାୟକ ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଏହା ଆଧାରିତ।

ଯେତେବେଳେ ଝୁଲଣ ଜଣେ କ୍ରିକେଟର ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିଶ୍ୱସ୍ତରରେ ନିଜ ଦେଶକୁ ଗର୍ବିତ କରିଥିଲେ, ସେତେବେଳେ ମହିଳାମାନଙ୍କ ପାଇଁ କ୍ରିକେଟ ଖେଳିବା ବିଷୟରେ ଚିନ୍ତା କରିବା ମଧ୍ୟ କଷ୍ଟସାଧ୍ୟ ଥିଲା। ଏହି ଫିଲ୍ମଟି ଅନେକ ଉଦାହରଣର ନାଟକୀୟ ରିଟେଲିଂ ଯାହା ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଏବଂ ମହିଳା କ୍ରିକେଟ୍କୁ ମଧ୍ୟ ରୂପ ଦେଇଛି।'

ରିଲିଜ ହୋଇଥିବା ଟିଜରରେ ଅନୁଷ୍କାଙ୍କୁ ଜବରଦସ୍ତ ଲୁକ୍‌ରେ ଦେଖିବାକୁ ମିଳିଛି। ସେ ଜଣେ ଧାକଡ ଖେଳାଳି ରୂପରେ ନଜର ଆସିଛନ୍ତି। ତେବେ ଏହି ଫିଲ୍ମଟି କେବେ ରିଲିଜ ହେବ ସେ ନେଇ କିଛି ସୂଚନା ମିଳିନାହିଁ।

https://twitter.com/NetflixIndia/status/1478935197584220160?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story