କଙ୍ଗନାଙ୍କ ପ୍ରେମରେ ପାଗଳ ଅନୀଲ, ସ୍ତ୍ରୀକୁ ଛାଡିବା ପାଇଁ ଥିଲେ ପ୍ରସ୍ତୁତ!

ମୁମ୍ବାଇ: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତଙ୍କ ପ୍ରେମରେ ପାଗଳ ଥିଲେ ମିଷ୍ଟର ଝକାସ୍‌। କଙ୍ଗନାଙ୍କୁ ବିବାହ କରିବା ପାଇଁ ମନ ବଳାଇଥିଲେ ଅଭିନେତା ଅନୀଲ କପୁର। କଙ୍ଗନାଙ୍କୁ ପାଇବା ପାଇଁ ସେ ସବୁ କିଛି କରିବାକୁ ଥିଲେ ପ୍ରସ୍ତୁତି। ଏପରିକି ନିଜ ୩୮ ବର୍ଷର ସମ୍ପର୍କକୁ ବି ଭାଙ୍ଗିବାକୁ ପ୍ରସ୍ତୁତ ହୋଇଯାଇଥିଲେ ମିଷ୍ଟର ଇଣ୍ଡିଆ। କଙ୍ଗନାଙ୍କୁ ବିବାହ କରିବା ପାଇଁ ପତ୍ନୀ ସୁନୀତାଙ୍କୁ ଝାଡପତ୍ର ଦେବାକୁ ମନ ବଳାଇଥିଲେ। ଏକଥା ଆମେ କହୁନୁ ଖୋଦ ଅନୀଲ […]

Anil kapoor and kangana

Anil kapoor and kangana

Madhupriya Mistry
  • Published: Wednesday, 22 December 2021
  • Updated: 22 December 2021, 01:07 PM IST

Sports

Latest News

ମୁମ୍ବାଇ: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତଙ୍କ ପ୍ରେମରେ ପାଗଳ ଥିଲେ ମିଷ୍ଟର ଝକାସ୍‌। କଙ୍ଗନାଙ୍କୁ ବିବାହ କରିବା ପାଇଁ ମନ ବଳାଇଥିଲେ ଅଭିନେତା ଅନୀଲ କପୁର। କଙ୍ଗନାଙ୍କୁ ପାଇବା ପାଇଁ ସେ ସବୁ କିଛି କରିବାକୁ ଥିଲେ ପ୍ରସ୍ତୁତି। ଏପରିକି ନିଜ ୩୮ ବର୍ଷର ସମ୍ପର୍କକୁ ବି ଭାଙ୍ଗିବାକୁ ପ୍ରସ୍ତୁତ ହୋଇଯାଇଥିଲେ ମିଷ୍ଟର ଇଣ୍ଡିଆ। କଙ୍ଗନାଙ୍କୁ ବିବାହ କରିବା ପାଇଁ ପତ୍ନୀ ସୁନୀତାଙ୍କୁ ଝାଡପତ୍ର ଦେବାକୁ ମନ ବଳାଇଥିଲେ। ଏକଥା ଆମେ କହୁନୁ ଖୋଦ ଅନୀଲ କପୁର ଏହା କହିଛନ୍ତି। ତାଙ୍କର ଏଭଳି ଏକ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘କଫି ୱିଥ୍ କରନ’ ସିଜନ୍ ୩ ଶୋ'ରେ ଯୋଗଦେଇ ଅନୀଲ ଏହି କଥା କହିଥିଲେ। କରଣ ଜୋହରଙ୍କ ଟକ୍ ସୋ 'କଫି ୱିଥ କରନ'ରେ ସମସ୍ତ ବି-ଟାଉନ୍ ସେଲେବ୍ରିଟିମାନେ ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବଡ଼ ବଡ଼  ଖୁଲାସା କରିଛନ୍ତି। ଅନୀଲ କପୁର, କଙ୍ଗନା ରାନାୱତ ଏବଂ ସଞ୍ଜୟ ଦତ୍ତ ମଧ୍ୟ ୨୦୧୦ରେ ଏକାଠି ଏହି ଶୋ’ରେ ପହଞ୍ଚିଥିଲେ। କରଣ ଜୋହର ଏହି ସେଲେବ୍ରିଟିଙ୍କୁ ମଧ୍ୟ ନିଜ ପ୍ରଶ୍ନ ବାଣରେ ଘାଇଲା କରିଥିଲେ। କିନ୍ତୁ କରଣ କରିଥିବା ଏକ ପ୍ରଶ୍ନରେ ଅନିଲ କପୁର ଦେଇଥିବା ଉତ୍ତର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Sonam Kapoor is missing dad Anil and sister Rhea. Mom Sunita has the best reaction - Movies News

ଶୋ'ର ‘ରାପିଡ୍ ଫାୟାର ରାଉଣ୍ଡ’ରେ ଅନୀଲ କପୁରଙ୍କୁ ପଚରାଯାଇଥିଲା ଯେ ଏପରି କେଉଁ ମହିଳା ଅଛନ୍ତି, ଯାହାଙ୍କ ପାଇଁ ସେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଛାଡି ପାରିବେ। ଏହା ପରେ ଅନୀଲ କଙ୍ଗନାଙ୍କ ନାଁ ନେଇଥିଲେ। ଏହା ପରେ କରଣ କଙ୍ଗନାଙ୍କୁ କହିଥିଲେ ଯେ ତୁମେ ଚିନ୍ତା କରିବା ଉଚିତ୍। ଏହି ଭିଡିଓ ଦେଖି ଜଣା ପଡୁଛି ଯେ ସେ ଏହାକୁ ଥଟ୍ଟାରେ କହିଥିଲେ। ଏହି ଏପିସୋଡଟି ୨୦୧୦ ଡିସେମ୍ବର ୧୨ରେ ପ୍ରସାରିତ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଅନୀଲ କପୁର ୧୯୮୪ରେ ପତ୍ନୀ ସୁନୀତାଙ୍କୁ ବିବାହ କରିଥିଲେ। ସେତେବେଳେ ସୁନୀତା ଜଣେ ମଡେଲ ଥିଲେ ଏବଂ ତାଙ୍କ ବାପା ଜଣେ ବ୍ୟାଙ୍କର ଥିଲେ। ବର୍ତ୍ତମାନ ସୁନୀତା କଷ୍ଟୁମ୍ ଡିଜାଇନର୍ ଭାବେ ସକ୍ରିୟ ଅଛନ୍ତି। ଦୁଇ ଝିଅ ସୋନମ କପୁର ଏବଂ ରିୟା କପୁରଙ୍କ ବ୍ୟତୀତ ସେମାନଙ୍କର ଏକ ପୁଅ ହର୍ଷବର୍ଦ୍ଧନ କପୁର ମଧ୍ୟ ଅଛନ୍ତି।

https://twitter.com/Sharanyashettyy/status/1284566885070073856?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story