ଜେଲ୍‌ରେ ଜିଜୁ, ଶିଳ୍ପାଙ୍କୁ ସାନ୍ତ୍ୱନା ଦେଲେ ଭଉଣୀ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମି ରାଜ କୁନ୍ଦ୍ରା ଗିରଫ ପରେ ବି-ଟାଉନରେ ହଇଚଇ ସୃଷ୍ଟି ହୋଇଛି। ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ରାଜଙ୍କୁ ଗିରଫ କରାଯାଇଛି। ଏହାର ପ୍ରଭାବ ଏବେ ଶିଳ୍ପାଙ୍କ ଫିଲ୍ମୀ କ୍ୟାରିଅର ଉପରେ ପଡିଛି। ଏହରି ଭିତରେ ଶିଳ୍ପଙ୍କ ସପୋର୍ଟରେ ଆସିଛନ୍ତି ତାଙ୍କ ଉଭଣୀ ସମିତା। ଭିଣେଇ ଜେଲ୍‌ରେ ଥିବା ବେଳେ ସେ ଶିଳ୍ପାଙ୍କୁ ସାନ୍ତ୍ୱନା ଦେଇଛନ୍ତି। ଗତକାଲି ଅର୍ଥାତ ଶୁକ୍ରବାର ଦିନ ଶିଳ୍ପଙ୍କ ଫିଲ୍ମ ‘ହଙ୍ଗାମା-୨’ ରିଲିଜ ହୋଇଛି। ୧୪ ବର୍ଷ […]

shilpa-shamita

shilpa-shamita

Madhupriya Mistry
  • Published: Saturday, 24 July 2021
  • Updated: 24 July 2021, 03:20 PM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମି ରାଜ କୁନ୍ଦ୍ରା ଗିରଫ ପରେ ବି-ଟାଉନରେ ହଇଚଇ ସୃଷ୍ଟି ହୋଇଛି। ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ରାଜଙ୍କୁ ଗିରଫ କରାଯାଇଛି। ଏହାର ପ୍ରଭାବ ଏବେ ଶିଳ୍ପାଙ୍କ ଫିଲ୍ମୀ କ୍ୟାରିଅର ଉପରେ ପଡିଛି। ଏହରି ଭିତରେ ଶିଳ୍ପଙ୍କ ସପୋର୍ଟରେ ଆସିଛନ୍ତି ତାଙ୍କ ଉଭଣୀ ସମିତା। ଭିଣେଇ ଜେଲ୍‌ରେ ଥିବା ବେଳେ ସେ ଶିଳ୍ପାଙ୍କୁ ସାନ୍ତ୍ୱନା ଦେଇଛନ୍ତି।

ଗତକାଲି ଅର୍ଥାତ ଶୁକ୍ରବାର ଦିନ ଶିଳ୍ପଙ୍କ ଫିଲ୍ମ ‘ହଙ୍ଗାମା-୨’ ରିଲିଜ ହୋଇଛି। ୧୪ ବର୍ଷ ପରେ ଶିଳ୍ପା କମ୍‌ବ୍ୟାକ୍ କରିଛନ୍ତି । ଏହାକୁ ନେଇ ତାଙ୍କ ଭଉଣୀ ସମିତା ସୋଶାଲ ମିଡିଆରେ ଏକ ପୋଷ୍ଟ ସେଆର କରିଛନ୍ତି।

ସମିତା ଲେଖିଛନ୍ତି, ‘୧୪ ବର୍ଷ ପରେ ତୁମ ଫିଲ୍ମ ରିଲିଜ ହୋଇଛି । ଅଲ୍ ଦା ବେଷ୍ଟ ମାଇ ଡାର୍ଲିଂ। ମୁଁ ଜାଣିଛି ତୁମେ ବହୁତ ପରିଶ୍ରମ କରିଛ। ମୁଁ ତୁମ ସହ ସବୁବେଳେ ରହିଛି। ତୁମେ ଏବେ ନିଜ ଜୀବନର ଏକ କଠିନ ଦିଗ ଦେଇ ଗତି କରୁଛ। ବ୍ୟସ୍ତ ହୁଅନି, ତୁମେ ହାରିବନି ମୁଁ ଜାଣିଛି। ଏ ସମୟ ବି ଚାଲିଯିବ।’

ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ ୧୯ ତାରିଖରେ ଗତ ସୋମାବାର ଗରିଫ କରିଥିଲା। ଏହାପରେ ତାଙ୍କୁ ୨୭ ଯାଏ ପୁଲିସ ହେପଜାତକୁ ପଠାଇ ଦିଆଯାଇଛି। ତାଙ୍କ ବିରୋଧରେ ପୁଲିସ ହାତରେ ଅନେକ ପ୍ରମାଣ ରହିଛି। ସେପଟେ ଗତକାଲି ଶିଳ୍ପା ମଧ୍ୟ କ୍ରାଇମବ୍ରାଞ୍ଚର ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ମଧ୍ୟ ମୁମ୍ବାଇ କ୍ରାଇମବ୍ରାଂଚ ଏହି ମାମଲା ନେଇ ତନାଘନା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story