‘ପବନ କଲ୍ୟାଣ ଓ ରାମ ଗୋପାଲ ପେଡ୍‌ ଏଜେଣ୍ଟ, ମହିଳାଙ୍କୁ ଅସ୍ତ୍ର ଭଳି ବ୍ୟବହାର କରନ୍ତି’

ମୁମ୍ବାଇ: ‘ସାଉଥ ସୁପରଷ୍ଟାର ପବନ କଲ୍ୟାଣ ଜଣେ ପେଡ୍‌ ଏଜେଣ୍ଟ। କେବଳ ସେ ନୁହଁନ୍ତି ବଲିଉଡର ବିବାଦୀୟ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ମଧ୍ୟ ଜଣେ ପେଡ୍‌ ଏଜେଣ୍ଟ। ଉଭୟଙ୍କ ମହିଳାମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି।’ ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପୁନମ୍‌ କୌର୍‌। ସୋଶାଲ ମିଡିଆରେ ଅଭିନେତ୍ରୀ ପୁଣମ କୌର୍‌ ବେଶ୍‌ ସକ୍ରିୟ।  ନିକଟରେ ଅଭିନେତ୍ରୀ ପୁନମ ବିବାଦୀୟ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ଟାର୍ଗେଟ କରିଛନ୍ତି। ରାମ ଗୋପାଳ ବର୍ମାଙ୍କ […]

pawan kalyan and ram gopal

pawan kalyan and ram gopal

Madhupriya Mistry
  • Published: Saturday, 26 February 2022
  • Updated: 26 February 2022, 10:12 AM IST

Sports

Latest News

ମୁମ୍ବାଇ: ‘ସାଉଥ ସୁପରଷ୍ଟାର ପବନ କଲ୍ୟାଣ ଜଣେ ପେଡ୍‌ ଏଜେଣ୍ଟ। କେବଳ ସେ ନୁହଁନ୍ତି ବଲିଉଡର ବିବାଦୀୟ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ମଧ୍ୟ ଜଣେ ପେଡ୍‌ ଏଜେଣ୍ଟ। ଉଭୟଙ୍କ ମହିଳାମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି।’ ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପୁନମ୍‌ କୌର୍‌।

ସୋଶାଲ ମିଡିଆରେ ଅଭିନେତ୍ରୀ ପୁଣମ କୌର୍‌ ବେଶ୍‌ ସକ୍ରିୟ।  ନିକଟରେ ଅଭିନେତ୍ରୀ ପୁନମ ବିବାଦୀୟ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ଟାର୍ଗେଟ କରିଛନ୍ତି। ରାମ ଗୋପାଳ ବର୍ମାଙ୍କ ସହ ସେ ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ବାସ୍ତବରେ, ରାମ ଗୋପାଳ ବର୍ମା, ପବନ କଲ୍ୟାଣ ଏବଂ ତାଙ୍କ ଭାଷଣକୁ ପ୍ରଶଂସା କରିଥିଲେ, ଯାହା ପରେ ଅଭିନେତ୍ରୀ ପୁନମ୍ ଉଭୟଙ୍କ ବିରୋଧରେ ସୋଶାଲ ମିଡିଆ ଜରିଆରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

ନିକଟରେ ରାମ ଗୋପାଳ ବର୍ମା ଟ୍ୱିଟରରେ ପବନ କଲ୍ୟାଣଙ୍କୁ ପ୍ରଶଂସା କରିଥିଲେ। ଏଥିସହ ତାଙ୍କ ଭାଷଣର ୟୁଟ୍ୟୁବ ଲିଙ୍କ ଶେଆର କରିଥିଲେ। ଏଥିରେ କ୍ୟାପସନ୍ ଦେଇ ରାମ ଗୋପାଳ ବର୍ମା ଲେଖିଥିଲେ - 'ଏହି ଭାଷଣ ବର୍ତ୍ତମାନ ପର୍ଯ୍ୟନ୍ତ ପବନ କଲ୍ୟାଣଙ୍କର ସର୍ବୋତ୍ତମ ଭାଷଣ।' ରାମ ଗୋପାଲ ବର୍ମାଙ୍କ ଏହି ଟ୍ୱିଟ୍ ଦେଖିବା ପରେ ଅଭିନେତ୍ରୀ ପୁନମ ନିରାଶ ହୋଇଥିଲେ। ସେ ତାଙ୍କ ପୋଷ୍ଟରେ ରିଆକ୍ଟ କରିଥିଲେ।

ପୁନମ ଏଥିରେ ରି-ଟ୍ୱିଟ୍ କରି ନିଜ ଅସନ୍ତୋଷ ଜାହିର କରିଛନ୍ତି। ସେ ଲେଖିଛନ୍ତି ‘ଜଣେ ନିର୍ଦ୍ଦେଶକ ତାଙ୍କ ବାସ୍ତବ ଜୀବନରେ ଅପବ୍ୟବହାର କରନ୍ତି ଏବଂ ତା’ପରେ ଅନ୍ୟ ଏକ କୋଣକୁ ଯାଇ ହସନ୍ତି, ଅନ୍ୟ ଜଣେ ନିର୍ଦ୍ଦେଶକ ତଥା ଅଭିନେତା ରାଜନୈତିକ ଦୃଷ୍ଟିରୁ ଯେକୌଣସି ବ୍ୟକ୍ତିଙ୍କୁ ଅପମାନିତ କରିବା ପାଇଁ କିଛି ବି କରିପାରନ୍ତି ଏବଂ ତା’ପରେ ନିଜ କାମ ହାସଲ କରିବା ପରେ ଟ୍ୱିଟରରେ ହସନ୍ତି, ଉଭୟ ପେଡ୍‌ ଏଜେଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି। ଏମାନେ ମହିଳାମାନଙ୍କୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି।’ ପୁନମଙ୍କ ଏଭଳି ଟ୍ୱିଟ୍‌ ଦେଖି ଯେ କେହିବି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି।

ପବନ କଲ୍ୟାଣ ସାଉଥର କେତେ ସଫଳ ଆଉ ବଡ ଅଭିନେତା ତାହା ଆଉ କାହାକୁ ଅଛପା ନାହିଁ। ସେ ଜଣେ ସୁପରଷ୍ଟାର ହେବା ସହ ଜଣେ ରାଜନେତା ମଧ୍ୟ। ସେ ଜନସେନା ପାର୍ଟିର ମୁଖ୍ୟ। ନିକଟରେ ପବନ କଲ୍ୟାଣ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତାଙ୍କର ଜଣେ ଫ୍ୟାନ୍‌ଙ୍କ ପାଇଁ ସେ ନିଜ କାର୍‌ରୁ ଖସି ପଡିଥିଲେ। ତେବେ ଏଥିରେ ସେ ସାମାନ୍ୟ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story