ଡ୍ରଗ୍ସ କାରବାରରେ ଚାର୍ମୀଙ୍କ ନାଁ, ବିଗ୍‌ ବି’ଙ୍କ ସହ ବଲିଉଡ୍‌ରେ କରିଥିଲେ ଏଣ୍ଟ୍ରି

ହାଇଦ୍ରାବାଦ ଡ୍ରଗ୍ସ ରାକେଟରେ ଅଭିନେତ୍ରୀ ଚାର୍ମୀ କୌରଙ୍କ ନାମ ଆସିବା ପରେ ସାରା ଟଲିଉଡ୍‌ ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟ ହୋଇଯାଇଛି। ଚାର୍ମୀ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତ୍ରୀ। ହାଇଦ୍ରାବାଦରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହେବା ପରେ ତାଙ୍କ ନାମ ସାମ୍ନାକୁ ଆସିଥିଲା। ତାଙ୍କୁ ଏନେଇ ପଚରାଉଚରା ପାଇଁ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରାଯିବା ପରେ ଭାବମୂର୍ତ୍ତି ନଷ୍ଟ ହେବ ବୋଲି କହି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି। ହାଇଦ୍ରାବାଦ […]

charmee

charmee

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 08:53 AM IST

Sports

Latest News

ହାଇଦ୍ରାବାଦ ଡ୍ରଗ୍ସ ରାକେଟରେ ଅଭିନେତ୍ରୀ ଚାର୍ମୀ କୌରଙ୍କ ନାମ ଆସିବା ପରେ ସାରା ଟଲିଉଡ୍‌ ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟ ହୋଇଯାଇଛି। ଚାର୍ମୀ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତ୍ରୀ। ହାଇଦ୍ରାବାଦରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହେବା ପରେ ତାଙ୍କ ନାମ ସାମ୍ନାକୁ ଆସିଥିଲା। ତାଙ୍କୁ ଏନେଇ ପଚରାଉଚରା ପାଇଁ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରାଯିବା ପରେ ଭାବମୂର୍ତ୍ତି ନଷ୍ଟ ହେବ ବୋଲି କହି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି।

ହାଇଦ୍ରାବାଦ ଡ୍ରଗ୍ସ ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ସହ ଟଲିଉଡ୍‌ର ବହୁ ବଡ଼ ବଡ଼ ବ୍ୟକ୍ତିଙ୍କ ନାମ ଯୋଡ଼ି ହୋଇଛି। ସେମାନଙ୍କ ମଧ୍ୟରେ ଚାର୍ମୀ କୌରଙ୍କ ନାମ ବି ରହିଛି।

ଏଯାବତ ପ୍ରାୟ ୪୦ଟି ଟଲିଉଡ୍ ଫିଲ୍ମରେ କାମ କରି ସାରିଛନ୍ତି ଚାର୍ମୀ। ବଲିଉଡ୍‌ରେ ମଧ୍ୟ କେତୋଟି ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି। ଅମିତାଭ ବଚ୍ଚନଙ୍କ ସହ ‘ବୁଢ଼ା ହୋଗା ତେରା ବାପ୍’ ଫିଲ୍ମରେ ଅଭିନୟ କରିଛନ୍ତି ସେ। ଏହି ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story