ହସ୍ପିଟାଲରେ ରଣଦୀପ ହୁଡ୍ଡା, ହେଲା ସର୍ଜରୀ

ମୁମ୍ବାଇ: ନିଜର ଦମ୍‌ଦାର ଅଭିନୟ ଓ ଡାଏଲଗ ଡେଲିଭରି ପାଇଁ ଜଣାଶୁଣା ଅଭିନେତା ରଣଦୀପ ହୁଡ୍ଡା। ଯେତେବେଳେ ବି ସେ ପରଦାକୁ ଆସନ୍ତୁ ଫ୍ୟାନ୍‌ମାନଙ୍କ ସହ ସମୀକ୍ଷକମାନେ ମଧ୍ୟ ତାଳି ମାରିବାକୁ ବାଧ୍ୟ ହୋଇପଡନ୍ତି। ନିଜର ଅଭିନୟ ଜାଦୁରେ ଲୋକଙ୍କୁ ବାନ୍ଧି ରଖନ୍ତି ରଣଦୀପ। ଏବେ କିନ୍ତୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନେଇ ଆସିଛି ଏକ ବଡ ଖବର। ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହୋଇଛି। ରଣଦୀପ ଗତ କିଛି ମାସ ହେଲା ତାଙ୍କ ଅପକମିଂ […]

Randeep Hodda

Randeep Hodda

Madhupriya Mistry
  • Published: Thursday, 03 March 2022
  • Updated: 03 March 2022, 06:17 PM IST

Sports

Latest News

ମୁମ୍ବାଇ: ନିଜର ଦମ୍‌ଦାର ଅଭିନୟ ଓ ଡାଏଲଗ ଡେଲିଭରି ପାଇଁ ଜଣାଶୁଣା ଅଭିନେତା ରଣଦୀପ ହୁଡ୍ଡା। ଯେତେବେଳେ ବି ସେ ପରଦାକୁ ଆସନ୍ତୁ ଫ୍ୟାନ୍‌ମାନଙ୍କ ସହ ସମୀକ୍ଷକମାନେ ମଧ୍ୟ ତାଳି ମାରିବାକୁ ବାଧ୍ୟ ହୋଇପଡନ୍ତି। ନିଜର ଅଭିନୟ ଜାଦୁରେ ଲୋକଙ୍କୁ ବାନ୍ଧି ରଖନ୍ତି ରଣଦୀପ। ଏବେ କିନ୍ତୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନେଇ ଆସିଛି ଏକ ବଡ ଖବର। ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହୋଇଛି।

ରଣଦୀପ ଗତ କିଛି ମାସ ହେଲା ତାଙ୍କ ଅପକମିଂ ଫିଲ୍ମ 'ଇନ୍‌ସ୍ପେକ୍ଟର ଅଭିନାଶ'ର ଶୁଟିଂରେ ବ୍ୟସ୍ତ ଥିଲେ। ତେବେ ଟାଇମ୍‌ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବକ, ଏକ ଆକ୍ସନ ସିନ୍‌ର ଶୁଟିଂ ବେଳେ ସେ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ ଗୁରୁତରେ ଆଘାତ ଲାଗିଛି। ଭୟଙ୍କର ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁମ୍ବାଇ ସ୍ଥିତ କୋକିଲାବେନ୍‌ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ମାର୍ଚ୍ଚ ୧ ତାରିଖାରେ ତାଙ୍କ ଆଣ୍ଠୁର ସର୍ଜରୀ ହୋଇଛି। ତେବେ ରଣଦୀପ କିମ୍ବା ତାଙ୍କ ଟିମ୍‌ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ।

Randeep Hooda undergoes knee surgery, to be discharged soon - Clipper28  Digital Media

ରଣଦୀପ ଏହା ପୂର୍ବରୁ ୨୦୦୮ରେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏକ ପୋଲୋ ଗେମ୍‌ ବେଳେ ତାଙ୍କ ଘୋଡା ଖସି ଯାଇଥିଲା ଏବଂ ତାଙ୍କ ଗୋଡ ଉପରେ ପଡିଥିଲା। ଏଥିଯୋଗୁଁ ତାଙ୍କ ଗୋଡରେ ସର୍ଜରୀ ପରେ ପ୍ଲେଟ୍‌ ଲାଗିଥିଲା। ତେବେ ବର୍ଷକ ଭିତରେ ଏହି ପ୍ଲେଟ ବାହାର କରିବାର ଥିଲା କିନ୍ତୁ ସେ ଦୀର୍ଘ ୧୨ ବର୍ଷ ଯାଏ ଗୋଡରେ ଲାଗିଥିବା ପ୍ଲେଟ୍‌ ବାହାର କରିପାରି ନଥିଲେ। ପରେ ତାଙ୍କ ଗୋଡ ଭିତରେ ଇନ୍‌ଫେକସନ୍‌ ହୋଇଯାଇଥିଲା। ଏହାପରେ ୨୦୨୦ରେ ତାଙ୍କ ଗୋଡର ସର୍ଜରୀ କରାଯାଇଥିଲା ବୋଲି ଏକ ସାକ୍ଷାତକାର୍‌ରେ କହିଥିଲେ ରଣଦୀପ।

୨୦୦୧ରେ 'ମନସୁନ ୱେଡିଂ'ରୁ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ ରଣଦୀପ ହୁଡ୍ଡା। ତେବେ ବଲିଉଡରେ କାମ କରିବା ପୂର୍ବରୁ ରଣଦୀପ ଥିଏଟରରେ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story