ଦିଅରଙ୍କ ଉପରେ ଫିଦା ହେଲେ କ୍ୟାଟ୍‌

ମୁମ୍ବାଇ: ସ୍ୱାମୀ ବିକ୍କି କୌଶଲଙ୍କୁ ଛାଡି ଦିଅର ଉପରେ ଫିଦା ହେଲେ କ୍ୟାଟ୍‌। ଦିଅର ସନ୍ନି କୌଶଲଙ୍କ ଷ୍ଟାଇଲ୍‌ ଦେଖି ଆଟ୍ରାକ୍ଟ ହୋଇଗଲେ କ୍ୟାଟ୍ରିନା କୈଫ। ଆଉ ରହିପାରିଲେ ନାହିଁ। ଦିଅର ସନ୍ନି କୌଶଲଙ୍କ ଫଟୋରେ ସେ କରିଦେଲେ ଜବରଦସ୍ତ କମେଣ୍ଟ। କ୍ୟାଟ୍ରିନାଙ୍କ ଏହି କମେଣ୍ଟ ସୋଶାଲ ମିଡିଆରେ ଭାଇରାଲ ହେଉଛି। କ୍ୟାଟ୍ରିନା କୈଫ ଓ ବିକ୍କି କୌଶଲ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରଠାରୁ ଏହି ଦମ୍ପତି ଲାଇମଲାଇଟରେ ରହିଛନ୍ତି ଏବଂ ବି-ଟାଉନର […]

Katrina and Sunny

Katrina and Sunny

Madhupriya Mistry
  • Published: Tuesday, 04 January 2022
  • Updated: 04 January 2022, 12:07 PM IST

Sports

Latest News

ମୁମ୍ବାଇ: ସ୍ୱାମୀ ବିକ୍କି କୌଶଲଙ୍କୁ ଛାଡି ଦିଅର ଉପରେ ଫିଦା ହେଲେ କ୍ୟାଟ୍‌। ଦିଅର ସନ୍ନି କୌଶଲଙ୍କ ଷ୍ଟାଇଲ୍‌ ଦେଖି ଆଟ୍ରାକ୍ଟ ହୋଇଗଲେ କ୍ୟାଟ୍ରିନା କୈଫ। ଆଉ ରହିପାରିଲେ ନାହିଁ। ଦିଅର ସନ୍ନି କୌଶଲଙ୍କ ଫଟୋରେ ସେ କରିଦେଲେ ଜବରଦସ୍ତ କମେଣ୍ଟ। କ୍ୟାଟ୍ରିନାଙ୍କ ଏହି କମେଣ୍ଟ ସୋଶାଲ ମିଡିଆରେ ଭାଇରାଲ ହେଉଛି।

କ୍ୟାଟ୍ରିନା କୈଫ ଓ ବିକ୍କି କୌଶଲ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରଠାରୁ ଏହି ଦମ୍ପତି ଲାଇମଲାଇଟରେ ରହିଛନ୍ତି ଏବଂ ବି-ଟାଉନର ସବୁଠାରୁ ପ୍ରିୟ ଦମ୍ପତି ଭାବେ ଏମାନଙ୍କୁ ଗଣାଯାଉଛି। ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି। କ୍ୟାଟ୍ରିନା ବିକ୍କିଙ୍କୁ ଭଲ ପାଆନ୍ତି, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିକ୍କିଙ୍କ ପରିବାରକୁ ମଧ୍ୟ ଅତ୍ୟନ୍ତ ଭଲପାଆନ୍ତି କ୍ୟାଟ୍ରିନା।

ସନ୍ନି କୌଶଲ ଓ କ୍ୟାଟ୍ରିନାଙ୍କ ବନ୍ଧୁତା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପରିବାରରେ ସମାନେ ନିଜ ଭାଉଜ ତଥା 'ପରଜାଇ ଜୀ'ଙ୍କୁ ସ୍ୱାଗତ କରିଥିଲେ। ଏବେ ପୁଣି ଥରେ କ୍ୟାଟ୍‌ ସନ୍ନିଙ୍କ ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ତାଙ୍କ ବନ୍ଧୁତା ଉପରେ ମୋହର ମାରିଛନ୍ତି।

ନିକଟରେ ସନ୍ନି କୌଶାଲ ସୋଶାଲ ମିଡିଆରେ କିଛି ଫଟୋକୁ ପୋଷ୍ଟ କରିଥିଲେ। ଏହି ଫଟୋରେ ସନ୍ନିଙ୍କୁ ରୟାଲ ଲୁକ୍‌ରେ ଦେଖିବାକୁ ମିଳିଥିଲା। ସେ ଏଥିରେ ବ୍ରାଉନ କଲର୍‌ର ଏଥେନିକ୍‌ ଆଉଟ୍‌ଫିଟ୍‌ରେ ବେଶ୍‌ ଷ୍ଟାଇଲିସ୍‌ ନଜର ଆସିଥିଲେ। ଏହି ଫଟୋକୁ ପୋଷ୍ଟ କରି ସନ୍ନି କ୍ୟାପସନ୍‌ରେ ଲେଖିଥିଲେ, ରାଜା ଭଳି ପୋଜ୍‌ ଦିଅ ଏବଂ ଯୋଦ୍ଧା ଭଳି ପୋଷାକ ପିନ୍ଧ'। ତାଙ୍କର ଏହି ଫଟୋକୁ ଦେଖି ଏବେ ତାଙ୍କ ଭାଉଜ କ୍ୟାଟ୍ରିନା ଫିଦା ହୋଇପଡିଛନ୍ତି। ସେ ସନ୍ନିଙ୍କ ଫଟୋରେ ଜବରଦସ୍ତ କମେଣ୍ଟ କରି ତାଙ୍କୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି 'ଭାଇବ୍‌ ହେ ଭାଇବ୍‌'।

କ୍ୟାଟ୍ରିନାଙ୍କ ଏହି କମେଣ୍ଟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତାଙ୍କର ଏଭଳି ରିଆକ୍ସନକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ଦିଅର-ଭାଉଜଙ୍କ ଏହି ବନ୍ଧୁତା ଉପରେ ଫ୍ୟାନ୍‌ମାନେ ମଧ୍ୟ ଫିଦା ହୋଇଯାଇଛନ୍ତି। ଜଣେ ୟୁଜର୍ସ କ୍ୟାଟ୍ରିନାଙ୍କ କମେଣ୍ଟର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଶ୍ରେଷ୍ଠ ଦିଅର-ଭାଉଜ ଯୋଡି।

ସୂଚନା ମୁତାବକ, ଡିସେମ୍ବର ୯ ତାରିଖରେ ବିକ୍କି ଓ କ୍ୟାଟ୍ରିନା ରାଜସ୍ଥାନର ମାଧୋପୁର ସ୍ଥିତ ସିକ୍ସ ସେନ୍ସ ଫୋର୍ଟରେ ସାତ ଫେରା ନେଇଥିଲେ। ଏହି ବିବାହ ବେଶ୍‌ ସିକ୍ରେଟ ରୂପେ ହୋଇଥିଲା। ବିର୍ତ୍ତମାନ ବିକ୍କି ଏବଂ କ୍ୟାଟ୍‌ ନିଜ ନିଜ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି।

View this post on Instagram

A post shared by Sunny Kaushal (@sunsunnykhez)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story