ଦୀପିକାଙ୍କୁ ଛାଡ଼ି ରାଖୀଙ୍କୁ କୁଣ୍ଢେଇ ପକାଇଲେ ରଣବୀର

ମୁମ୍ବାଇ: ବଲିଉଡର ବାଜିରାଓ ରଣବୀର ସିଂହ। ସେ ତାଙ୍କ ଏନରଜେଟିକ୍‌ ଷ୍ଟାଇଲ୍‌ ଓ ନିଜ ଫ୍ୟାଶନ ଷ୍ଟେଟ୍‌ମେଣ୍ଟକୁ ନେଇ ସର୍ବଦା ଲାଇମ୍‌ ଲାଇଟ୍‌ରେ ରୁହନ୍ତି। ତେବେ ନିଜ ପତ୍ନୀ ଦୀପିକା ପାଦୁକୋନ୍‌ଙ୍କ ପାଇଁ ପାଗଳ ଥିବା ରଣବୀର ଏବେ ତାଙ୍କୁ ଛାଡି ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱାନ୍ତଙ୍କୁ କୁଣ୍ଢେଇ ପକାଇଛନ୍ତି। ସମସ୍ତଙ୍କ ସାମ୍ନାରେ ରାଖୀଙ୍କ ସହ ଡ୍ୟାନ୍ସ କରିବା ସହ ତାଙ୍କୁ କରିଛନ୍ତି ଆଲିଙ୍ଗନ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଦୃଶ୍ୟ ଦେଖିବା […]

ranveer-singh and rakhi shawant

ranveer-singh and rakhi shawant

Madhupriya Mistry
  • Published: Monday, 07 March 2022
  • Updated: 07 March 2022, 02:39 PM IST

Sports

Latest News

ମୁମ୍ବାଇ: ବଲିଉଡର ବାଜିରାଓ ରଣବୀର ସିଂହ। ସେ ତାଙ୍କ ଏନରଜେଟିକ୍‌ ଷ୍ଟାଇଲ୍‌ ଓ ନିଜ ଫ୍ୟାଶନ ଷ୍ଟେଟ୍‌ମେଣ୍ଟକୁ ନେଇ ସର୍ବଦା ଲାଇମ୍‌ ଲାଇଟ୍‌ରେ ରୁହନ୍ତି। ତେବେ ନିଜ ପତ୍ନୀ ଦୀପିକା ପାଦୁକୋନ୍‌ଙ୍କ ପାଇଁ ପାଗଳ ଥିବା ରଣବୀର ଏବେ ତାଙ୍କୁ ଛାଡି ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱାନ୍ତଙ୍କୁ କୁଣ୍ଢେଇ ପକାଇଛନ୍ତି। ସମସ୍ତଙ୍କ ସାମ୍ନାରେ ରାଖୀଙ୍କ ସହ ଡ୍ୟାନ୍ସ କରିବା ସହ ତାଙ୍କୁ କରିଛନ୍ତି ଆଲିଙ୍ଗନ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଦୃଶ୍ୟ ଦେଖିବା ପରେ ଦୀପିକାଙ୍କ ଫ୍ୟାନ୍‌ମାନେ ରାଗି ଯାଇଛନ୍ତି। ଆଉ ରଣବୀରଙ୍କୁ କରିଛନ୍ତି ଜୋରଦାର କମେଣ୍ଟ।

ରାଖୀ ସାୱାନ୍ତ ଓ ରଣବୀର ସିଂହ। ନିଜ ଡ୍ରେସଂ ସେନ୍ସକୁ ନେଇ ରଣବୀର ସର୍ବଦା ଲାଇମଲାଇଟ୍‌ରେ ରହୁଥିବା ବେଳେ ରଖୀ ମଧ୍ୟ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରୁହନ୍ତି। କିଏ କାହାଠାରୁ କମ୍‌ ନୁହନ୍ତି। ନିକଟରେ ଏକ ଆୱାର୍ଡ ଫଙ୍କସନ୍‌ ବେଳେ ଏ ଦୁହିଁଙ୍କ ଭେଟଘାଟ ହୋଇଥିଲା। ପରସ୍ପରକୁ ଦେଖିବା ପରେ ଦୁହିଁଙ୍କ ଏକ୍ସାଇଟ୍‌ମେଣ୍ଟ ଏତେମାତ୍ରାରେ ବଢ଼ି ଯାଇଥିଲା ଯେ, ମିଡିଆ ସାମ୍ନାରେ ଏମାନେ ଜୋରଦାର ଡ୍ୟାନ୍ସ କରିବାକୁ ଲାଗିଥିଲେ।

Ranveer Singh, Rakhi Sawant set red carpet on fire at ITA awards, fans call them 'Ram-milayi jodi' - Hindustan Times

ନିଜ ନିଜ ଅନ୍ଦାଜରେ ଏମାନେ କରିଥିଲେ ମସ୍ତି। ଏହାପରେ ରଣବୀର ରଖୀଙ୍କୁ କୁଣ୍ଢେଇ ପକାଇଥିଲେ ଆଉ ଫଟୋ ପାଇଁ ମଜାଳିଆ ଢ଼ଙ୍ଗରେ ପୋଜ୍‌ ଦେଇଥିଲେ। ଏହି ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଛି। ଚାରିଆଡେ ଭାଇରାଲ ହେବାରେ ଲାଗିଛି ରଣବୀର ଓ ରାଖୀଙ୍କ ଏହି ଭିଡିଓ।

ୟୁଜର୍ସମାନେ ଏହି ଭିଡିଓ ଦେଖିବା ପରେ ରଣବୀରଙ୍କ ଏଭଳି କାରନାମା ପାଇଁ ତାଙ୍କୁ ଜୋରଦାର କମେଣ୍ଟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, 'ଆଜି ଦୀପିକା ତୁମକୁ ଘରେ ଏଣ୍ଟ୍ରି କରିବେ ନାହିଁ।' ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 'ଦୁଇ ଜୋକର ଏକାସହ। ଅନ୍ୟ କିଛି ଲୋକେ ରାଖୀଙ୍କୁ ଭେଟିବା ପରେ ରଣବୀରଙ୍କ ଏକ୍ସାଇଟମେଣ୍ଟ ଦୁଇଗୁଣା ବଢ଼ିଗଲା ବୋଲି କହିଛନ୍ତି।

ନିକଟରେ ITA ଆୱାଡ-୨୦୨୨ ଆୟୋଜିତ ହୋଇଥିଲା। ଏଥିରେ ରଣବୀର ସିଂହ ବ୍ୟତୀତ ଆଲିଆ ଭଟ୍ଟ, ରାଖୀ ସାୱାନ୍ତ ଓ ବଲିଉଡ ଓ ଟେଲିଭିଜନ ଜଗତର ଅନେକ ନାମୀ ଦାମୀ କଳାକାର ସାମିଲ ହୋଇଥିଲେ।

View this post on Instagram

A post shared by Viral Bhayani (@viralbhayani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story