ଚଳିବ ଚଳିବ, ଚଳିକି ଟିକେ ବଳିବ…

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ&nbsp;&lt;strong&gt;&lsquo;ହାପି ଲକି&rsquo;&lt;/strong&gt;। ଏହା ତରଙ୍ଗର ଏକାଦଶ ଫିଲ୍ମ। ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି । କାରଣ ଫିଲ୍ମଟି ନୂଆବର୍ଷରେ ରିଲିଜ ହେବାକୁ ଯାଉଛି। ପାଖରେ ଆଉ ହାତ ଗଣତି କିଛି ଦିନ ଥିବାରୁ ପୂରା ଟିମ୍ ଏବେ ଫିଲ୍ମ ସୁଟିଂରେ ବ୍ୟସ୍ତ। ଦମ୍&zwnj;ଦାର କନ୍&zwnj;ସେପ୍ଟ, ଭିନ୍ନ ଶୈଳୀ ଓ ନିଆରା ସୁମଧୁର ଗୀତକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସ ସବୁବେଳେ ଫିଲ୍ମ ନିର୍ମାଣ କରିଆସିଛି। ତେଣୁ ଏହି ଫିଲ୍ମରେ ସେମିତି ୫ଟି ସୁନ୍ଦର ଗୀତ ସାମିଲ ଅଛି। ସେଥିରୁ ଏକ ନିଆରା ଅନ୍ଦାଜର ଗୀତ ହେଉଛି&nbsp;&lt;strong&gt;&lsquo;&lt;/strong&gt;&lt;strong&gt;ଚଳିବ ଚଳିବ, ଚଳିକି ଟିକେ ବଳିବ&#039;&lt;/strong&gt; । ଯାହାକୁ ଗାଇଛନ୍ତି ଲୋପାମୁଦ୍ରା ଏବଂ ଦୀପ୍ତିରେଖା। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଗୀତଟିକୁ ଲେଖିଛନ୍ତି ବସନ୍ତରାଜ ସାମଲ।</p> <p>ନିକଟରେ ଏହି ଗୀତର ମେକିଂ ହୋଇଛି। ଯେଉଁଥିରେ ପୂରା ଟିମ୍ ଗୀତକୁ ନିର୍ମାଣ କରିବା ସମୟରେ ବେଶ୍ ଖୁସି ଥିବାର ଦେଖାଯାଉଛନ୍ତି। ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରରେ ଦୀପ୍ତି କିଛି ଗୀତରେ କଣ୍ଠଦାନ କରିଥିଲେ, ଯାହା ହିଟ୍ ହୋଇଥିଲା। ଏଥର ତାଙ୍କ ସହ ସାମିଲ ଅଛନ୍ତି ଲୋପାମୁଦ୍ରା। ସବୁ ଗୀତ ପରି ଏହି ଗୀତକୁ ଦର୍ଶକେ ବେଶ୍ ପସନ୍ଦ କରିବେ ବୋଲି ଆଶା।</p>

Ordigital Desk
  • Published: Wednesday, 20 December 2017
  • Updated: 20 December 2017, 01:42 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ&nbsp;&lt;strong&gt;&lsquo;ହାପି ଲକି&rsquo;&lt;/strong&gt;। ଏହା ତରଙ୍ଗର ଏକାଦଶ ଫିଲ୍ମ। ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି । କାରଣ ଫିଲ୍ମଟି ନୂଆବର୍ଷରେ ରିଲିଜ ହେବାକୁ ଯାଉଛି। ପାଖରେ ଆଉ ହାତ ଗଣତି କିଛି ଦିନ ଥିବାରୁ ପୂରା ଟିମ୍ ଏବେ ଫିଲ୍ମ ସୁଟିଂରେ ବ୍ୟସ୍ତ। ଦମ୍&zwnj;ଦାର କନ୍&zwnj;ସେପ୍ଟ, ଭିନ୍ନ ଶୈଳୀ ଓ ନିଆରା ସୁମଧୁର ଗୀତକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସ ସବୁବେଳେ ଫିଲ୍ମ ନିର୍ମାଣ କରିଆସିଛି। ତେଣୁ ଏହି ଫିଲ୍ମରେ ସେମିତି ୫ଟି ସୁନ୍ଦର ଗୀତ ସାମିଲ ଅଛି। ସେଥିରୁ ଏକ ନିଆରା ଅନ୍ଦାଜର ଗୀତ ହେଉଛି&nbsp;&lt;strong&gt;&lsquo;&lt;/strong&gt;&lt;strong&gt;ଚଳିବ ଚଳିବ, ଚଳିକି ଟିକେ ବଳିବ&#039;&lt;/strong&gt; । ଯାହାକୁ ଗାଇଛନ୍ତି ଲୋପାମୁଦ୍ରା ଏବଂ ଦୀପ୍ତିରେଖା। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଗୀତଟିକୁ ଲେଖିଛନ୍ତି ବସନ୍ତରାଜ ସାମଲ।</p><p>ନିକଟରେ ଏହି ଗୀତର ମେକିଂ ହୋଇଛି। ଯେଉଁଥିରେ ପୂରା ଟିମ୍ ଗୀତକୁ ନିର୍ମାଣ କରିବା ସମୟରେ ବେଶ୍ ଖୁସି ଥିବାର ଦେଖାଯାଉଛନ୍ତି। ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରରେ ଦୀପ୍ତି କିଛି ଗୀତରେ କଣ୍ଠଦାନ କରିଥିଲେ, ଯାହା ହିଟ୍ ହୋଇଥିଲା। ଏଥର ତାଙ୍କ ସହ ସାମିଲ ଅଛନ୍ତି ଲୋପାମୁଦ୍ରା। ସବୁ ଗୀତ ପରି ଏହି ଗୀତକୁ ଦର୍ଶକେ ବେଶ୍ ପସନ୍ଦ କରିବେ ବୋଲି ଆଶା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos