ୟୁଟ୍ୟୁବର୍‌ଙ୍କ ଉପରେ ରାଗିଗଲେ ସ୍ୱରା

ମୁମ୍ବାଇ: ରାଗିଗଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ଜଣେ ୟୁଟ୍ୟୁବର ତଥା ଟ୍ୱିଟରରେ ଆକ୍ଟିଭ ଥିବା ବ୍ୟକ୍ତିଙ୍କ ବିରୋଧରେ ରୁଜୁ କଲେ ଏଫ୍‌ଆଇଆର୍‌। ଦିଲ୍ଲୀ ବସନ୍ତକୁଞ୍ଜ ଥାନାରେ ସେ ଏହି ଏଫ୍‌ଆଇଆର୍‌ ରୁଜୁ କରିଛି। ଜଣେ ଟ୍ୱିଟର ବ୍ୟବହାରକାରୀ ଏବଂ ୟୁଟ୍ୟୁବରେ ସକ୍ରିୟ ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କ ଚଳଚ୍ଚିତ୍ରର ଏକ ଦୃଶ୍ୟକୁ ଅଶ୍ଳୀଳ ଭାବେ ପ୍ରଚାର କରି ତାଙ୍କୁ ଅପମାନିତ କରୁଛନ୍ତି ବୋଲି ସ୍ୱରା ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୁଲିସ ଆଇପିସି 354 ଡି, […]

Swara Bhaskar

Swara Bhaskar

Madhupriya Mistry
  • Published: Monday, 11 October 2021
  • Updated: 11 October 2021, 12:10 PM IST

Sports

Latest News

ମୁମ୍ବାଇ: ରାଗିଗଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ଜଣେ ୟୁଟ୍ୟୁବର ତଥା ଟ୍ୱିଟରରେ ଆକ୍ଟିଭ ଥିବା ବ୍ୟକ୍ତିଙ୍କ ବିରୋଧରେ ରୁଜୁ କଲେ ଏଫ୍‌ଆଇଆର୍‌। ଦିଲ୍ଲୀ ବସନ୍ତକୁଞ୍ଜ ଥାନାରେ ସେ ଏହି ଏଫ୍‌ଆଇଆର୍‌ ରୁଜୁ କରିଛି।

ଜଣେ ଟ୍ୱିଟର ବ୍ୟବହାରକାରୀ ଏବଂ ୟୁଟ୍ୟୁବରେ ସକ୍ରିୟ ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କ ଚଳଚ୍ଚିତ୍ରର ଏକ ଦୃଶ୍ୟକୁ ଅଶ୍ଳୀଳ ଭାବେ ପ୍ରଚାର କରି ତାଙ୍କୁ ଅପମାନିତ କରୁଛନ୍ତି ବୋଲି ସ୍ୱରା ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୁଲିସ ଆଇପିସି 354 ଡି, 509 ଏବଂ 67 ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

ଡେପୁଟି କମିଶନର ଅଫ୍ ପୁଲିସ୍ ଗୌରବ ଶର୍ମା କହିଛନ୍ତି, ଘଟଣାକୁ କେନ୍ଦ୍ର କରି ଅଭିନେତ୍ରୀ ଅଭିଯୋଗ ଆଣିବା ସହ ଏକ ମାମଲା ରୁଜୁ କରିଛନ୍ତି। ୟୁଟ୍ୟୁବର୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଛି ଚଳଚ୍ଚିତ୍ରର ଦୃଶ୍ୟ ସହିତ ହ୍ୟାସଟ୍ୟାଗ୍ ଚଳାଇଛନ୍ତି। ଏହା ବ୍ୟତୀତ ତାଙ୍କ ବିରୋଧରେ କିଛି ଭୁଲ ବାର୍ତ୍ତା ପ୍ରଚାର କରାଯାଇଛି। ଅଭିଯୋଗ ଭିତ୍ତି କରି ଘଟଣାର ତଦନ୍ତ ଚାଲିଛି।

ବଲିଉଡର ଜଣେ ନାମିଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ୱରା ଭାସ୍କର। ତାଙ୍କୁ ଶେଷଥର ପାଇଁ ସଟ୍‌ ଫିଲ୍ମ 'କୋରମା'ରେ ଦେଖିବାକୁ ମିଳିଥିଲା। ସେ ଫିଲ୍ମ ବ୍ୟତୀତ ଅନେକ ସାମାଜିକ ଏବଂ ରାଜନୈତିକ ଘଟଣାବଳୀକୁ ନେଇ ମଧ୍ୟ ନିଜ ମତ ଦେଇଥାନ୍ତି।

ନିକଟରେ ସ୍ୱରା ତାଙ୍କ ଅପ୍‌କମିଂ ଫିଲ୍ମ 'ଜାହାଁ ଚାର୍‌ ୟାର୍‌'ର ଶୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମରେ ସ୍ୱରାଙ୍କ ସମେତ 'ବୀରେ ଦି ୱେଡିଂ' ଷ୍ଟାର ଶିଖା ତଲସାନିଆ ମଧ୍ୟଅଛନ୍ତି। କମାଲ ପାଣ୍ଡେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

https://twitter.com/ANI/status/1447218926673293314?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story