ବିବାହ କରିବା ପାଇଁ କାର୍ତ୍ତିକଙ୍କୁ ୨୦ କୋଟିର ଅଫର୍‌

ମୁମ୍ବାଇ: ବଲିଉଡର ଅନ୍ୟତମ ହ୍ୟାଣ୍ଡସମ୍‌ ହଙ୍କ କାର୍ତ୍ତିକ ଆର୍ଯ୍ୟନ। ତାଙ୍କ ପାଇଁ ଫ୍ୟାନ୍‌ମାନେ ପାଗଳ। ହସମୁଖ ମିଜାଜର କାର୍ତ୍ତିକ ଲକ୍ଷ ଲକ୍ଷ ଝିଅଙ୍କ ଦିଲ୍‌ର ଧଡକନ୍‌। ଅନେକ ଝିଅ ଫ୍ୟାନ୍‌ ତାଙ୍କର ଗୋଟିଏ ଝଲକ୍‌ ପାଇବା ପାଇଁ ତାଙ୍କ ଘର ଆଗରେ ଲାଇନ୍‌ ଲଗାନ୍ତି। ଏଭଳି ସ୍ଥିତିରେ ଏବେ ଜଣେ ଫ୍ୟାନ୍‌ କାର୍ତ୍ତିକଙ୍କ ଆଗରେ ବିବାହ ପ୍ରସ୍ତାବ ରଖିଦେଇଛନ୍ତି। କେବଳ ସେତିକି ନୁହେଁ ସେ କାର୍ତ୍ତିକଙ୍କ ଖୋଲାଖୋଲି ଯୌତୁକ ବାବାଦକୁ ୨୦ କୋଟି ଟଙ୍କା ଅଫର୍‌ କରିଛନ୍ତି। […]

Kartik Aryan

Kartik Aryan

Madhupriya Mistry
  • Published: Friday, 11 March 2022
  • Updated: 11 March 2022, 10:48 AM IST

Sports

Latest News

ମୁମ୍ବାଇ: ବଲିଉଡର ଅନ୍ୟତମ ହ୍ୟାଣ୍ଡସମ୍‌ ହଙ୍କ କାର୍ତ୍ତିକ ଆର୍ଯ୍ୟନ। ତାଙ୍କ ପାଇଁ ଫ୍ୟାନ୍‌ମାନେ ପାଗଳ। ହସମୁଖ ମିଜାଜର କାର୍ତ୍ତିକ ଲକ୍ଷ ଲକ୍ଷ ଝିଅଙ୍କ ଦିଲ୍‌ର ଧଡକନ୍‌। ଅନେକ ଝିଅ ଫ୍ୟାନ୍‌ ତାଙ୍କର ଗୋଟିଏ ଝଲକ୍‌ ପାଇବା ପାଇଁ ତାଙ୍କ ଘର ଆଗରେ ଲାଇନ୍‌ ଲଗାନ୍ତି। ଏଭଳି ସ୍ଥିତିରେ ଏବେ ଜଣେ ଫ୍ୟାନ୍‌ କାର୍ତ୍ତିକଙ୍କ ଆଗରେ ବିବାହ ପ୍ରସ୍ତାବ ରଖିଦେଇଛନ୍ତି। କେବଳ ସେତିକି ନୁହେଁ ସେ କାର୍ତ୍ତିକଙ୍କ ଖୋଲାଖୋଲି ଯୌତୁକ ବାବାଦକୁ ୨୦ କୋଟି ଟଙ୍କା ଅଫର୍‌ କରିଛନ୍ତି।

