ଦିୱାଲିରେ ହେବ ଅଜୟ ଓ ଅମିତାଭଙ୍କ ମଧ୍ୟରେ ଟକ୍କର

ମୁମ୍ବାଇ: ଦିୱାଲିରେ ଦୁଇଟି ବଡ଼ ଫିଲ୍ମ ପରଦାକୁ ଆସୁଛି। ଦୁଇ ମେଗା ଷ୍ଟାରଙ୍କ ମଧ୍ୟରେ ଦ୍ୱିୱାଲିରେ ଦେଖିବାକୁ ମିଳିବ ଟକ୍କର। ଏହିଦିନ ‘ଗୋଲମାଲ ୪’ ଓ ‘ଆଙ୍ଖେ ୨’ ରିଲିଜ ହେବାକୁ ଯାଉଛି। ‘ଗୋଲମାଲ ୪’ରେ ଅଜୟ ଦେବଗନ୍‌ ମୁଖ୍ୟ ଭୁମିକାରେ ଥିବା ବେଳେ ‘ଆଙ୍ଖେ ୨’ରେ ଅମିତାଭ ବଚ୍ଚନ ମୁଖ୍ୟ ଭୁମିକାରେ ଆସୁଛନ୍ତି। କିଛିଦିନ ହେବ ‘ଆଙ୍ଖେ ୨’ର ପ୍ରମୋ ରିଲିଜ ହୋଇଛି। ସୁପରହିଟ୍‌ ବ୍ରାଣ୍ଡ ‘ଗୋଲମାଲ ୪’ ସହ ଏକା ସମୟରେ ‘ଆଙ୍ଖେ ୨’ […]

ankhen

ankhen

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 11:08 PM IST

Sports

Latest News

ମୁମ୍ବାଇ: ଦିୱାଲିରେ ଦୁଇଟି ବଡ଼ ଫିଲ୍ମ ପରଦାକୁ ଆସୁଛି। ଦୁଇ ମେଗା ଷ୍ଟାରଙ୍କ ମଧ୍ୟରେ ଦ୍ୱିୱାଲିରେ ଦେଖିବାକୁ ମିଳିବ ଟକ୍କର। ଏହିଦିନ ‘ଗୋଲମାଲ ୪’ ଓ ‘ଆଙ୍ଖେ ୨’ ରିଲିଜ ହେବାକୁ ଯାଉଛି। ‘ଗୋଲମାଲ ୪’ରେ ଅଜୟ ଦେବଗନ୍‌ ମୁଖ୍ୟ ଭୁମିକାରେ ଥିବା ବେଳେ ‘ଆଙ୍ଖେ ୨’ରେ ଅମିତାଭ ବଚ୍ଚନ ମୁଖ୍ୟ ଭୁମିକାରେ ଆସୁଛନ୍ତି।

କିଛିଦିନ ହେବ ‘ଆଙ୍ଖେ ୨’ର ପ୍ରମୋ ରିଲିଜ ହୋଇଛି। ସୁପରହିଟ୍‌ ବ୍ରାଣ୍ଡ ‘ଗୋଲମାଲ ୪’ ସହ ଏକା ସମୟରେ ‘ଆଙ୍ଖେ ୨’ ରିଲିଜ ହେବା ଫିଲ୍ମ ନିର୍ମାତା ଗୌରାଙ୍ଗ ଦୋଷୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ।

ଗୋଲମାଲ ସିରିଜର ପୂର୍ବ ୩ଟି ଫିଲ୍ମ ସୁରପହିଟ୍‌ ହୋଇଛି। ସେହିପରି ୨୦୦୨ରେ ନିର୍ମୀତ ‘ଆଙ୍ଖେ’ ମଧ୍ୟ ସୁପରହିଟ୍‌ ହୋଇଥିଲା। ଦୁଇଟି ଫିଲ୍ମରେ ଅଜୟ ନା ଅମିତାଭ କିଏ ବାଜି ମାରୁଛନ୍ତି ତାହା ଫିଲ୍ମ ରିଲିଜ ହେବା ପରେ ଜଣାପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos