ବ୍ରେକ୍‌ ଅପ୍‌ ପରେ ପାକିସ୍ତାନୀ ସିଙ୍ଗର୍‌ ପ୍ରେମରେ ସୁସ୍ମିତା!

ମୁମ୍ବାଇ: ପୁଣି ପ୍ରମେରେ ପଡିଲେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌। ନିକଟରେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ ଅପ୍‌ ହୋଇଥିଲେ। ଏନେଇ ସେ ନିଜେ ସୂଚନା ଦେଇଥିଲେ ଏବଂ ବ୍ରେକ୍‌ ଅପ୍‌ର କାରଣ କହି ନିଜ ଯନ୍ତ୍ରଣା ମଧ୍ୟ ବଖାଣିଥିଲେ। ତେବେ ବ୍ରେକ୍‌ ହେବାର ଦିନ କେଇଟା ପରେ ଏବେ ପୁଣି ପ୍ରେମରେ ପଡିଛନ୍ତି ଏହି ଅଭିନେତ୍ରୀ। ପ୍ରକୃତରେ ସୁସ୍ମିତା ପାକିସ୍ତାନୀ ସିଙ୍ଗରଙ୍କ ପ୍ରେମରେ ନୁହେଁ ତାଙ୍କ ଗୀତ ପ୍ରେମରେ ପଡିଛନ୍ତି। ସେ […]

Shusmita Sen

Shusmita Sen

Madhupriya Mistry
  • Published: Thursday, 06 January 2022
  • Updated: 06 January 2022, 05:01 PM IST

Sports

Latest News

ମୁମ୍ବାଇ: ପୁଣି ପ୍ରମେରେ ପଡିଲେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌। ନିକଟରେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ ଅପ୍‌ ହୋଇଥିଲେ। ଏନେଇ ସେ ନିଜେ ସୂଚନା ଦେଇଥିଲେ ଏବଂ ବ୍ରେକ୍‌ ଅପ୍‌ର କାରଣ କହି ନିଜ ଯନ୍ତ୍ରଣା ମଧ୍ୟ ବଖାଣିଥିଲେ। ତେବେ ବ୍ରେକ୍‌ ହେବାର ଦିନ କେଇଟା ପରେ ଏବେ ପୁଣି ପ୍ରେମରେ ପଡିଛନ୍ତି ଏହି ଅଭିନେତ୍ରୀ।

ପ୍ରକୃତରେ ସୁସ୍ମିତା ପାକିସ୍ତାନୀ ସିଙ୍ଗରଙ୍କ ପ୍ରେମରେ ନୁହେଁ ତାଙ୍କ ଗୀତ ପ୍ରେମରେ ପଡିଛନ୍ତି। ସେ ବ୍ରେକ୍‌ ଅପ୍‌ ପରେ ଆଜିକାଲି ସିଙ୍ଗର ଡାନୟାଲା ଜଫରଙ୍କ ଗୀତକୁ ରିପିଟ୍‌ ମୋଡ୍‌ରେ ଶୁଣୁଛନ୍ତି। ସୁସ୍ମିତାଙ୍କ ବ୍ୟତୀତ ତାଙ୍କ ଝିଅ ଅଲିଷାଙ୍କୁ ମଧ୍ୟ ଡାନୟାଲାଙ୍କ ଗୀତ ଉଡ୍‌ ଚଲିଏ... ଭାରି ପସନ୍ଦ। ଏନେଇ ଇନ୍‌ଷ୍ଟାଗ୍ରାମରେ ସୁସ୍ମିତା ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି।

ସେପଟେ ବଲିଉଡ ଡିଭା ସୁସ୍ମିତାଙ୍କୁ ନିଜ ଗୀତରେ ମଜା ନେଉଥିବା ଦେଖି ପାକିସ୍ତାନୀ ସିଙ୍ଗର ଡାନୟାଲା ବେଶ ଖସି ହୋଇପଡିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଭିଡିଓ ଶେଆର କରି ସୁସ୍ମିତା ଡାନୟାଲଙ୍କ ଗୀତର ପ୍ରଶଂସା କରିଥିଲେ। ଏବେ ଏଥିରେ ପାକିସ୍ତାନୀ ସିଙ୍ଗର ଜଣକ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, 'ମୋ ଗୀତ ଆପଣଙ୍କୁ ଏତେ ପସନ୍ଦ ଆସିବ ବୋଲି ମୁଁ କେବେବି ସ୍ୱପ୍ନରେ ଭାବି ନଥିଲି। ମୁଁ ନିଜକୁ ସମ୍ମାନୀତ ମନେ କରୁଛି। ଧନ୍ୟବାଦ।' ଏହାର ଉତ୍ତରରେ ସୁସ୍ମିତା କହିଛନ୍ତି, 'ତୁମର ସୁନ୍ଦର ସ୍ୱର ଆଉ ଏହି ଗୀତ ସର୍ବଦା ମୋର ମନେ ରହିବ। ଏହି ଗୀତଟି ସମସ୍ତଙ୍କ ହୃଦୟକୁ ଛୁଇଁଲା ଭଳି ହୋଇଛି। ବେଶ୍‌ ଅଦ୍ଭୁତ।' ଡାନିଆଲ ଏବଂ ସୁସ୍ମିତା ସେନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଇନଷ୍ଟାରେ ଏବେ ଭାଇରାଲ ହେବାରେ ଲାଗିଛି। ସୁସ୍ମିତା ସେନଙ୍କ ଏହି ଭିଡିଓ ଦେଖିବା ପରେ ପାକିସ୍ତାନୀ ଗାୟକଙ୍କ ଗୀତ 'ଉଡ୍‌ ଚଲିୟେ' ମଧ୍ୟ ପ୍ରଶଂସକଙ୍କ ନଜରକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story