ଡିପ୍ରେସନରେ ଥିଲେ ଶାହାରୁଖ!

ମୁମ୍ବାଇ: ବଲିଉଡର ଅନେକ ଅଭିନେତା ଅଭିନେତ୍ରୀ ଡିପ୍ରେସନର ଶିକାର ହୋଇଛନ୍ତି । ଅନେକ ଥର ଏନେଇ ଚର୍ଚ୍ଚ ମଧ୍ୟ ହୋଇଛି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ଡିପ୍ରେସନରେ ଥିବା କଥା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚ ଆହୁରି ବଢ଼ିଥିଲା । କଙ୍ଗନା ରଣାୱତଙ୍କ ଠାରୁ ଆରମ୍ଭ କରି ଦୀପିକା ପାଦୁକୋନ, ସମେସ୍ତ ଅବସାଦର ଶିକାର ହୋଇଥିବା କଥା ସର୍ବସମୁଖରେ ସ୍ୱୀକାର କରିଛନ୍ତି । ଏବେ ଏଥିରେ ବଲିଉଡର ବାଦଶାହା ଶାହାରୁଖ ଖାନଙ୍କ ନାଁ […]

shah rukh

shah rukh

Jitendra Garnayak
  • Published: Tuesday, 24 November 2020
  • Updated: 24 November 2020, 04:06 PM IST

Sports

Latest News

ମୁମ୍ବାଇ: ବଲିଉଡର ଅନେକ ଅଭିନେତା ଅଭିନେତ୍ରୀ ଡିପ୍ରେସନର ଶିକାର ହୋଇଛନ୍ତି । ଅନେକ ଥର ଏନେଇ ଚର୍ଚ୍ଚ ମଧ୍ୟ ହୋଇଛି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ଡିପ୍ରେସନରେ ଥିବା କଥା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚ ଆହୁରି ବଢ଼ିଥିଲା । କଙ୍ଗନା ରଣାୱତଙ୍କ ଠାରୁ ଆରମ୍ଭ କରି ଦୀପିକା ପାଦୁକୋନ, ସମେସ୍ତ ଅବସାଦର ଶିକାର ହୋଇଥିବା କଥା ସର୍ବସମୁଖରେ ସ୍ୱୀକାର କରିଛନ୍ତି । ଏବେ ଏଥିରେ ବଲିଉଡର ବାଦଶାହା ଶାହାରୁଖ ଖାନଙ୍କ ନାଁ ଯୋଡ଼ି ହୋଇଛି।

ଏକ ଜାତୀୟ ଗଣମାଧ୍ୟକୁ ଦେଇଥିବା ସାକ୍ଷାତକାରରେ ଶାହାରୁଖ ଡିପ୍ରେସନର ଶିକାର ହୋଇଥିବା କଥା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ୨୦୦୮ରେ ଶୁଟିଂ ସମୟରେ ତାଙ୍କ କାନ୍ଧ ସର୍ଜରୀ କରିବାକୁ ପଡିଥିଲା । ଏହି ସମୟରେ ସେ ନିଜକୁ ବହୁତ ଏକୁଟିଆ ଅନୁଭବ କରିଥିଲେ ଏବଂ ଡିପ୍ରେସନର ଶିକାର ହୋଇଥିଲେ।

ଶାହାରୁଖ କହିଛନ୍ତି, “ଫିଲ୍ମରେ ଦର୍ଶକେ ଯେଉଁଭଳି ମତେ ଦେଖୁଛନ୍ତି, ପ୍ରକୃତ ଜୀବନରେ କିନ୍ତୁ ମୁଁ ପୂରା ଭିନ୍ନ । ମୁଁ ବହୁତ ଶାନ୍ତ ଏବଂ ଅଧିକାଂଶ ସମୟ ଏକୁଟିଆ ରୁହେ । ମୁଁ ମୋ ଫିଲିଙ୍ଗସ୍ ଶେଆର କରିପାରେ ନାହିଁ । ଏଥିପାଇଁ ଅଧିକାଂଶ ସମୟରେ ଲୋକେ ମତେ ଭୁଲ ବୁଝି ନିଅନ୍ତି।”

ସୂଚନାଯୋଗ୍ୟ, ୨୦୧୮ ପରଠାରୁ କିଙ୍ଗ ଖାନ  ଶାହାରୁଖଙ୍କ କୌଣସି ଫିଲ୍ମ ପରଦାକୁ ଆସି ନାହିଁ । ଶେଷଥର ଶାହାରୁଖଙ୍କୁ ଫିଲ୍ମ ’ଜିରୋ’ରେ ଦେଖିବାକୁ ମିଳିଥିଲା । ତେବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିନଥିଲା । ଦୁଇ ବର୍ଷର ବ୍ରେକ ପରେ ଏବେ ଶାହାରୁଖ ତାଙ୍କ ଅପକମିଂ ଫିଲ୍ମ ‘ପଠାନ’ରେ ନଜର ଆସିବ । ଏଥିପାଇଁ ସେ ଶୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି । ଏହି ଆକ୍ସନ ଥ୍ରୀଲର ଫିଲ୍ମରେ ଶାହାରୁଖଙ୍କ ସହ ଜନ ଅବ୍ରାହମ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ନଜର ଆସିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story