ବର-କନ୍ୟା ବେଶରେ ସଲମାନ-ସୋନାକ୍ଷୀ!

ମୁମ୍ବାଇ: ବର ସାଜିଲେ ବଲିଉଡର ମୋଷ୍ଟ ଏଲିଜିବୁଲ ବ୍ୟାଚଲର ସଲମାନ ଖାନ୍‌। ଆଉ ତାଙ୍କ କନିଆଁ ସାଜିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ହୃଦୟ ଭାଙ୍ଗି ସୋନାକ୍ଷୀଙ୍କ ହାତ ଧରିଲେ ସଲମାନ। ଏକଥା ଆମେ କହୁନୁ, ସାମ୍ନାକୁ ଆସିଥିବା ସଲମାନ ଓ ସୋନାକ୍ଷୀଙ୍କ ବିବାହ ବେଳର ଫଟୋ କିଛି ଏଭଳି କହୁଛି। ଏହି ଫଟୋ ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ପ୍ରକୃତରେ ସୋଶାଲ ମିଡିଆରେ ଗତ କିଛି ଦିନ ହେବ ସଲମାନ ଓ […]

Salman Sonakhi

Salman Sonakhi

Madhupriya Mistry
  • Published: Wednesday, 09 March 2022
  • Updated: 09 March 2022, 12:21 PM IST

Sports

Latest News

ମୁମ୍ବାଇ: ବର ସାଜିଲେ ବଲିଉଡର ମୋଷ୍ଟ ଏଲିଜିବୁଲ ବ୍ୟାଚଲର ସଲମାନ ଖାନ୍‌। ଆଉ ତାଙ୍କ କନିଆଁ ସାଜିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ହୃଦୟ ଭାଙ୍ଗି ସୋନାକ୍ଷୀଙ୍କ ହାତ ଧରିଲେ ସଲମାନ। ଏକଥା ଆମେ କହୁନୁ, ସାମ୍ନାକୁ ଆସିଥିବା ସଲମାନ ଓ ସୋନାକ୍ଷୀଙ୍କ ବିବାହ ବେଳର ଫଟୋ କିଛି ଏଭଳି କହୁଛି। ଏହି ଫଟୋ ଏବେ ସମସ୍ତଙ୍କୁ ଚକିତ କରିଦେଇଛି।

ପ୍ରକୃତରେ ସୋଶାଲ ମିଡିଆରେ ଗତ କିଛି ଦିନ ହେବ ସଲମାନ ଓ ସୋନାକ୍ଷୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ବିବାହ ବେଳର କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସଲମାନ କୁଆଡେ ସୋନାକ୍ଷୀଙ୍କ ସହ ସାତ ଫେରା ନେଇସାରିଥିବା ଗୁଜବ ସୃଷ୍ଟି ହୋଇଛି। ତେବେ କିଛି ୟୁଜର୍ସ ସଲମାନ ଓ ସୋନାକ୍ଷୀଙ୍କ ଫଟୋକୁ ଏଡିଟ୍‌ କରି ଏଭଳି ଫେକ୍‌ ଫଟୋ ତିଆର କରିଛନ୍ତି। ଯାହାକୁ ନେଇ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

Sonakshi Sinha ने चोरी-छिपे रचाई Salman Khan से शादी? देखिए Exclusive तस्वीरें, सोशल मीडिया पर हुई वायरल - Khabar Bharat Tak

ଫଟୋରେ ସଲମାନ ଖାନ୍‌ ଓ ସୋନାକ୍ଷୀ ସିହ୍ନା ବର କନିଆଁ ବେଶରେ ନଜର ଆସିଛନ୍ତି। ଦୁହିଁଙ୍କ ବରଣମାଲା ମଧ୍ୟ ସରିଥିବା ଫଟୋରେ ଦେଖିବାକୁ ମିଳିଛି। ବ୍ରାଇଡାଲ୍‌ ଆଉଟ୍‌ଫିଟ୍‌ରେ ଦୁହେଁ ପରସ୍ପରକୁ ହାତ ଯୋଡି ନମସ୍କାର କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ଅଭିନେତା ବରୁଣ ଧୱନ୍‌ ଓ ନତାଶାଙ୍କ ବିବାହ ବେଳର ଫଟୋ ସହ ଏଡିଟ୍‌ କରାଯାଇଛି। ନିଜ ବିବାହରେ ସେମାନେ ଏଭଳି ହିଁ ପୋଜ୍‌ ଦେଇଥିଲେ। ଗତ କିଛି ଦିନ ପୂର୍ବେ ସଲମାନ ଓ ସୋନାକ୍ଷୀଙ୍କ ନିର୍ବନ୍ଧ ବେଳର ଫେକ୍‌ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିରେ ସଲମାନ ସୋନାକ୍ଷୀଙ୍କୁ ମୁଦି ପିନ୍ଧାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ମଧ୍ୟ ଫଟୋସପ୍‌ ଜରିଆରେ ଏଡିଟ୍‌ କରଯିଥିଲେ କିଛି ୟୁଜର୍ସ।

ସଲମାନ ଖାନ୍‌ ବଲିଉଡ ଇଣ୍ଡଷ୍ଟ୍ରିର ମୋଷ୍ଟ ଏଲିଜିବୁଲ ବ୍ୟାଚଲର ଅଟନ୍ତ। ତାଙ୍କ ବିବାହ କେବେ ହେବ? ଏହା ଟକ୍‌ ଅଫ୍‌ ଦି ଟାଉନ୍‌। ଅନେକ ଅଭିନେତ୍ରୀଙ୍କ ସହ ସଲମାନଙ୍କ ନାଁ ଯୋଡି ହୋଇଛି କିନ୍ତୁ ଏଯାଏଁ ଭାଇଜାନ କାହାକୁ ବି ନିଜ ସାତଜନ୍ମର ସାଥୀ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story