ସୁଶାନ୍ତଙ୍କ ଅପେକ୍ଷାରେ ଫଜ୍, ଆଜି ବି କବାଟ ଖୋଲିଲେ...

ନୂଆଦିଲ୍ଲୀ: ଆଉ ସପ୍ତାହେ ପରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ହୋଇଯିବ। ଆଉ ୟା ମଧ୍ୟରେ ତାଙ୍କ ମୃତ୍ୟୁ ମାମଲାରେ ଅନେକ ନୂଆ ଟ୍ୱିଷ୍ଟ୍ ଆସିଛି। ଏପରିକି ସିବିଆଇ ମଧ୍ୟ ଘଟଣାର ତଦନ୍ତ କରିବା ପାଇଁ ମାମଲା ରୁଜୁ କରିସାରିଛି। ତେବେ ଏ ସବୁ ବିଷୟରେ ଅଜ୍ଞ ସୁଶାନ୍ତ ସିଂହ ରାଜପୁତଙ୍କ ପୋଷା କୁକୁର ‘ଫଜ୍‌’ ତାଙ୍କ ଅପେକ୍ଷାରେ ରହିଛି। ସୁଶାନ୍ତ ସିଂହ ରାଜପୁତଙ୍କ ଭାଣିଜୀ ମଲ୍ଲିକା ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଜର […]

sushantsinghrajput

sushantsinghrajput

Jitendra Garnayak
  • Published: Friday, 07 August 2020
  • Updated: 07 August 2020, 09:57 AM IST

Sports

Latest News

ନୂଆଦିଲ୍ଲୀ: ଆଉ ସପ୍ତାହେ ପରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ହୋଇଯିବ। ଆଉ ୟା ମଧ୍ୟରେ ତାଙ୍କ ମୃତ୍ୟୁ ମାମଲାରେ ଅନେକ ନୂଆ ଟ୍ୱିଷ୍ଟ୍ ଆସିଛି। ଏପରିକି ସିବିଆଇ ମଧ୍ୟ ଘଟଣାର ତଦନ୍ତ କରିବା ପାଇଁ ମାମଲା ରୁଜୁ କରିସାରିଛି। ତେବେ ଏ ସବୁ ବିଷୟରେ ଅଜ୍ଞ ସୁଶାନ୍ତ ସିଂହ ରାଜପୁତଙ୍କ ପୋଷା କୁକୁର ‘ଫଜ୍‌’ ତାଙ୍କ ଅପେକ୍ଷାରେ ରହିଛି।

ସୁଶାନ୍ତ ସିଂହ ରାଜପୁତଙ୍କ ଭାଣିଜୀ ମଲ୍ଲିକା ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ପୋଷ୍ଟ୍ କରି ସେ ଲେଖିଛନ୍ତି ଯେ ଆଜି ବି ଯେତେବେଳେ କବାଟ ଖୋଲେ ଫଜ୍ ସେଆଡ଼କୁ ଦେଖେ।

ଏହା ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ମଧ୍ୟ ଫଜ୍‌ର ଏକ ଫଟୋ ସୋଶାଲ୍ ମିଡିଆରେ ଶେଆର୍ କରିଥିଲେ। ଏଥିରେ ଫଜକୁ ସୁଶାନ୍ତଙ୍କ ବାପା କେ. କେ ସିଂହଙ୍କ ସହିତ ଦେଖିବାକୁ ମିଳିଥିଲା।

View this post on Instagram

Dad with Fudge ❤️

A post shared by Shweta Singh kirti (@shwetasinghkirti) on

ବଞ୍ଚିଥିଲା ବେଳେ ସୁଶାନ୍ତ ବି ସୋଶାଲ୍ ମିଡିଆରେ ଫଜ୍‌ର ଭିଡିଓ ଓ ଫଟୋ ପୋଷ୍ଟ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story