ପ୍ରକୃତରେ କାର୍ତ୍ତିକ ନିକଟରେ ନିଜର ଏକ ଭିଡିଓ ଇନ୍‌ଷ୍ଟା ଷ୍ଟୋରୀରେ ଅପ୍‌ଲୋଡ୍‌ କରିଥିଲେ। ଏଥିରେ ତାଙ୍କର ଜଣେ କୁନି ଫ୍ୟାନ୍‌ ତାଙ୍କ ଫିଲ୍ମ 'ଅର୍ଜୁନ ପାଠକ'ର ଡାଏଲଗ୍‌ କହୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଅନେକ ଲୋକଙ୍କ କମେଣ୍ଟ ଆସିବା ଆରମ୍ଭ କରିଛି। କେହି କେହି କାର୍ତ୍ତିକଙ୍କୁ ପ୍ରଶଂସା କରିଥିଲେ ଏବଂ କେହି କେହି କୁନି ଝିଅର ସୁନ୍ଦରତାକୁ ପ୍ରଶଂସା କରିଛନ୍ତି। ତେବେ ଏହାରି ଭିତରେ ଜଣେ ମହିଳା ପ୍ରଶଂସକ ନିଜ କମେଣ୍ଟ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କମେଣ୍ଟ ସେକ୍‌ସନ୍‌ରେ ଜଣେ ମହିଳା ଫ୍ୟାନ୍‌ କାର୍ତ୍ତିକଙ୍କୁ ଖୋଲାଖୋଲି ବିବାହ ପ୍ରସ୍ତାବ ଦେଇଛନ୍ତି। ମହିଳା ଜଣକ ନିଜ କମେଣ୍ଟ ଲେଖିଛନ୍ତି, 'ମୁଁ କାର୍ତ୍ତିକଙ୍କୁ ଏକ ଅପର୍‌ ଦେବାକୁ ଚାହୁଁଛି। ମୋତେ ବିବାହ କର, ମୁଁ ୨୦ କୋଟି ଦେବି।' ମହିଳା ଫ୍ୟାନଙ୍କ ଏଭଳି ବିବାହ ପ୍ରସ୍ତାବକୁ ନେଇ ଚାରିଆଡୁ ପ୍ରତିକ୍ରିୟା ଆସୁଛି। ଖୋଦ୍‌ କାର୍ତ୍ତିକ ଆର୍ଯ୍ୟନ୍‌ ମଧ୍ୟ ଏଥିରେ କମେଣ୍ଟ କରିଛନ୍ତି। ସମୟ ନଷ୍ଟ ନ କରି ସେ ଅନେକ ଇମୋଜି ପୋଷ୍ଟ କରି କେବେ ବିବାହ କରିବ ବୋଲି ପ୍ରଶ୍ନ କରିଛନ୍ତି।

କାର୍ତ୍ତିକ ଆର୍ଯ୍ୟନ ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ମଧ୍ୟ ତାଙ୍କ ପ୍ରଶଂସକଙ୍କ ପାଇଁ ସମୟ ବାହାର କରନ୍ତି। ଏପରି ପରିସ୍ଥିତିରେ, ଯେଉଁଠାରେ ବି କାର୍ତ୍ତିକଙ୍କୁ ତାଙ୍କ ମହିଳା ଫାନ୍‌ମାନେ ଭେଟନ୍ତି, ତାଙ୍କୁ କାର୍ତ୍ତିକ ବେଶ୍‌ ପ୍ରେମ ଏବଂ ଧୈର୍ଯ୍ୟର ସହ ଭେଟିଥାନ୍ତି। କାର୍ତ୍ତିକଙ୍କ ଘର ତଳେ ମଧ୍ୟ ମହିଳା ପ୍ରଶଂସକଙ୍କ ଭିଡ ଲାଗିଥାଏ। ଏପରି ପରିସ୍ଥିତିରେ କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ପ୍ରଶଂସକଙ୍କୁ ଭେଟିବା ପାଇଁ ବାଲକୋନୀକୁ ମଧ୍ୟ ଓହ୍ଲାଇ ଆସନ୍ତି।

View this post on Instagram

A post shared by KARTIK AARYAN (@kartikaaryan)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story