କଙ୍ଗନା କହିଲେ- ଦେହରୁ ଆତ୍ମା ଅଲଗା କରିବା ମୋ ବିଜନେସ୍‌

ମୁମ୍ବାଇ: ପଙ୍ଗା କୁଇନ୍‌ରୁ ଏବେ ଏଜେଣ୍ଟ ଅଗ୍ନି ପାଲଟିଛନ୍ତି ଅଭିନେତ୍ରୀ କଙ୍ଗନା। କେତେବେଳେ ହାତରେ ରାଇଫଲ ତ ଆଉ କେତେବେଳେ ଧରୁଛନ୍ତି ଧାରୁଆ ଅସ୍ତ୍ର। ଜବରଦସ୍ତ ଫାଇଟ୍‌ କରି ଶତ୍ରୁକୁ ଦେଉଛନ୍ତି ମାତ୍। କୁଇନ୍‌ରୁ ସେ ଏବେ ପାଲଟିଛନ୍ତି ‘ଧାକଡ’ ଗାର୍ଲ। ଭିନ୍ନ ଭିନ୍ନ ରୂପ ଧାରଣ କରି ଶତ୍ରୁର ସବୁ ପ୍ଲାନ୍‌ କରୁଛନ୍ତି ଫେଲ୍। ଆଉ କହୁଛନ୍ତି ଦେହରୁ ଆତ୍ମା ଅଲଗା କରିବା ହେଉଛି ମୋ ବିଜନେସ୍‌। ଏଭଳି କିଛି ଦମଦାର ଡାଏଲଗ୍‌ ଓ ଆଉ […]

Kangana

Kangana

Madhupriya Mistry
  • Published: Tuesday, 12 April 2022
  • Updated: 12 April 2022, 05:37 PM IST

Sports

Latest News

ମୁମ୍ବାଇ: ପଙ୍ଗା କୁଇନ୍‌ରୁ ଏବେ ଏଜେଣ୍ଟ ଅଗ୍ନି ପାଲଟିଛନ୍ତି ଅଭିନେତ୍ରୀ କଙ୍ଗନା। କେତେବେଳେ ହାତରେ ରାଇଫଲ ତ ଆଉ କେତେବେଳେ ଧରୁଛନ୍ତି ଧାରୁଆ ଅସ୍ତ୍ର। ଜବରଦସ୍ତ ଫାଇଟ୍‌ କରି ଶତ୍ରୁକୁ ଦେଉଛନ୍ତି ମାତ୍। କୁଇନ୍‌ରୁ ସେ ଏବେ ପାଲଟିଛନ୍ତି 'ଧାକଡ' ଗାର୍ଲ। ଭିନ୍ନ ଭିନ୍ନ ରୂପ ଧାରଣ କରି ଶତ୍ରୁର ସବୁ ପ୍ଲାନ୍‌ କରୁଛନ୍ତି ଫେଲ୍। ଆଉ କହୁଛନ୍ତି ଦେହରୁ ଆତ୍ମା ଅଲଗା କରିବା ହେଉଛି ମୋ ବିଜନେସ୍‌।

ଏଭଳି କିଛି ଦମଦାର ଡାଏଲଗ୍‌ ଓ ଆଉ ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ଫିଲ୍ମ 'ଧାକଡ'ର ଟିଜରରେ। ପୂରାପୁରି ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ସେ ସାଜିଛନ୍ତି ଏଜେଣ୍ଟ ଅଗ୍ନି। ଏକ ମିନିଟ୍‌ର ଏହି ଟିଜରରେ କଙ୍ଗନା ବେଶ ବଦଳାଇବାରେ ମାହିର ହେବା ସହ ଶତ୍ରୁକୁ କିଭଳି ଚିତ୍‌ କରିବେ ସେଥିରେ ମଧ୍ୟ ପୂରା ପାରଙ୍ଗମ ଥିବା ଦେଖିବାକୁ ମିଳିଛି।

ହାତରେ ରାଇଫଲ ଧରି ଶତ୍ରୁକୁ ଆଟାକ୍‌ କରୁଛନ୍ତି କଙ୍ଗନା। କେବଳ ରାଇଫଲ ନୁହେଁ ଖଣ୍ଡା ଆଉ ମାର୍ଶଲ ଆର୍ଟରେ ମଧ୍ୟ ଦେଉଛନ୍ତି ମୁହଁତୋଡ ଜବାବ। ଦେଖାଇଛନ୍ତି ନିଜ ହାଇ ସ୍ପିଡ୍‌ ଆକ୍ସନ। ଏହି ଟିଜର୍‌କୁ କଙ୍ଗନା ନିଜେ ତାଙ୍କ ସୋଶାଲ ମିଡିଆରେ ଆକଉଣ୍ଟରେ ଶେଆର କରିଛନ୍ତି। ଏହାକୁ ଶେଆର କରି କ୍ୟାପସନରେ ଲେଖିଛନ୍ତି, 'ଆକ୍ସନ, ଷ୍ଟାଇଲ୍‌, ଥ୍ରୀଲ, ଅଲ୍‌ ଇନ୍‌ ୱାନ୍‌, ଏଜେଣ୍ଟ ଅଗ୍ନି ଏଠି ଅଛି।'

ରିପୋର୍ଟ ମୁତାବକ, ଏହି ଫିଲ୍ମରେ କଙ୍ଗନାଙ୍କୁ ୭ଟି ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିବ। ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ କଙ୍ଗନା ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଅର୍ଜୁନ ରାମପାଲ। ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ଦିବ୍ୟା ନତ୍ତା ଓ ରାଶ୍ୱତ ଚାଟାର୍ଜୀ। ଆସନ୍ତା ମେ' ୨୦ ତାରିଖରେ ଫିଲ୍ମଟି ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story