ସରପ୍ରାଇଜ ଦେଲେ ଶାହାରୁଖ, କହିଲେ-ଟିକେ ଅପେକ୍ଷା କରିବାକୁ ପଡିବ

ମୁମ୍ବାଇ: ଦୀର୍ଘ ଦିନରେ ପରେ ସର୍‌ପ୍ରାଇଜ ଦେଲେ ବଲିଉଡର କିଙ୍ଗ ଖାନ୍‌ ଶାହାରୁଖ। ଦେଖାଇଲେ ନିଜର ଦମ୍‌ଦାର ଲୁକ୍‌। କିନ୍ତୁ ସମ୍ପୂର୍ଣ୍ଣ ସାମ୍ନାକୁ ଆସିଲେନି। ଫ୍ୟାନ୍‌ମାନଙ୍କୁ ଖୁସି ଦେଲେ କିନ୍ତୁ ଟିକେ ସସ୍‌ପେନ୍ସରେ ରଖିଦେଲେ। କହିଲେ ଏଥିପାଇଁ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ। ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ପଠାନ’ର ଟିଜର। ଏହି ଟିଜରର ଶାହାରୁଖ ଖାନ୍‌ଙ୍କ ଭଏସ୍‌ ଶୁଣିବାକୁ ମିଳିଛି କିନ୍ତୁ ତାଙ୍କ ଚେହେରା ସ୍ପଷ୍ଟ ଭାବେ ସାମ୍ନାକୁ ଆସିନି। ଟିଜରର ଆରମ୍ଭରେ […]

shah rukh khan

shah rukh khan

Madhupriya Mistry
  • Published: Wednesday, 02 March 2022
  • Updated: 02 March 2022, 04:05 PM IST

Sports

Latest News

ମୁମ୍ବାଇ: ଦୀର୍ଘ ଦିନରେ ପରେ ସର୍‌ପ୍ରାଇଜ ଦେଲେ ବଲିଉଡର କିଙ୍ଗ ଖାନ୍‌ ଶାହାରୁଖ। ଦେଖାଇଲେ ନିଜର ଦମ୍‌ଦାର ଲୁକ୍‌। କିନ୍ତୁ ସମ୍ପୂର୍ଣ୍ଣ ସାମ୍ନାକୁ ଆସିଲେନି। ଫ୍ୟାନ୍‌ମାନଙ୍କୁ ଖୁସି ଦେଲେ କିନ୍ତୁ ଟିକେ ସସ୍‌ପେନ୍ସରେ ରଖିଦେଲେ। କହିଲେ ଏଥିପାଇଁ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ।

ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ 'ପଠାନ'ର ଟିଜର। ଏହି ଟିଜରର ଶାହାରୁଖ ଖାନ୍‌ଙ୍କ ଭଏସ୍‌ ଶୁଣିବାକୁ ମିଳିଛି କିନ୍ତୁ ତାଙ୍କ ଚେହେରା ସ୍ପଷ୍ଟ ଭାବେ ସାମ୍ନାକୁ ଆସିନି। ଟିଜରର ଆରମ୍ଭରେ ଜନ୍‌ ଅବ୍ରାହମ ନଜର ଆସିଥିବା ବେଳେ ତାଙ୍କ ପରେ ପରେ ନଜର ଆସିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଏହାପରେ ଶେଷରେ ଏଣ୍ଟ୍ରି କରୁଛନ୍ତି ଶାହାରୁଖ। ତେବେ ତାଙ୍କ ମୁହଁ କିନ୍ତୁ ଅନ୍ଧର ଭିତରେ ଲୁଚି ରହିଛି କେବଳ ତାଙ୍କ ଛାଇ ଦୃଶ୍ୟମାନ ହେଉଛି।

ଟିଜର ସହ ଫିଲ୍ମର ରିଲିଜ ଡେଟ୍‌ ମଧ୍ୟ ଘୋଷଣା ହୋଇଛି। ଏହି ଫିଲ୍ମ ଜରିଆରେ ବହୁ ଦିନ ପରେ ପରଦାରେ ନଜର ଆସିବେ ବଲିଉଡର କିଙ୍ଗ ଖାନ୍ ଶାହରୁଖ । ପୂର୍ବରୁ ଫିଲ୍ମପ୍ରେମୀମାନେ ‘ପଠାନ’ କେବେ ରିଲିଜ୍ ହେବ ସେନେଇ ଅପେକ୍ଷା କରି ରହିଥିଲେ। ଏବେ କିନ୍ତୁ ଏହାର ଖୁଳାସା ହୋଇଛି। ଶାହରୁଖ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଜଣାଇଛନ୍ତି।

ତାଙ୍କ ପୋଷ୍ଟରୁ ଜଣାପଡ଼ିଛି ଯେ, ଆସନ୍ତାବର୍ଷ ଜାନୁଆରୀ ମାସ ୨୫ ତାରିଖରେ ଫିଲ୍ମ 'ପଠାନ୍' ପରଦାକୁ ଆସିବ । ବହୁ ସମୟ ଧରି କିଙ୍ଗ ଖାନଙ୍କ କୌଣସି ଫିଲ୍ମ ଜରିଆରେ ପରଦା ଉପରକୁ ଆସିନଥିବାରୁ ତାଙ୍କ ଫ୍ୟାନ୍‌ମାନେ ସେ କେବେ ଆସିବେ ତାକୁ ନେଇ ଅପେକ୍ଷା କରି ରହିଥିଲେ।

ଟ୍ୱିଟର ପୋଷ୍ଟରେ ଶାହରୁଖ ଫିଲ୍ମ ଟିଜରକୁ ପୋଷ୍ଟ କରି ଲେଖିଛନ୍ତି- ‘ମୁଁ ଜାଣିଛି ବହୁତ ବିଳମ୍ବ ହୋଇଗଲା। କିନ୍ତୁ ଆପଣମାନେ ତାରିଖକୁ ଭଲଭାବେ ମନେ ରଖନ୍ତୁ । 'ପଠାନ'ର କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ୨୦୨୩ ଜାନୁଆୀ ୨୫ରେ ଆମେ ହଲ୍‌ରେ ଦେଖା ହେବା।'

https://twitter.com/iamsrk/status/1498901170399879170?s=20&t=a-3KZt7ox4sw11dMukNsHg

ୟଶରାଜ ଫିଲ୍ମ ପ୍ରଡକ୍ସନ ବ୍ୟାନରରେ ତିଆରି ଫିଲ୍ମ 'ପଠାନ'ର ଲିଡ୍‌ ରୋଲରେ ଶାହାରୁଖ ଖାନ୍‌ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ୍‌। ଏଥିସହ ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ଜନ୍‌ ଅବ୍ରାହମ। ଏହି ଫିଲ୍ମରେ ଅତିଥି କଳାକାର ରୂପେ ସଲମାନ ଖାନ୍‌ ମଧ୍ୟ ନଜର ଆସିବେ। ଫିଲ୍ମଟିକୁ ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ରିଲିଜ କରାଯିବ।

https://youtu.be/Ymu9wVN7pWs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story