ପଡ଼ିଲା ନିର୍ଦ୍ଦେଶକଙ୍କ ପାଳି, ମଧୁର ଭଣ୍ଡାରକର ପଜିଟିଭ

ମୁମ୍ବାଇ: କଲବଲ କଲାଣି କରୋନା। ସାରା ବିଶ୍ୱରେ ତୃତୀୟ ଲହରର ଆତଙ୍କ। ବି-ଟାଉନ୍‌ରେ ବି କାୟା ମେଲାଇଛି ମାହାମାରୀ। ଜଣଙ୍କ ପରେ ଜଣେ ସେଲେବ୍ରିଟିଙ୍କୁ କରୁଛି ସଂକ୍ରମଣ। ଅଭିନେତା ଅଭିନେତ୍ରୀଙ୍କ ପରେ ଏବେ ପାଳି ନିର୍ଦ୍ଦେଶକଙ୍କ ପଡିଛି। ବଲିଉଡର ପ୍ରସିଦ୍ଧ ଅଭିନେତା ମଧୁର ଭଣ୍ଡାରକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, ‘ମୁଁ କରୋନା ପଜିଟିଭ ହୋଇଛି। କରୋନା ଟିକାର […]

Madhur Bhandarkar

Madhur Bhandarkar

Madhupriya Mistry
  • Published: Saturday, 08 January 2022
  • Updated: 08 January 2022, 05:50 PM IST

Sports

Latest News

ମୁମ୍ବାଇ: କଲବଲ କଲାଣି କରୋନା। ସାରା ବିଶ୍ୱରେ ତୃତୀୟ ଲହରର ଆତଙ୍କ। ବି-ଟାଉନ୍‌ରେ ବି କାୟା ମେଲାଇଛି ମାହାମାରୀ। ଜଣଙ୍କ ପରେ ଜଣେ ସେଲେବ୍ରିଟିଙ୍କୁ କରୁଛି ସଂକ୍ରମଣ। ଅଭିନେତା ଅଭିନେତ୍ରୀଙ୍କ ପରେ ଏବେ ପାଳି ନିର୍ଦ୍ଦେଶକଙ୍କ ପଡିଛି। ବଲିଉଡର ପ୍ରସିଦ୍ଧ ଅଭିନେତା ମଧୁର ଭଣ୍ଡାରକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍‌ କରି କହିଛନ୍ତି, 'ମୁଁ କରୋନା ପଜିଟିଭ ହୋଇଛି। କରୋନା ଟିକାର ଦୁଇଟି ଡୋଜ୍‌ ନେଇସାରିଛି। ମୋ ପାଖରେ କରୋନାର ସ୍ୱଳ୍ପ ଲକ୍ଷଣ ରହିଛି। ମୁଁ ନିଜକୁ ସମ୍ପୂର୍ଣ୍ଣ ରୂପେ ଆଇସୋଲେଟ୍‌ କରିଛି। ଯେଉଁମାନେ ଗତ କିଛି ଦିନ ହେବ ମୋ ସଂସ୍ପର୍ଶରେ ଥିଲେ, ସେମାନେ ନିଜ ନିଜର କରୋନା ଟେଷ୍ଟ କରିନିଅନ୍ତୁ। ଦୟାକରି ସୁରକ୍ଷିତ ରୁହନ୍ତୁ ଆଉ କରୋନା ପ୍ରଟୋକଲକୁ ପାଳନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।'

https://twitter.com/imbhandarkar/status/1479694558833168385?s=20

ଏହାବ୍ୟତୀତ ମଧୁର ଭଣ୍ଡାରକରଙ୍କ ପୂର୍ବରୁ ନିର୍ଦ୍ଦେଶକ ପ୍ରିୟଦର୍ଶନ ମଧ୍ୟ କରୋନା ପଜିଟିଭ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଅଭିନେତ୍ରୀ ମିଥିଲା ପାଲକର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ତାଙ୍କ ପାଖରେ କରୋନାର କିଛି ଲକ୍ଷଣ ନାହିଁ, ତଥା ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜକୁ କ୍ୱାରେଣ୍ଟାଇନ୍‌ କରିଥିବା କହିଛନ୍ତି। ଏଥିସହ ତାଙ୍କ ପରିବାର ଲୋକେ ପୂରାପୁରି ସୁସ୍ଥ ଥିବା ସେ କହିଛନ୍ତି।

ତାଙ୍କ ପୂର୍ବରୁ ସ୍ୱରା ଭାସ୍କର, ଅର୍ଜୁନ କପୁର, ଅଂଶୁଲା କପୁର, ନୋରା ଫତେହି, ମହେଶ ବାବୁ, କରୀନା କପୁର, ଅମୃତା ଅରୋରା, କୁବ୍ରା  ସେତ୍‌। କରୋନାର ତୃତୀୟ ଲହର ଭିତରେ ପୁଣି ଥରେ ଦେଶରେ ଲକଡାଉନ୍‌ ଲାଗିବା ଭଳି ପିରସ୍ଥିତି ଉପୁଜିଛି। ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଏହା ବ୍ୟତୀତ ଅନେକ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି କଟକଣା କଡାକଡି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story