ଦୀପିକା ପାଦୁକୋନ ହଲିଉଡ ଫିଲ୍ମ ‘ଏକ୍ସଏକ୍ସଏକ୍ସ’ର ଲୋଗୋ ସେୟାର କଲେ

ମୁମ୍ବାଇ: ବଲିଉଡ ପରେ ଏବେ ହଲିଉଡରେ ନିଜ ଅଭିନୟ ପ୍ରତିଭା ଦ୍ୱାରା ଦର୍ଶକମାନଙ୍କର ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ‘ବାଜି ରାଓ ମସ୍ତାନୀ’ ଷ୍ଟାର ଦୀପିକା ପାଦୁକୋନ ନିଜ ଆଗାମୀ ହଲିଉଡ ଫିଲ୍ମ “ଏକ୍ସଏକ୍ସଏକ୍ସ: ଦ ଜେଣ୍ଡର କେଜ”ର ଟିଜର ସେୟାର କରିଛନ୍ତି। ଫିଲ୍ମର ଏହି ଟିଜରକୁ ୱେନ ଡିଜଲଙ୍କ କଣ୍ଠରେ ଏକ ଦମଦାର ଡାଇଲଗ୍ ସହ ରିଲିଜ୍ କରାଯାଇଛି। ଯେଉଁଥିରେ କୁହାଯାଇଛି, “ଦୁନିଆ ବଦଳୁଛି, ଆମକୁ ପ୍ରତିଭାଶାଳୀ ଏବଂ ସଠିକ୍ ମନୋବୃତ୍ତି ସମ୍ପନ୍ନ ଲୋକଙ୍କର ଆବଶ୍ୟକ […]

deepika

deepika

Rakesh Mallick
  • Published: Friday, 15 July 2016
  • Updated: 15 July 2016, 08:49 PM IST

Sports

Latest News

ମୁମ୍ବାଇ: ବଲିଉଡ ପରେ ଏବେ ହଲିଉଡରେ ନିଜ ଅଭିନୟ ପ୍ରତିଭା ଦ୍ୱାରା ଦର୍ଶକମାନଙ୍କର ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ‘ବାଜି ରାଓ ମସ୍ତାନୀ’ ଷ୍ଟାର ଦୀପିକା ପାଦୁକୋନ ନିଜ ଆଗାମୀ ହଲିଉଡ ଫିଲ୍ମ “ଏକ୍ସଏକ୍ସଏକ୍ସ: ଦ ଜେଣ୍ଡର କେଜ”ର ଟିଜର ସେୟାର କରିଛନ୍ତି।

ଫିଲ୍ମର ଏହି ଟିଜରକୁ ୱେନ ଡିଜଲଙ୍କ କଣ୍ଠରେ ଏକ ଦମଦାର ଡାଇଲଗ୍ ସହ ରିଲିଜ୍ କରାଯାଇଛି। ଯେଉଁଥିରେ କୁହାଯାଇଛି, “ଦୁନିଆ ବଦଳୁଛି, ଆମକୁ ପ୍ରତିଭାଶାଳୀ ଏବଂ ସଠିକ୍ ମନୋବୃତ୍ତି ସମ୍ପନ୍ନ ଲୋକଙ୍କର ଆବଶ୍ୟକ ଅଛି। ଆମେ ଜାଣି ନ ଥିବା ବିପଦକୁ ଯେଉଁମାନେ ସାମ୍ନା କରିପାରିବେ। ଆମକୁ ଭିନ୍ନ ପ୍ରକାରର ସୈନ୍ୟ ଆବଶ୍ୟକ କରୁଛୁ।”

ଦୀପିକା ପାଦୁକୋନ ଏହି ଫିଲ୍ମରେ ସେରେନା ଅଙ୍ଗରଙ୍କ ଭୂମିକାରେ ୱେନ ଡିଜଲଙ୍କ ସହ ନଜରକୁ ଆସିବେ। ଦୀପିକା ଏହି ଫିଲ୍ମର ଟିଜରକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story