୧୧୦ କୋଟିରେ ବିକ୍ରି ହେବ ଆଲିଆ-ରଣବୀରଙ୍କ ବିବାହ ଭିଡିଓ!

ମୁମ୍ବାଇ: ସାତ ଜନ୍ମର ସାଥୀ ହେବେ ଆଲିଆ-ରଣବୀର। ବାଜିବ ଶାହାନାଇ, ପଡିବ ହାତଗଣ୍ଠି। ଆଜି ଦୁହେଁ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡରୁ ସାଜିବେ ପତିପତ୍ନୀ। ଏହି ବିବାହ ଉପରେ ଏବେ ସମସ୍ତଙ୍କ ନଜର। ବିବାହର ଫଟୋ କିମ୍ବା ଭିଡିଓ ଟିକେ ପାଇବା ପାଇଁ ଲାଗିପଡିଛନ୍ତି ସମସ୍ତେ। କିନ୍ତୁ ଏହି ବିବାହକୁ ପୂରାପୁରି ସିକ୍ରେଟ ରଖାଯାଇଛି। ବିବାହର ଫଟୋ ହେଉ ଅବା ଭିଡିଓ ଯେପରି ଲିକ୍‌ ନହୁଏ ସେଥିପାଇଁ ହୋଇଛି କଡା ବନ୍ଦୋବସ୍ତ। ଏହାରି ଭିତିରେ କ୍ୟାଟ୍ରିନା ଓ ବିକ୍କି କୌଶାଲଙ୍କ […]

Alia and Ranbir-1

Alia and Ranbir-1

Madhupriya Mistry
  • Published: Thursday, 14 April 2022
  • Updated: 14 April 2022, 03:01 PM IST

Sports

Latest News

ମୁମ୍ବାଇ: ସାତ ଜନ୍ମର ସାଥୀ ହେବେ ଆଲିଆ-ରଣବୀର। ବାଜିବ ଶାହାନାଇ, ପଡିବ ହାତଗଣ୍ଠି। ଆଜି ଦୁହେଁ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡରୁ ସାଜିବେ ପତିପତ୍ନୀ। ଏହି ବିବାହ ଉପରେ ଏବେ ସମସ୍ତଙ୍କ ନଜର। ବିବାହର ଫଟୋ କିମ୍ବା ଭିଡିଓ ଟିକେ ପାଇବା ପାଇଁ ଲାଗିପଡିଛନ୍ତି ସମସ୍ତେ। କିନ୍ତୁ ଏହି ବିବାହକୁ ପୂରାପୁରି ସିକ୍ରେଟ ରଖାଯାଇଛି। ବିବାହର ଫଟୋ ହେଉ ଅବା ଭିଡିଓ ଯେପରି ଲିକ୍‌ ନହୁଏ ସେଥିପାଇଁ ହୋଇଛି କଡା ବନ୍ଦୋବସ୍ତ। ଏହାରି ଭିତିରେ କ୍ୟାଟ୍ରିନା ଓ ବିକ୍କି କୌଶାଲଙ୍କ ଭଳି ନିଜ ବିବାହର ଫଟୋ ଓ ଭିଡିଓକୁ ଓଟିଟି ପ୍ଲାଟଫର୍ମକୁ ବିକ୍ରି କରିଦେଇଥିବା କୁହାଯାଉଛି।

ଏକ ବଡ ପ୍ଳାଟଫର୍ମରେ ଆଲିଆ-ରଣବୀର ନିଜ ବିବାହର ଫଟୋ ଓ ଭିଡିଓକୁ ବିକ୍ରି କରିଦେଇଥିବା ଶୁଣିବାକୁ ମିଳୁଛି। ବଲିଉଡର ଲାଇଫ୍‌ର ରିପୋର୍ଟ ଅନୁଯାୟୀ, ମାସକ ପରେ ଆଲିଆ-ରଣବୀରଙ୍କ ବିବାହର ଫଟୋ ଓ ଭିଡିଓକୁ ଓଟିଟି ପ୍ଲାଟଫର୍ମରେ ଲାଇଭ୍‌ କରାଯିବ। ନିଜ ବିବାହର ଫୁଟେଜକୁ ଏହି ଦୁଇ ଯୋଡି ପ୍ରାୟ ୯୦ରୁ ୧୧୦ କୋଟି ଟଙ୍କାରେ ବିକ୍ରି କରିଥିବା କୁହାଯାଉଛି। ତେବେ ଏନେଇ କୌଣସି ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଆଉ କିଛି ସମୟ ପରେ ଆଲିଆ-ରଣବୀର ସାତଫେରା ନେବେ। ଏହି ବିଗ୍‌ବଜେଟ୍‌ ବିବାହରେ କେବଳ ଉଭୟଙ୍କ ପରିବାର ଲୋକେ ଓ କିଛି ଘନିଷ୍ଠ ବନ୍ଧୁବାନ୍ଧବଙ୍କୁ ହିଁ ଆମନ୍ତ୍ରିତ କରାଯାଇଛି। ଭଭୟଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍‌ ଓ ତାଙ୍କ ପରିବାର ଲୋକେ ବେଶ୍‌ ଉତ୍ସାହିତ ଅଛନ୍ତି। ଗତକାଲି ରଣବୀର ଆଲିଆଙ୍କ ମେହେନ୍ଦି ଥିଲା ଆଉ ଆଜି ହଳଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story