ବିଗ୍‌ ବି'ଙ୍କ ଘର କାନ୍ଥ ଭାଙ୍ଗିବାରେ ବିଳମ୍ବ, ବାହାନା ଦେଖାଉଛି ବିଏମ୍‌ସି!

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ୍‌ ବଙ୍ଗଳା ‘ପ୍ରତୀକ୍ଷା’ର କାନ୍ଥ ଭାଙ୍ଗିବାରେ କାହିଁକି ହେଉଛି ବିଳମ୍ବ। ବୃହନ୍‌ମୁମ୍ବାଇ ମହାନଗର ପାଳିକା ଜାଣିଶୁଣି କାନ୍ଥ ଭାଙ୍ଗିବାରେ ବିଳମ୍ବ କରୁଛି। ବିଗ୍‌ ବିଙ୍କ ଘରର କାନ୍ଥ ଭାଙ୍ଗିବା ନେଇ ନାନା ବାହାନା କରୁଛି ବିଏମ୍‌ସି। ଏଭଳି କିଛି କହି ଆଜି ବିଏମ୍‌ସି ଉପରେ ବର୍ଷିଛନ୍ତି ମହାରାଷ୍ଟ୍ର ଲୋକାୟୁକ୍ତ ଜଷ୍ଟିସ୍ ଭି ଏମ କାନାଡେ। ପ୍ରକୃତରେ ରାସ୍ତା ଚଉଡା କରିବା ପାଇଁ ବଗ୍‌ ବିଙ୍କ ଘରର କାନ୍ଥି ଭାଙ୍ଗିବାକୁ କୁହାଯାଇଥିଲା। କାରଣ […]

Amitabh Bachchan

Amitabh Bachchan

Madhupriya Mistry
  • Published: Tuesday, 04 January 2022
  • Updated: 04 January 2022, 04:15 PM IST

Sports

Latest News

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ୍‌ ବଙ୍ଗଳା 'ପ୍ରତୀକ୍ଷା'ର କାନ୍ଥ ଭାଙ୍ଗିବାରେ କାହିଁକି ହେଉଛି ବିଳମ୍ବ। ବୃହନ୍‌ମୁମ୍ବାଇ ମହାନଗର ପାଳିକା ଜାଣିଶୁଣି କାନ୍ଥ ଭାଙ୍ଗିବାରେ ବିଳମ୍ବ କରୁଛି। ବିଗ୍‌ ବିଙ୍କ ଘରର କାନ୍ଥ ଭାଙ୍ଗିବା ନେଇ ନାନା ବାହାନା କରୁଛି ବିଏମ୍‌ସି। ଏଭଳି କିଛି କହି ଆଜି ବିଏମ୍‌ସି ଉପରେ ବର୍ଷିଛନ୍ତି ମହାରାଷ୍ଟ୍ର ଲୋକାୟୁକ୍ତ ଜଷ୍ଟିସ୍ ଭି ଏମ କାନାଡେ।

ପ୍ରକୃତରେ ରାସ୍ତା ଚଉଡା କରିବା ପାଇଁ ବଗ୍‌ ବିଙ୍କ ଘରର କାନ୍ଥି ଭାଙ୍ଗିବାକୁ କୁହାଯାଇଥିଲା। କାରଣ ତାଙ୍କ ଘରର କାନ୍ଥ ସରକାରୀ ସ୍ଥାନରେ ତିଆରି ହୋଇଛି। ଏହି କାନ୍ଥକୁ ଭାଙ୍ଗି ରାସ୍ତା ଚଉଡା କରିବାକୁ ବିଏମ୍‌ସିକୁ ପୂର୍ବରୁ ନିର୍ଦ୍ଦେଶ ରହିଥିଲା। ତେବେ ଏହି ନିର୍ଦ୍ଦେଶକୁ ପାଖାପାଖରେ ବର୍ଷେ ବିତିଗଲାଣି। ତଥାପି କାମ ହୋଇନି। ଏହାକୁ ନେଇ ଏବେ ମହାରାଷ୍ଟ୍ର ଲୋକୟୁକ୍ତ ବିରକ୍ତି ପ୍ରକାଶ କରିଛନ୍ତି।

ଗତ ମାସରେ ବିଏମସି କହିଥିଲା ଯେ ରାସ୍ତାର ପ୍ରଶସ୍ତିକରଣ ପାଇଁ କୌଣସି କଣ୍ଟ୍ରାକ୍ଟର ନ ଥିବାରୁ ଏହା ‘ପ୍ରତୀକ୍ଷା’ ଅଧୀନରେ ଥିବା ପ୍ଲଟକୁ ନିଜ ଅଧିନକୁ ଆଣିପାରିନି। ବିଏମସି କହିଛି ଯେ ଆସନ୍ତା ବର୍ଷରେ ଯେତେବେଳେ ଜଣେ କଣ୍ଟ୍ରାକ୍ଟର ନିଯୁକ୍ତ ହେବେ, ସେତେବେଳେ ଏହା ଘର କାନ୍ଥକୁ ଭାଙ୍ଗି ଜମି ଅଧିଗ୍ରହଣ କରିବ।

ଏହାର ଉତ୍ତରରେ ଜଷ୍ଟିସ କାନାଡେ କହିଛନ୍ତି, “ମୋ ମତରେ, ବିଏମସି ପାଚେରୀ ନଭାଙ୍ଗିବାର ଯେଉଁ କାରଣ ଦେଉଛି ତାହା ସଠିକ୍ ଭଳି ଲାଗୁନି। ଯେତେବେଳେ ବି ଏକ ସଡ଼କ ପ୍ରଶସ୍ତିକରଣ ପ୍ରକଳ୍ପ ନିଆଯାଏ, ସେତେବେଳେ ବିଏମସି ଦ୍ୱାରା ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା କରାଯାଏ ଏଥିରୁ ଜଣାପଡୁଛି ବିଏମସି ଅଯଥା ବାହାନା କରି ପାଚେରୀ ଭାଙ୍ଗିବାରେ ବିଳମ୍ବ କରୁଛି ।

ଅକ୍ଟୋବର ୨୦୨୧ରେ ନଗରପାଳିକାର କାର୍ଯ୍ୟାନୁଷ୍ଠାନ ଗ୍ରଣନ ନରକିବାକୁ ନେଇ ମହାରାଷ୍ଟ୍ର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିବା କଂଗ୍ରେସ କର୍ପୋରେଟର ଟ୍ୟୁଲିପ୍‌ ମିରାଣ୍ଡା କହିଛନ୍ତି, ୨୦୧୯ ରେ ବିଏମସି ବଚ୍ଚନଙ୍କ ବଙ୍ଗଳା ସହିତ ଲାଗି ରହିଥିବା ଏକ ପ୍ଲଟର କାନ୍ଥକୁ ଭାଙ୍ଗି ସେହି ଜମିର ଏକ ଅଂଶକୁ ରାସ୍ତା ଚଉଡା କରିବା ଉଦ୍ଦେଶ୍ୟରେ କବ୍‌ଜା କରିନେଇଥିଲା। କିନ୍ତୁ ଅଭିନେତାଙ୍କ ବଙ୍ଗଳାକୁ ସ୍ପର୍ଶ କରିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story