ଚାଲିଗଲେ ଫିଲ୍ମ ନିର୍ମାତା ଟି ରାମା ରାଓ

ମୁମ୍ବାଇ: ପ୍ରଖ୍ୟାତ ଫିଲ୍ମ ନିର୍ମାତା ଟି ରାମା ରାଓ ଆଉ ନାହାନ୍ତି। ଏନଟି ରାମା ରାଓ, ରଜନୀକାନ୍ତ ଓ ଅମିତାଭ ବଚ୍ଚନଙ୍କ ଭଳି ଅଭନେତାଙ୍କୁ ନେଇ ଫିଲ୍ମ କରିଥିବା ଟି ରାମା ରାଓ ଆଜି ୮୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଉଭୟ ତେଲୁଗୁ ଓ ହିନ୍ଦୀ ଭାଷରେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟିଦେଇଥିଲେ। ବୟସଜନିତ ସମସ୍ୟା ଯୋଗୁ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ […]

Rama-rao

Rama-rao

Hemant Lenka
  • Published: Wednesday, 20 April 2022
  • Updated: 21 April 2022, 02:42 PM IST

Sports

Latest News

ମୁମ୍ବାଇ: ପ୍ରଖ୍ୟାତ ଫିଲ୍ମ ନିର୍ମାତା ଟି ରାମା ରାଓ ଆଉ ନାହାନ୍ତି। ଏନଟି ରାମା ରାଓ, ରଜନୀକାନ୍ତ ଓ ଅମିତାଭ ବଚ୍ଚନଙ୍କ ଭଳି ଅଭନେତାଙ୍କୁ ନେଇ ଫିଲ୍ମ କରିଥିବା ଟି ରାମା ରାଓ ଆଜି ୮୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଉଭୟ ତେଲୁଗୁ ଓ ହିନ୍ଦୀ ଭାଷରେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟିଦେଇଥିଲେ। ବୟସଜନିତ ସମସ୍ୟା ଯୋଗୁ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାମା ରାଓ ଦୀର୍ଘ ୪ ଦଶନ୍ଧି ଧରି ସିନେମା ଜଗତ ସହ ଜଡ଼ିତ ହୋଇଥିଲେ। ସାମାଜିକ ପ୍ରସଙ୍ଗକୁ ନେଇ ସେ ଫିଲ୍ମ ତିଆରି କରନ୍ତି। ୧୯୬୬ ମସିହାରେ ସେ ସୁପରହିଟ୍‌ ତେଲୁଗୁ ସିନେମା ନବରାତ୍ରୀ ତିଆରି କରିଥିଲେ। ଏଥିରେ ଏ ନାଗେଶ୍ୱର ରାଓ ଓ ସାବିତ୍ରୀ ଅଭିନୟ କରିଥିଲେ।

ଏନଟିଆରଙ୍କୁ ସେ ୧୯୭୭ରେ ତିଆରି କରିଥିବା କମେଡି ଫିଲ୍ମ ୟାମାଗୋଲା ସୁପର ଡୁପର ହିଟ୍‌ ହୋଇଥିଲା। ୧୯୮୫ରେ ସେ ରୋମାଣ୍ଟିକ ଓ ଫ୍ୟାମିଲ୍‌ ଡ୍ରାମାକୁ ନେଇ ପଚାନି କାପୁରମ ନିର୍ମାଣ କରିଥିଲେ। ଏଥିରେ କ୍ରିଷ୍ଣା ଓ ଶ୍ରୀଦେବୀ ଅଭିନୟ କରିଥିଲେ।

ହିନ୍ଦୀ ଭାଷାରେ ମଧ୍ୟ ରାମା ରାଓ ଅନେକ ଫିଲ୍ମ କରିଛନ୍ତି। ଏହା ମଧ୍ୟରେ ଅନ୍ଧା କାନୁନ ଅନ୍ୟତମ। ଏଥିରେ ଅମିତାଭ ବଚ୍ଚନ, ରାଜନୀକାନ୍ତ ଓ ହେମା ମାଳିନୀ ରହିଥିଲେ। ଏହାବାଦ ଏକ ହି ଭୁଲ, ଜଙ୍ଗ, ବୁଲନ୍ଦି ଓ ଖତରୋ କେ ଖିଲାଡି ମଧ୍ୟ ସେ ତିଆରି କରିଥିଲେ।

ରାମା ରାଓଙ୍କ ମୃତ୍ୟୁରେ ଅନୁପମ ଖେରଙ୍କ ଠାରୁ ଆରମ୍ଭ କରି ଅଜୟ ଦେବଗନଙ୍କ ଭଳି ଅନେକ ବଲିଉଡ ଓ ଟଲିଉଡ ଜଗତର ସେଲେବ୍ରିଟିମାନେ ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story