କରୋନା ଫାଶରେ ପଡ଼ିଲେ ସୁନ୍ଦରୀ କୀର୍ତ୍ତି

ଚେନ୍ନାଇ: ମହାମାରୀ କରୋନା ଫାଶରେ ଜଣଙ୍କ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ ଫସିବାରେ ଲାଗିଛନ୍ତି। ଏହିକ୍ରମରେ ଦକ୍ଷିଣୀ ସୁନ୍ଦରୀ କୀର୍ତ୍ତି ସୁରେଶଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କୀର୍ତ୍ତିଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା। ଏହାପରେ ସେ କରୋନା ଟେଷ୍ଟ କରିବାରୁ ଏହା ପଜିଟିଭ ଆସିଛି। ଏ ସମ୍ପର୍କରେ ନିଜେ କୀର୍ତ୍ତି ସୋଶାଲ ମିଡିଆରେ ତାଙ୍କ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି। ସୁନ୍ଦରୀ କୀର୍ତ୍ତି କରୋନାରେ ଆକ୍ରାନ୍ତ ହେବା ପରେ ଇନଷ୍ଟାଗ୍ରାମରେ ଗୋଟିଏ ବିବୃତି ଜାରି […]

keerthy-suresh

keerthy-suresh

Hemant Lenka
  • Published: Tuesday, 11 January 2022
  • Updated: 11 January 2022, 10:06 PM IST

Sports

Latest News

ଚେନ୍ନାଇ: ମହାମାରୀ କରୋନା ଫାଶରେ ଜଣଙ୍କ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ ଫସିବାରେ ଲାଗିଛନ୍ତି। ଏହିକ୍ରମରେ ଦକ୍ଷିଣୀ ସୁନ୍ଦରୀ କୀର୍ତ୍ତି ସୁରେଶଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କୀର୍ତ୍ତିଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା। ଏହାପରେ ସେ କରୋନା ଟେଷ୍ଟ କରିବାରୁ ଏହା ପଜିଟିଭ ଆସିଛି। ଏ ସମ୍ପର୍କରେ ନିଜେ କୀର୍ତ୍ତି ସୋଶାଲ ମିଡିଆରେ ତାଙ୍କ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି।

ସୁନ୍ଦରୀ କୀର୍ତ୍ତି କରୋନାରେ ଆକ୍ରାନ୍ତ ହେବା ପରେ ଇନଷ୍ଟାଗ୍ରାମରେ ଗୋଟିଏ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି, “ମୁଁ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛି। ମୋ ଶରୀରରେ ବହୁତ କମ ଲକ୍ଷଣ ଦେଖାଯାଉଛି। ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ସତର୍କ ରହିଥିଲି। ତଥାପି କରୋନାରେ ଆକ୍ରାନ୍ତ ହୋଇଛି।

ଭାଇରସ କେତେ ଶୀଘ୍ର ବ୍ୟାପୁଛି, ସେକଥା ଭାବି ମୁଁ ଭୟଭୀତ। ଦୟା କରି ସମସ୍ତେ କୋଭିଡର ପ୍ରୋଟକଲ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ବର୍ତ୍ତମାନ ମୁଁ ଆଇସୋଲେସନରେ ରହିଛି ଓ ସମସ୍ତ ପ୍ରକାରର କେୟାର ନେଉଛି। ମୋ ସଂସ୍ପର୍ଶରେ ଯେଉଁମାନେ ବି ଆସିଛନ୍ତି, ତୁରନ୍ତ ନିଜର ଟେଷ୍ଟ କରାଇ ନିଅନ୍ତୁ।

ଯଦି ଏଯାଏ କେହି ଟିକା ନେଇ ନାହାନ୍ତି, ତା’ହେଲେ ତୁରନ୍ତ ଏହାକୁ ନିଅନ୍ତୁ । ଟିକା ଦ୍ୱାରା ଗୁରୁତର ଲକ୍ଷଣ ଦେଖାଯିବନି। ନିଜର ଓ ନିଜ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ପାଇଁ ଟିକା ନିଶ୍ଚିତ ନିଅନ୍ତୁ। ଆଶା ଖୁବଶୀଘ୍ର ସୁସ୍ଥ ହୋଇଯିବି ଓ ପୁଣି ଆପଣମାନଙ୍କ ପାଖକୁ ଫେରିବି।”

କୀର୍ତ୍ତିଙ୍କ ମରକ୍କର ଫିଲ୍ମ ଏବେ ଆମାଜନରେ ରିଲିଜ ହୋଇଛି। ଆଗକୁ ସେ ସରକାରୁ ଭାରୀ ପାଟା, ସାନି କାୟିଧାମ ଓ ଭୋଳା ଶଙ୍କର ଭଳି ଫିଲ୍ମରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story